ଏହି ଉପାୟ ଦ୍ୱାରା କେବଳ ୧ ଦିନରେ ଆପଣଙ୍କ ଫଟା ଗୋଇଠି ଠିକ ହୋଇଯିବ |

phata

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଫୋଟା ଗୋଇଣ୍ଠୀ କୁ ଆରମ୍ ପାଇବା ର ସବୁଠୁ ସରଳ ଉପାୟ ବିଷୟ ରେ ସେମିତି ରେ ବନ୍ଧୁଗଣ ଆମେ ମାନେ ଅଧିକାଶଂ ସମୟ ରେ ଆମ ଶରୀର ର ଯତ୍ନ ନେଉ ନେଉ ଆମେ ଆମ ମାନଙ୍କ ପାଦ କଥା ସଂମ୍ପର୍ଣ୍ଣ ଭାବେ ଭୁଲି ଜାଇ ଥାନ୍ତି , ଆମ ପାଦ ସବୁ ବେଳେ ତଳେ ଲାଗି ରହି ଥିବା କାରଣ ରୁ ସେହି ଥିରେ ସବୁ ବେଳେ ଡ୍ରାଇନେସ୍ ଦେଖିବା ପାଇଁ ମିଳେ ଜାହା ଫଳ ରେ ଆମର ଗୋଇଣ୍ଠୀ ଫାଇଟିବା ଭଳି ସମସ୍ୟା ଆମ ମାନଙ୍କୁ ଦେଖିବା ପାଇଁ ମିଳେ ଏବଂ ଥଣ୍ଡା ପବନ , ମାଟି ପାଣି ଏବଂ ଅଧିକାଶମଂ ସମୟ ରେ ଆମେ ମାନେ ଖୋଲା ପାଦ ରେ ଚାଲିବା ଦ୍ୱାରା ଆମ ମାନଙ୍କ ପାଦ ଅଧିକ ପରିମାଣ ରେ ଫାଟି ଜାଇ ଥାଏ ।gau

ସେମିତି ରେ ଆସନ୍ତୁ ଏହି ସବୁ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ କଣ ରହିଛି ଆମ ପାଖରେ ଉପାୟ ଆପଣ ମାନଙ୍କୁ ଜଣେଇ ଦେବୁ , ଏହିଥି ପାଇଁ ଆପଣ ମାନଙ୍କୁ ଆବଶ୍ୟକ ପଡିବ ଏକ ମହମ ବତୀ ଏହା ଆମ ଗୋଇଁଣ୍ଠୀ କୁ ସୋଫ୍ଟ ବନେଇ ଥାଏ ରକ୍ତ ବାହାରିବା ଏବଂ ଫଟା ଆଦି ସମସ୍ୟା ରୁ ବଞ୍ଚାଇ ଥାଏ , ତେବେ ଏହା ପାଇଁ ଆପଣ ମାନେ ପ୍ରଥମେ ଏକ ମହମ ବତୀ ନେଇ ସେହି ଥିରୁ ଛେଲି ଦୁଇ ଚାମଚପାଖା ପାଖି ମହମ ବାହାର କରନ୍ତୁ । ଏବଂ ପରେ ଆପଣ ମାନେ ସେହି ଥିରେ ଷୋରିଷ ତେଲ ର ବ୍ୟବହାର କରନ୍ତୁ ,ggg

ସେହି ଥିରେ ଆପଣ ଦୁଇ ଚାମଚ ଷୋରିଷ ତେଲ ମିଶାନ୍ତୁ ଏବଂ ପରେ ଆପଣ ମାନେ ସେହି ମହମ ରୁ ହ୍ଲାକା ଭାବେ ଗରମ କରନ୍ତୁ ଜାହା ଫଳରେ ଏହା ସଂମ୍ପର୍ଣ୍ଣ ଭାବେ ଲିକ୍ୟୁଇଡ୍ ରେ ପରିଣତ ହୋଇ ଯିବ। ଏବଂ ଏବେ ଆପଣ ମାନଙ୍କ କ୍ରିମ୍ ପ୍ରସ୍ତୁତ ହୋଇ ଗଲା ହେଲେ ଆପଣ ମାନେ ଏହାକୁ ଲଗେଇବା ପୂର୍ବ ରୁ ନିଶ୍ଚିତ ଭାବେ ନଜର ପାଦ କୁ ଆପଣ ମାନେ ଗରମ ପାଣି ରେ ସଫା କରି ନିଅନ୍ତୁ ଏବଂ ପରେ ଆପଣ ମାନେ ଯେତେ ବେଳେ ରାତି ରେ ଶୋଇବା ପାଇଁ ଯାଉଛନ୍ତି ସେହି ସମୟ ରେ ଆପଣ ମାନେ ଏହାକୁ ଲଗାନ୍ତୁ ,ଦେଖିବେ ଆପଣ ମାନଙ୍କ ପାଦ କିଛି ସମୟ ମଧ୍ୟରେ ସୋଫ୍ଟ ହୋଇ ଯିବ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *