କଣ ଜାଗୃତିଙ୍କ ପ୍ରେମରେ ପାଗଳ ପ୍ରେମୀ ହେଲେ ଅନୁଭବ । ସୋସିଆଲ ମିଡିଆରେ ଭାଇରାଲ

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ସାଂସଦ ଅନୁଭବ ମାହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାଦ ଟିକିଏ ତଣି ଥିବା ବେଳେ ପୁଣି ଚର୍ଚ୍ଚା କୁ ଆଣିଛନ୍ତି ନିଜେ ଅନୁଭବ ସେମିତି ରେ ବର୍ଷା ଙ୍କୁ ଛାଡ ପତ୍ର ଦେବା ଚର୍ଚ୍ଚା ହେବା ସହିତ ଦିଲ୍ଲୀ ସାମ୍ବାଦୀକା ଜାଗ୍ରୁତୀ ସୁକ୍ଲା ଙ୍କ ନାମ ବି ବହୁତ ଅଧିକ ର୍ଚ୍ଚା ରେ ରହିଛି , ଏବଂ ଏବେ ଏବେ ଅନୁଭବ ଙ୍କ ନାମ ସହିତ ତାଙ୍କର ନାମ କୁ ଯୋଡା ଜାଉଛି , ସେମିତି ରେ ବର୍ତମାନ ସମୟ ରେ ଅନୁଭବ ବର୍ଷା ଙ୍କ ଛାଡି ଜାଗ୍ରୁତୀ ସୁକ୍ଲା ଙ୍କ ହାତ ଧରିବେ ବୋଲି ଚର୍ଚ୍ଚା ହୋଇଛି । ଏବଂ ଏହା ମଧ୍ୟ ରେ ଏହି ଚର୍ଚ୍ଚା କୁ ମୋଜବୁତ୍ କରିଛି ଅନୁଭବ ଙ୍କ ଏହି ପୋଷ୍ଟ ତେବେ ଏହି ପୋଷ୍ଟ ଅନୁସାରେ ଗତ ଶନିବାର ଦିନ ଏକ ପୋଷ୍ଟ ସେୟାର କରି ଥିଲେ ଅନୁଭବ ମହାନ୍ତି କିଛି ଫୋଟ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଯେଉଁ ଥିରେ ଅନୁଭବ ଏବଂ ଜାଗ୍ରୁତି ଶୁକ୍ଳା ଏବଂ ଅନୁଭବ ଙ୍କ ଓକିଲ ଅଶ୍ୱନୀ ଦୁବେ ଙ୍କ ସହିତ ଜାଗ୍ରୁତି ଶୁକ୍ଳା ରହି ଥିବା ବେଳେ ସେ ଅଶ୍ୱନୀ ଦୁବେ ଙ୍କୁ ତାଙ୍କର ଜନ୍ମ ଦିନ ପାଇଁ ଶୁବେଚ୍ଚା ଜଣେଇଛନ୍ତି ,jugarti

ଜାହା ପରେ ସେ ଚର୍ଚ୍ଚା ରେ ରହିଛନ୍ତି ଏବଂ ଏହି ସବୁ ର ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି , ଏଠାରେ ଅନୁଭବ ଏବଂ ଜାଗ୍ରୁତି ଶୁକ୍ଳା ଙ୍କ ମଧ୍ୟରେ ସଂମ୍ପର୍କ ରହି ଥିବାର ଫେନ୍ସ ମାନେ କହି ଥିବାର ଦେଖିବା ପାଇଁ ମିଳିଛନ୍ତି , ସେମିତି ରେ ଅନୁଭବ ଙ୍କ ପୋଷ୍ଟ ରେ ସେ ଜାଗ୍ରୁତି ଶୁକ୍ଳା ଙ୍କଲ ଖୁବ୍ ପ୍ରଶଂସା କକରି ଥିବାର ଦେଖିବା ପାଇଁ ମିଳି ଥିଲେ ଜାଗ୍ରୁତି ଶୁକ୍ଳା ସେ ଜଣେ ନିଶ୍ୱାର୍ଥ ପର ବନ୍ଧୁ ଭାବେ ପଦର୍ଶନ କରି ଥିଲେ ,jjjj

ସେମିତି ରେ ବର୍ତମାନ ସମୟ ରେ ଅନୁଭବ ବର୍ଷା ଙ୍କ ବିବାଦ କୋର୍ଟ ରହିଛି ଏବଂ ଆଗାମୀ ଦିନ ରେ ଏହାର ସୁଣାଣି ହେବାକୁ ଯାଉଛି ତେବେ ଆପଣ ମାନଙ୍କୁ ଏହାକୁ ନେଇ କଣ ରାୟ ରହିଛି ନିଶ୍ଚିତ କମେଣ୍ଟ କରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *