ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ଶ୍ବଶୁର ଘର ଛାଡିଲେ । ଏବେ ଯାଇ ରହୁଛନ୍ତି ଏଇଠି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ଦିନ କୁ ଦିନ ବିତି ଚାଲିଛି ବର୍ତମାନ ସମୟ ରେ ପାଖା ପାଖି ଆଦିତ୍ୟ.ଙ୍କ ମୃତ୍ୟୁ କୁ 5 ମାସ ପୁରି ସାରିଛି । ଏବଂ ଏହାକୁ ନେଇ କ୍ରାଇମ୍ ବ୍ରାଞ୍ଚ ବି ନିଜର ତଦନ୍ତ ଜାରୀ ରଖିଛି । ସେହି ବର୍ତମାନ ସମୟ ରେ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ଗୋଟିଏ ପଟେ ବିଦ୍ୟାଶ୍ରୀ ରହିଛନ୍ତି । ସେମିତି ରେ ବିଦ୍ୟାଶ୍ରୀ ଙ୍କର କୈଣସି ବି କଥା ରେ ତାଳ ମେଳ ରହୁ ନ ଥିଲା । ସେହିଥି ପାଇଁ ପ୍ରତକ୍ଷ୍ୟ ରେ ହେଉ ବା ପରକ୍ଷ୍ୟ ରେ ଏବେ ଚିନ୍ମଇ କୁ ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ରେ ଯୋଡିତ କରା ଯାଉଛି, ଏହି ଦିନରେ ଏହି କେସ୍ ଟି ସଂମ୍ପର୍ଣ୍ଣ ଭାବେ ସେଷ ହୋଇ ନ ଥିବା ବେଳେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆଦିତ୍ୟ ଦାସ୍ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କ ବିଭିନ୍ନ ଭିଡ଼ିଓ ମାନ ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ବେଳେ ପୁଣି ଥରେ ଏହି ଦିନ ରେ ଗୋଟିଏ ଭିଡ଼ିଓ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛ ,aditya das

ଯେଉଁ ଥିରେ ସେ କହିଛନ୍ତି କି ବିଦ୍ୟାଶ୍ରୀ ଙ୍କ ସସୁର ଘର ଲୋକ ମାନେ ବିଦ୍ୟାଶ୍ରୀ ଙ୍କୁ ଏକାଠୀ ରବିବା ପାଇଁ ମନା କରିଛନ୍ତି , ଏବଂ ଏଠାରେ ଶାଶୁ ତାଙ୍କୁ ସୁବାସିସ୍ ସଡଙ୍ଗୀ ଙ୍କ ନାମ ଯେଉଁ କେସ୍ ରହିଛି ତାହାକୁ ଉଇଡ୍ର କରିବା ପାଇଁ କହି ଥିଲେ ଏବଂ ଯେତେ ବେଳେ ବିଦ୍ୟାଶ୍ରୀ ନ ସୁଣିଲେ ତେବେ ଏମିତି ଗୋଟିଏ ଷ୍ଟେପ୍ ନେଇ ତାଙ୍କର ଶାଶୁ ବୋଲି ଜଣା ପଡିଛି , ଏଠାରେ ବିଦ୍ୟାଶ୍ରୀ କହିଛନ୍ତି କି ସେ କୈଣସି ବି ପରିସ୍ଥିତି ରେ ଏମିତି କରିବେ ନାହିଁ ବରଂ ସେ ଜାଣିବା ପାଇଁ ଚାହାଁନ୍ତି କି ଏହା ପଛରେ ଅସଲ ପ୍ରେସର କିଏ ପକାଉଛି ଏବଂ ସେ ନିଜକୁ ନିଦ୍ଦୋଶ ବୋଲି ପ୍ରମାଣିତ କରିବା ପାଇଁ ଚାହାଁନ୍ତି , ସେହିଥି ପାଇଁ ଏମିତି ଗୋଟିଏ ନିସ୍ପତି ନେଇ ଥିବାର ସେ ସେହି ଭିଡ଼ିଓ ରେ କହିଛନ୍ତି ,aditya

ସେହି ପରି ବନ୍ଧୁଗଣ ସେ ଏହି ବିଷୟ ରେ କହିବା ପାଇଁ ଚାହିଁଛନ୍ତି କି ଯେଉଁ ପରି ଭାବେ ଲୋକ ମାନଙ୍କ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ପ୍ରତି ଭଲ ପାଇବା ରହିଛି ତାହା କେବଳ ଲୋକ ଦେଖାଣିଆ ବୋଲି ଏବଂ ଏଠାରେ ସେ କହିଛନ୍ତି କି ଏହି ବୁ କୁ ନେଇ ଏକ ଗୃପ୍ ଖୋଲି ଥିଲେ ବିଦ୍ୟାଶ୍ରୀ ଯେଉଁ ଥିଲେ ଯେଉଁ ମାନେ ସପୋର୍ଟ କରିବେ ସେମାନେ ସେହି ଯୋଡି ହେବେ ହେଲେ ଏବେ ଯାଏ 30 ଜଣ ବି ହୋଇ ନାହାଁନ୍ତି ବୋଲି ସେ କହିଛନ୍ତି ତେବେ ଏଠାରେ ଲୋକ ମାନଙ୍କ ଭଲ ପାଇବା କେତେ ବଡ ବୋଲି ଜଣା ପଡୁଛି ସେ କହିଛନ୍ତି , ଏହାକୁ ନେଇ ଆପଣଙ୍କ ମତ କଣ ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *