ଝିଅର କେଉଁ ଅଙ୍ଗକୁ ଛୁଇଁଲେ ତାକୁ ଅଧିକ ମଜା ଆସେ ?

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାହା ସହିତ କ୍ଲୋଜ୍ ରହିଛନ୍ତି ଆପଣ ମାନେ ଏହି ସବୁ କାର୍ଯ୍ୟ ତାହା ସହିତ କରି ପାରିବେ , ଏବଂ ଏହା ଛଡା ଆପଣ ମାନେ ଅଲଗା ଝିଅ ସହିତ ନୁହେଁ , ସେହି ପରି ବୃଦ୍ଧ ଲୋକ , ଅନ୍ୟ ର ଘରେ ବା ପବ୍ଲିକ୍ ସାମ୍ନା ରେ କରନ୍ତୁ ନାହିଁ , ସେମିତି ରେ ଆପଣ ମାନଙ୍କ ପାର୍ଟନର ଆପଣଙ୍କୁ ଏହି ସବୁ କରିବାକୁ କିଛି ବି ସାଇନ୍ ରେ ମନା କରୁଛି ତେବେ ଆପଣ ତା ସହିତ ଜବର୍ଦୋସ୍ତି କରନ୍ତୁ ନାହିଁ । ଏହିଥି ପାଇଁ ଆପଣଙ୍କ ପାର୍ଟନର ଙ୍କ ସହିତ ଆପଣଙ୍କ କମ୍ୟୁନିକେସନ ରହିବା ନିହାତି ଜରୁରୀ ଅଟେ ସେହିଥି ପାଇଁ ପାର୍ଟନର ସହିତ ଆପଣ ଜାହା ବି କରୁଛନ୍ତି ଆପଣ ମାନେ ତାଙ୍କୁ ଥରେ ପଚାରି ନିଅନ୍ତୁ , ସେମିତି ରେ ଆପଣଙ୍କ ତା ସହିତ ନୂଆ କରି ସଂମ୍ପର୍କ ଆରମ୍ଭ ହୋଇଛି ତେବେ ପ୍ରଥମେ ସେହି ବିଷୟରେ କଥା ହେବାକୁ ଚେଷ୍ଟା କରନ୍ତୁ ।love

ତାକୁ ପଚାରନ୍ତୁ ତା ସହିତ ଆପଣ କଣ କରିଲେ ଭଲ ଲାଗେ ସେମିତି ରେ ଅଧିକାଶଂ ପୁଅ ମାନଙ୍କୁ ମହିଳା ମାନେ ସ୍ପର୍ଶ କରିଲେ ସେମାନେ ଲାଜ କରନ୍ତି ହେଲେ ଝିଅ ମାନେ ସବୁ ବେଳେ ଏହା ଚାହାଁନ୍ତି କି ନିଜର ପୁରୁଷ ସାଥି ତାଙ୍କୁ ସ୍ପର୍ଶ କରୁ ବୋଲି , ସେମିତି ରେ ଆପଣଙ୍କ ପାର୍ଟନର ଆପଣଙ୍କ ସହିତ ଖୋଲା ଖୋଲି ଭାବେ ମିଶୁ ନାହିଁ ତେବେ ଆପଣ ତାଙ୍କୁ ଖୋଲା ହେବା ପାଇଁ ସୁବିଧା ଦିଅନ୍ତୁ , ସେମିତି ରେ ଆପଣ ମାନେ ଆରମ୍ଭ ରୁ ପାର୍ଟନର ଙ୍କ ମୁଣ୍ଡ ର ବାଳ କୁ ଆପଣ ସାଉଁଣେଇବା ପାଇଁ ଆରମ୍ଭ କରିବେ ତେବେ ତାଙ୍କୁ ବହୁତ ଭଲ ଲାଗେ ସେ ପୁଅ ହେଉ ବା ଝିଅ ଅଧିକାଶଂ ଲୋକ ମାନଙ୍କୁ ଏମିତି କରିଲେ ବହୁତ ଭଲ ଲାଗେ ତାକୁ ଲାଗେ ଆପଣ ତାଙ୍କୁ ଯେମିତି କେୟାର କରୁଛନ୍ତି ,loves

ସେହି ପରି ଦୁଇ ରେ ଜାହା ଆସୁଛି ଝିଅ ମାନଙ୍କ ହାତ ଅଧିକାଶଂ ଝିଅ ମାନଙ୍କ ହାତ କୁ ଯଦି ସେମାନଙ୍କ ବୟଫ୍ରେଣ୍ଡ ଦି ଦେଇ ଥାଏ ତେବେ ନିଶ୍ଚିତ ଭାବେ ଝିଅ ମାନଙ୍କୁ ବହୁତ ଭଲ ଲାଗେ ତେବେ ସେମିତି ରେ ଆପଣ ମାନେ ବି ଚେଷ୍ଟା କରି ପାରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *