ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଙ୍ଗଲ ସୂତ୍ର ଏବଂ ସିନ୍ଦୁର ନେଇ କରି ଆସିଲେ ଏବଂ ଶ୍ରେଣୀ ଗୃହ ରେ ବିବାହ କରିଲେ ଏହି ଦିନ ରେ ବନ୍ଧୁଗଣ ଏମିତି ଗୋଟିଏ ଭିଡ଼ିଓ ଦେଖିବା ପାଇଁ ମିଳିଛି ଏହି ଦୃଶ୍ୟ ରେ କ୍ଲାସ୍ ରୁମ୍ ରେ ମଙ୍ଗଳ ସୂତ୍ର ପିନ୍ଧାଇ ନାବାଳିକା କୁ ବିବାହ କରୁ ଥିବାର ଯୁବକ ଦେଖିବା ପାଇଁ ମିଳିଛନ୍ତି , ଏବଂ ଏହି ଭିଡ଼ିଓ ଏବେ ହେଲା ଭାଇରଲ ଏବଂ ଏହା ପରେ ପରେ ଛାତ୍ର ଛାତ୍ରୀ ସହିତ ଜାହା ହୋଇ ଗଲା ଏବଂ ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ,କଲେଜ୍ ରେ ଏକ ପୁଅ ଏବଂ ଝିଅ କ୍ଲାସ୍ ରୁମ୍ ରେ ମଙ୍ଗଳ ସୂତ୍ର ପିନ୍ଧାଇ ବିବାର କରିବାର ଦୃଶ୍ୟ ଏହି ଥିରେ ଦେଖିବା ପାଇଁ ମିଳିଛି ,
ତେବେ ଏହି ଭିଡ଼ିଓ ଟି କେଉଁ ଅଞ୍ଚଳ ର ଏବଂ ଏହା କେବେ ସୁଟିଂ ହୋଇ ଥିଲା ଏହି ପ୍ରଶ୍ନ ସମସ୍ତ ଙ୍କ ମନ ରେ ଉଙ୍କି ମାରି ଥିଲା ସେଷ ରେ ସାମ୍ନା କୁ ଆସିଛି ଭାଇରଲ ଭିଡ଼ିଓ ର ସତ୍ୟତା । ଏହି ଭିଡ଼ିଓ ଟି ଆନ୍ଦ୍ର ପ୍ରଦେଶ ର ରାଜକାନ୍ଦରୀ ମୁଣ୍ଡା ରୁ ଭାଇରଲ ହୋଇ ଥିଲା ରାଜ ମହେନ୍ଦ୍ର ବରଣ ସରକାରୀ ଜୁନିଅୟ କଲେଜ୍ ର କ୍ଲାସ୍ ରୁମ୍ ରେ ହୋଇ ଥିଲା ଏହି ବାଲ୍ୟ ବିହାହ ଏମାନେ ବର୍ତମାନ ସମୟ ରେ +2 ରେ ପଢୁ ଥିବା ବେଳେ ଏମାନଙ୍କ ବୟସ ପାଖା ପାଖି 17 ବର୍ଷ ବୋଲି ଜଣା ପଡିଛି , ଏହି ମାମଲା କୁ ନେଇ ବାଲ୍ୟ ବିବାହ 2006 ଆଇନ୍ କୁ ନେଇ ପୋଲିସ୍ ମାମଲା ରୁଜୁ କରିଛି ।
ତେବେ ଏହି ଘଟଣା ଟି ଗତ ଶୁକ୍ରବାର ଦିନ ହୋଇ ଥିବା ବେଳେ କ୍ଲାସ୍ ରୁମ୍ ରେ ସେ ମଙ୍ଗଳ ସୂତ୍ର ପିନ୍ଧାଇ ସହିତ କ୍ଲାସ୍ ରୁମ୍ ରେ ସିନ୍ଦୁର ଦେଇ ବିବାହ କରି ଥିଲେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।