ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦେଖେଇବା ପାଇଁ ଚାହିଁବୁ କି ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କର ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ତାଙ୍କ ଶାଶୁ ଘରେ କେମିତି ଲକ୍ଷ୍ମୀ ପୂଜା ପାଳନ କରିଲେ , ସେମିତି ରେ ଆପଣ ମାନେ ଜାଣିଥିବେ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କର ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ଝଗଡା ହୋଇ ଜାଇଛି , ଏବଂ ଏହି ଝଗଡା ଏତେ ମାତ୍ରା ରେ ବଢି ଜାଇଛି କି ବର୍ତମାନ ସମୟ ରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଛାଡପତ୍ର ନେବେ ବୋଲି ଅଢଇ ବସିଛନ୍ତି , ଏବଂ ସେମାନେ ଏହି ଦିନ ରେ କୋର୍ଟ ର ଦ୍ୱାରସ୍ଥ ବି ହୋଇଛନ୍ତି , ଓଲିଉଡ ର କୁଇନ୍ କୁହା ଯାଉ ଥିବା ବର୍ଷା ପ୍ରିୟଦର୍ଶନୀ ଭିଡ଼ିଓ ସବୁ କୁ ଲୋକ ମାନେ ପସନ୍ଦ କରିବା ସହିତ ସୋସିଆଲ ମିଡ଼ିୁଆ ରେ ଭାଇରଲ ମଧ୍ୟ କରୁଛନ୍ତି ଏବଂ ଏବେ ଯେଉଁ ଭିଡ଼ିଓ ଭାଇରଲ ହୋଇଛି ତାହା ବର୍ଷା ପ୍ରିୟଦର୍ଶନୀ ଏହି ଦିନ ର ଲକ୍ଷ୍ମୀ ପୂଜା କରିବାର ଭିଡ଼ିଓ ଅଟେ ।
ଯେଉଁଠାରେ ବର୍ଷା ପୂଜା ଅର୍ଚ୍ଚନା କରିବା ପରେ ଗରିବ ଏବଂ ଅସହାୟ ଲୋକ ମାନଙ୍କୁ ଖାଦ୍ୟ ଦେବା ସହିତ ସେ ଲୋକ ମାନଙ୍କ ଆଖିରେ ଜଣେ ମହାନ୍ ସମାଜ ସେବିକା ପାଲଟି ଜାଇଛନ୍ତି । ଏମିତି ରେ ଏହି ଦିନ ରେ ଆପଣ ମାନେ ଦେଖି ଥିବେ କି ସେ କେମିତି ଭାବେ ସୋସିଆଲ ମିଡ଼ିଆ ରେ ଲୋକ ମାନଙ୍କୁ ସାହାଯ୍ୟ କରୁ ଥିଲେ ଏବଂ ନିଜର ସ୍ୱାମୀ ଙ୍କ ପାଇଁ ବି ଏବେ ପୂଜା କରିବାର ଦେଖିବା ପାଇଁ ମିଳିଛନ୍ତି, ମାର୍ଗଶୀର ମାସ ର ଲକ୍ଷ୍ମୀ ପୂଜା ର ଭିଡ଼ିଓ ଅଟେ ଜାହାକୁ ବର୍ଷା ପ୍ରିୟଦର୍ଶନୀ ବହୁତ ଭଲ ଭାବେ ପାଳନ କରିଛନ୍ତି , ଘରେ ପୂଜା ଅର୍ଚ୍ଚନା ମଧ୍ୟ କରିଛନ୍ତି ,
ସେମିତି ରେ ତାଙ୍କ ବିବାଦ ବିଷୟ ରେ କହିବା ତେବେ ବର୍ତମାନ ସମୟ ରେ ସୁପ୍ରୀମ୍ କୋର୍ଟ ନିର୍ଦେଶ ଅନୁସାରେ ସେମାନଙ୍କୁ ବର୍ତମାନ ସମୟ ରେ ବୁଝାମଣା କରିବା ପାଇଁ କୁହା ଜାଇ ଥିବା ବେଳେ ବର୍ତମାନ ସମୟ ରେ ସେମାନଙ୍କ ଝଗଡା ବଢି ରହି ଥିବାର ସୂଚନା ରହିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।