ପୁରୁଷ ମାନେ କଣ କରିବା ଉଚିତ ! ନିଶ୍ଚୟ ଜାଣି ନିଅନ୍ତୁ ଏହି ସବୁ କଥା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ପୁରୁଷ ମାନେ କଣ କରିବା ଉଚିତ୍ ପ୍ରଥମେ ଦିନ 9 ଟା ମଧ୍ୟ ରେ ଦାନ୍ତ ଘସିବା ସହିତ ଦେବ ପୂଜା କରିବା ଉଚିତ୍ ଗର୍ଭବତୀ ମହିଳା ବୃଦ୍ଧ ପୁରୁଷ ଗୋରୁ ବ୍ରାହ୍ମଣ ଦୁଖଃ ରେ ଥିବା ଲୋକ ମାନେ ସାମ୍ନା କୁ ଆସିଲେ ନିଜେ ପଛରେ ରହି ସେମାନଙ୍କୁ ଆଗକୁ ରାସ୍ତା ଛାଡି ଦେବା ଆପଣ ମାନଙ୍କ ପାଇଁ ଉଚିତ୍ ଅଟେ ସୂର୍ଯ୍ୟ ଗ୍ରହଣ ସମୟରେ ମଧ୍ୟନ୍ନ ସମୟ ରେ ସୂର୍ଯ୍ୟ ଙ୍କୁ ଦର୍ଶନ କରିବା ସଂମ୍ପର୍ଣ୍ଣ ନିଶେଦ୍ ସଂନ୍ଧ୍ୟା ସମୟ ରେ ପୁରୁଷ ମାନେ ମୈନ ଉପାସନା କରିଲେ ଆୟୁ ବୃଦ୍ଧି ହୁଏ । ମଳ ମୂତ୍ର ତ୍ୟାଗ ପରେ ଏବଂ ରାସ୍ତା ରେ ଚାଲିବା ପରେ ଗୋଡ଼ ଧୋଇବା ଏବଂ ବୋଜନ ପୂର୍ବ ରୁ ଗୋଡ ଧୋଇବା ଉଚିତ୍ ଅଧିକାଶଂ ଦିନ ବ୍ରସ୍ ନ କରି ତଟକା ଦାନ୍ତ କାଠୀ ରେ ଦାନ୍ତ ଘସିବା ଭଲ ,puja

ସେହି ପରି ଦେବ ପୂଜା ନ କରି ସାରି ଘରୁ ବାହାର କୁ ବାହାରିବା ଉଚିତ୍ ନୁହେଁ , ସେହି ପରି ଅତ୍ୟନ୍ତ ବୁଦ୍ଧିମାନ ପୁରୁଷ ଭଙ୍ଗା ଦର୍ପଣ ରେ ମୁହଁ ଦେଖିବେ ନାହିଁ , ସେହି ପରି ଅପରିଚିତା ବା ଗର୍ଭିଣୀ ସ୍ତ୍ରୀ ସହିତ ସଂମ୍ପର୍କ ରଖିବା ଉଚିତ୍ ନୁହେଁ । କେବେ ବି ପୁରୁଷ ମାନଙ୍କୁ ପର ସ୍ତ୍ରୀ ଆଡକୁ ଦୃଷ୍ଟି ଦେବା ଉଚିତ୍ ନୁହେଁ ,କି କେବେ ବି ପୁରୁଷ ମାନଙ୍କୁ ଉଲଗ୍ନ ହୋଇ ଶୋଇବା ଉଚିତ୍ ନୁହେଁ କି କେବେ ବି ଅଇଁଠା ମୁହଁ ରେ ମୁଣ୍ଡ ଛୁଇଁବା କଥା ନୁହେଁ ।oiling

ସେହି ପରି ବନ୍ଧୁଗଣ କେବେ ବି ପୁରୁଷ ମାନେ ମୁଣ୍ଡ ଧୋଇ ଗାଧୋଇବ ପରେ କେବେ ବି ଶରୀର ରେ ତେଲ ଲଗେଇବା କଥା ନୁହେଁ ଦିନ ରେ ଉତ୍ତର ଦିଗ କୁ ମୁହଁ କରି ମଳ ମୂତ୍ର ତ୍ୟାଗ କରିବା ଏବଂ ରାତି ରେ ଦକ୍ଷିଁଣ ମୂଖୀ ହୋଇ ମଳ ମୂତ୍ର ତ୍ୟାଗ କରିଲେ ଆୟୁ କ୍ଷେୟ ହୁଏ । କେବେ ବି ଭୋଜନ କରିବା ପରେ ଦହୀ ର ସେବନ କରିବା ଅନୁଚୀତ ଅଟେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *