ଶିବାଙ୍କୁ ଏହି ମାସ ଶେଷ ସୁଦ୍ଧା ବିବାହ କରିବେ ଆପଣଙ୍କ ପ୍ରିୟ ହିରୋଇନ ତୁଳସୀ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟ ତୁଳସୀ ଏବେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ତେବେ ବନ୍ଧୁଗଣ ଆପଣ ମାନେ ଜାହାବି ସୁଣିଲେ ନିଶ୍ଚିତ ଭାବେ ସଠିକ୍ ସୁଣିଲେ ତେବେ ତୁଳସୀ ଙ୍କୁ ଆପଣ ମାନେ ତୋ ଅଗଣା ର ତୁଳସୀ ମୁଁ ସିରିଏଲ ରେ ବେସ୍ ପପୁଲାର ହେବାର ଆପଣ ମାନେ ଦେଖିଛନ୍ତି ଏବଂ ଆପଣ ମାନଙ୍କ ଆଖି ସାମ୍ନା ରେ ଗୋଟିଏ ଷ୍ଟାର ଗଢି ଉଉଠି ଥିଲା ଜାହାର ନାମ ହେଲା ତୁଳସୀ ଏବଂ ଆପଣ ମାନଙ୍କ ଆପଣ ମାନଙ୍କ ପ୍ରିୟ ତୁଳସୀ ଭାବେ ଯେଉଁ ଅଭିନେତ୍ରୀ ଙ୍କୁ ଜାଣନ୍ତି ତାଙ୍କର ପ୍ରକୃତ ନାମ ହେଲା ସ୍ୱତାଲିନା ସେହି ସମୟ ରେ ସିରିଏଲ ର ସ୍କ୍ରିପ୍ଟ କାରଣ ରୁ ସେ ସିରିଏଲ ରୁ ଜଗତ ରୁ ବିଦାୟ ନେଇ ଥିଲେ । ଏବଂ ସେହି ପର ଠାରୁ ଆପଣ ମାନେ ତାଙ୍କୁ ଆଉ ସିରିଏଲ ରେ ଦେଖିବା ପାଇଁ ପାଇ ନାହାଁନ୍ତି ,tulasi

ହେଲେ ନିକଟ ରେ କାଳୀଜାଈ ଜାହା ବର୍ତମାନ ସମୟ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉଛି , ସେହି ସିରିଏଲ ରେ ବି ଆପଣ ମାନେ ତାଙ୍କୁ ଦେଖିବା ପାଇଁ ପାଇ ଥିଲେ , ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ସେହି ପ୍ରିୟ ଅଭିନେତ୍ରୀ ସ୍ୱତାଲୀନା ଭଟ୍ଟାଚାର୍ଯ୍ୟ ଖୁବ୍ ଶିଘ୍ର ବିବାହ କରିବା ପାଇଁ ଯାଉଛନ୍ତି , ତେବେ ସେ କାହାକୁ ବିବାହ କରିବେ ଏବଂ ତାଙ୍କର ବୟଫ୍ରେଣ୍ଡ କିଏ ସେହି ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବୁ ,ଜାହା ମିଳି ଥିବା ଖବର ଅନୁସାରେ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ବୟଫ୍ରେଣ୍ଡ ଶିବା ମହାନ୍ତି ଙ୍କୁ ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି ,shiba

ଏବେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁ ଥିବା ବେଳେ ଏମାନେ ଆଗାମୀ ବର୍ଷ ରେ ବିବାହ କରିବାର ପ୍ଲନିଂ ରଖିଛନ୍ତି । ସ୍ୱତାଲିନା ଙ୍କ କଥା କହିବା ଆଗରୁ ବହୁତ ସମୟ ରେ କିଛି କିଛି ଚଳଚିତ୍ର ରେ ଅଭିନୟ କରି ଥିଲେ ବି ସେ ଆଗାମୀ ଦିନ ମାନଙ୍କ ରେ ଏହି ସିରିଏଲ ଜଗତ କୁ ଫେରିବେ ବୋଲି କହିଛନ୍ତି ତେବେ ଆପଣ ମାନଙ୍କୁ ସ୍ୱତାଲିନା ଅଭିନୟ କେମିତି ଲାଗୁ ଥିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *