ଲୁଚି ଲୁଚି ବାହାହେଲେ ଓଲିଉଡ ଅଭିନେତା ‘ଅମ୍ଳାନ୍’ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାହାକୁ ନ ଜଣେଇ ଲୁଚି ଲୁଚି ଏହି ଅଭିନେତ୍ରୀ ଙ୍କୁ ବିବାହ କରିଲେ ଷ୍ଟାର ସନ୍ ଅମ୍ଲାନ ଓଲିଉଡ ଷ୍ଟାର ମିହୀର ଦାସ୍ ଙ୍କ ପୁଅ ଅମ୍ଲାନ ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ପାଲଟିଛନ୍ତି ଅଭିନେତା ଅମ୍ଲାନ ଙ୍କ ଜିବନ ରେ ଆସିଛି ଟୁଇଷ୍ଟ୍ ବର୍ତମାନ ସମୟ ରେ ଜଣେ ଯୁବତୀ ଙ୍କ ପ୍ରେମ ରେ ପଡିଛନ୍ତି ଅମ୍ଲାନ୍ ଏବଂ ସେ ଜାହାକୁ ଭଲ ପାଉଛନ୍ତି ଗୁପଚୁପ୍ ହିଁ ତାଙ୍କର ବେସ୍ ପସନ୍ଦ ଗୁପଚୁପ୍ ନାଁ ସୁଣିଲେ ତାଙ୍କର ପାଟି ରୁ ଲାଳ ବହି ପଡେ ଏବଂ ଏଠାରେ ସେହି ଯୁବତୀ ଙ୍କ କଥା ନ କହିବା ଭଲ ହେବ । ସେମିତି ରେ ଏବେ କିନ୍ତୁ ଏହି ଗୁପଚୁପ୍ ରାସ୍ତା କଡ ରେ ନୁହେଁ ବରଂ ବଡ ପରଦା ରେ ଦେଖିବା ପାଇଁ ମିଳିବ ହଁ ବନ୍ଧୁଗଣ ଆସନ୍ତା ବର୍ଷ ର ରଜ ଉପଲକ୍ଷେ ପ୍ରସ୍ତୁତ ହେଉଛି ସିନେମା ଗୁପଚୁପ୍ ,marred

ଏବଂ ଏଠାରେ କାହାଣୀ ବି ବେଶ୍ ଭିନ୍ନ ଧରଣ ର ହୋଇ ଥିବା ବେଳେ ଖାଣ୍ଟି ଓଡ଼ିଆ ଯୁବକ ର କାହାଣୀ ଅଟେ ସିନେମା ରେ ହିରୋ ଭୂମିକା ରେ ରହି ଥିବା ଅମ୍ଲାନ୍ ପରିେସଷ ରେ କାହାକୁ ବିବାହ କରୁଛନ୍ତି ତାହା ସିନେମା ଟି ଦେଖିବା ପାଇଁ ହିଁ ଜଣା ପଡିବ । ସିନେମା ରେ ଏକ ଯୁବକ ଉପରେ କାହାଣୀ ରହି ଥିବା ବେଳେ ଯୁବକ ର ବିଭିନ୍ନ ସମୟରେ ଘଟି ଥିବା କାହାଣୀ କୁ ନେଇ ଏହି କାହାଣୀ ଟି କରା ଜାଇ ଥିବା ବେଳେ ଏହି ଥିରେ ଲଭ୍ , ରୋମାନ୍ସ , ସସ୍ସପେନ୍ସ , ବନ୍ଧୁତ୍ୱ ଏବଂ ସାଧାରଣ ଜିବନ କୁ ନେଇ ଏହି ଫିଲ୍ମ ଟି ହୋଇଛି ,aa

ତେବେ ପ୍ରଥମ ଥର ପାଇଁ ଏହି ସିନେମା ରେ ଏକା ଥରେ ଚାରି ଜଣଙ୍କୁ ଦେଖିବା ପାଇଁ ମିଳିବ ଏହି ଚାରିଜଣ ଙ୍କ ବିପକ୍ଷରେ ଅମ୍ଲାନ୍ ମୂଖ୍ୟ ଭୂମିକା ରେ ରହିବେ , ହିରୋଇନ ମାନେ ହେଲେ ସନମିରା ,ହିମାଗ୍ନୀ ,ଅନନ୍ୟା ,ଅନୁସୀକ୍ଷା କୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହେଉଛି , ତେବେ ଆପଣ ମାନେ କେବେ ପରିମାଣ ରେ ଏହି ଫିଲ୍ମ ପାଇଁ ଅପେକ୍ଷା କରୁଛନ୍ତି ନିଶ୍ଚିତ ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *