2021 ର ଆରମ୍ଭରୁ ହିରୋଇନ ଉର୍ବର୍ଶୀ ରାତାଉଲ ସବୁ ଲାଜ ଭୁଲି ଗଲେ । ଗୋଟିଏ ରାତିକୁ 4 କୋଟି ଟଙ୍କାରେ କରୁଛନ୍ତି ଏହି କାମ ।

urvashiaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ଉର୍ବଶ୍ରୀ ରାଉଉତେଲା ନୂଆ ବର୍ଷ ଆସିବା ପରେ ନିଜର ଫେନ୍ସ ମାନଙ୍କୁ ସର୍ପ୍ରାଇଜ୍ ଦେବାକକୁ ଚାହୁଁଛନ୍ତି । ହଁ ବନ୍ଧୁଗଣ ଅଭିନେତ୍ରୀ ଉର୍ବଶ୍ରୀ ରାଉତେଲା ନୂଆ ବର୍ଷ ରେ ଫର୍ଫମ୍ କରିବା ପାଇଁ ଯାଉଛନ୍ତି , ଏବଂ ଏହି ଫର୍ଫମ୍ ନିଜର ଆୟଜୋକ ମାନଙ୍କ ଉପରେ ବହୁତ ଭାରୀ ପଡିବା ପାଇଁ ଯାଉଛି , ମାନେ ଏହି ବର୍ଷ ରେ ନୂଆ ବର୍ଷ ରେ ଯେଉଁ ପର୍ଫମ୍ କରିବା ପାଇଁ ଯାଉଛନ୍ତି ଉର୍ବଶ୍ରୀ ସେ ବହୁତ ଅଧିକ ଚାର୍ଜ କରିବା ପାଇଁ ଯାଉଛନ୍ତି ,

ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ନୂଆ ବର୍ଷ ରେ ଟ୍ରୋଜ ହୋଟେଲ୍ ରେ ଫର୍ଫମ୍ କରିବା ପାଇଁ ଯାଉ ଥିବା ବେଳେ କେବଳ 15 ମିନିଟ୍ ର ସୋ କରିବା ପାଇଁ ତାଙ୍କୁ 4 କୋଟି ଟଙ୍କା ଦିଆ ଜାଉଛି , ସେମିତି ରେ ଏହାକୁ ସାଧାରଣ ଭାବେ ଦେଖିବା ପାଇଁ ଗଲେ ଏହା ବହୁତ ବଡ ରକମ୍ ଅଟେ । ଏବଂ ଏମିତି ବେଳେ ନୂଆ ବର୍ଷ ର ମୈକା ରେ ସେ ବହୁତ ବଡ ଧମ୍ମାଲ୍ କରିବା ପାଇଁ ଚେଷ୍ଟା କରିଛନ୍ତି ।

urvash23

ସେମିତି ରେ ଏହି ଦିନ ରେ ଉର୍ବଶ୍ରୀ ଫେନ୍ସ ମାନଙ୍କୁ ବହୁତ ସପ୍ରାଇଜ ଦେବାକୁ ଜାଉ ଥିବା ବେଳେ ନିକଟ ରେ ସେ ଇଜିପ୍ଟ ର ଫେମସ୍ ସିଙ୍ଗର ରମା ଡାୟନ୍ ଙ୍କ ସହିତ ଫୋଟ ସେୟାର କରି ଥିଲେ , ଏବଂ ସେ ସୂଚନା ଦେଇ ଥିଲେ ଆଗାମୀ ସମୟ ରେ ସେ ତାଙ୍କର ମ୍ୟୁଜିକ୍ ଭିଡ଼ିଓ ରେ ନଜର ଆସିବେ ଏବଂ ତାଙ୍କର ଏହି ଭିଡ଼ିଓ ଦେଖିବା ପାଇଁ ଫେନ୍ସ କୁ ବହୁତ ପରିମାଣ ରେ ଅପେକ୍ଷା ରହିଛି ,

urvashia-

ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ବଲିଉଡ ଅଭିନେତ୍ରୀ ଏବଂ ମୋଡେଲ୍ ଉର୍ବଶ୍ରୀ ରାଉତେଲା ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଏକ୍ଟିଭ୍ ରେ ରହିଥାନ୍ତି , ଏବଂ ସବୁ ସମୟ ରେ ସେ ନିଜର ଫୋଟ ଏବଂ ଭିଡିଓ ଫେନ୍ସ ଙ୍କ ସହିତ ସେୟାର କରି ଥାନ୍ତି ,ସେମିତି ରେ ଏହି ନିକଟ ରେ ଉର୍ବଶ୍ରୀ ରାଉତେଲା ନିଜର ଫେନ୍ସ ମାନଙ୍କ ସହିତ ବହୁତ ସୁନ୍ଦର ସୁନ୍ଦର ଫୋଟ ସେୟାର କରି ଥିବାର ଦେଖିବା ପାଇଁ ମିଳି ଥିଲେ ଯେଉଁ ଥିରେ ସେ ବହୁତ ହିଁ ସୁନ୍ଦର ନଜର ଆସୁ ଥିବାର ଦେଖିବା ପାଇଁ ମିଳି ଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *