ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେତେବେଳେ କେଉଁ ମନ୍ତ୍ର ଜପ କଲେ କଣ ହୁଏ ,ତେବେ ଏହି ବିଷୟ ରେ ଆସନ୍ତୁ ଜାଣିନେବା , ଔଷଧ ସେବନ ସମୟ ରେ ଭଗବାନ ବିଷ୍ଣୁ ଙ୍କ ନାମ ନେଇ ଏହି ମନ୍ତ୍ର ଯପ କରିଲେ ନିଶ୍ଚିତ ଭାବେ ଶୀଘ୍ର ଆରୋଗ୍ୟ ମିଳେ ଏବହଂ ସେହି ମନ୍ତ୍ର ଟି ହେଲା ଓଁ ବିଷ୍ଣୁ ବିଷ୍ଣୁ ନମଃ ଶରୀର ଆରୋଗ୍ୟ ଆୟ ନମଃହ , ସେହି ପରି ଭୋଜନ ସମୟ ରେ ଭଗବାନ ବିଷ୍ଣୁ ଙ୍କ ଜନାର୍ଦନ ମନ୍ତ୍ର ଜପ କରିବା ଜରୁରୀ ଅଟେ ଓଁ ଜଙ୍ଗ୍ ଜଙ୍ଗ୍ ଜନାର୍ଦନ ନମଃ ସ୍ୱାସ୍ଥ୍ୟ ବର୍ଦ୍ଦକ ନମଃହ ବିବିଧ ଯାତ୍ରା ସମୟ ରେ ଭଗବାନ ବିଷ୍ଣୁ ଙ୍କର ଜଗନ୍ନାଥ ନାମ ନେଇ ଏହି ମନ୍ତ୍ର ଯପ କରିଲେ ଆପଣ ମାନଙ୍କର ଯାତ୍ରା ଶୁଭ ହୁଏ ଓଁ ଜଙ୍ଗ୍ ,ଜଗନ୍ନାଥ ସ୍ୱାମୀ ପଥ ଗାମୀ ନମଃହ ପ୍ରବାଶୀ ଶାନ୍ତି କୁରୁ ନମଃହ ।
ସେହି ପରି ବିପଦ ସମୟ ରେ ଭଗବାନ ବିଷ୍ଣୁ ଙ୍କର ରାମ ଚନ୍ଦ୍ର ନାମ ନେଇ ଏହି ମନ୍ତ୍ର ଜପ କରିଲେ ବିପଦ ରୁ ମୁକ୍ତି ମିଳେ ଓଁ ଶ୍ରୀଂ ଶ୍ରୀଂ ରାମାୟ ରାମଚନ୍ଦ୍ରୟ ନମଃ ଦୂର୍ଗତି ହରମ୍ ନମଃହ ସଂଙ୍କଟ ସମୟ ରେ ଭଗବାନ ବିଷ୍ଣୁ ଙ୍କର ନାରାୟଣ ନାମ ସ୍ମରଣ କରି ଆପଣ ମାନେ ଏହି ମନ୍ତ୍ର କୁ ଜପ କରିଲେ ସବୁ ସଂଙ୍କଟ ଦୂର ହୁଏ ଓଁ ହ୍ରୀଂ ନାରାୟଣାୟ ମଧୁ ସୁଦନାୟ ନମଃ ଆତଙ୍କବାଦ ହରାୟ
ମନଃ ଯାତ୍ରା ଅନୁକୂଳ ସମୟ ରେ ଭଗବାନ ବିଷ୍ଣୁ ଙ୍କର ଜାଦବ ନାମ ସ୍ମରଣ କରି ଆପଣ ମାନେ ଏହି ମନ୍ତ୍ର କୁ ଯପ କରିଲେ ଆପଣ ମାନଙ୍କ ଯାତ୍ରା ରେ ବାଧା ଉପୁଜେ ନାହିଁ । ଓଁ ଜଙ୍ଗ୍ ଜାଙ୍ଗ୍ , ଜାଦବାୟ ନମଃହ ଯାତ୍ରା ସଫଳ କରୁ ନମଃହ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।