ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମାଜ ରେ ବିବାହ କୁ ଲୋକ ମାନେ ଏକ ପବିତ୍ର ବନ୍ଧନ ଭାବେ ପରିଚତ କରିଛନ୍ତି ଏବଂ ଏହା ସଂମ୍ପର୍ଣ୍ଣ ସତ୍ୟ କଥା ମଧ୍ୟ ଯେଉଁ ଠାରେ ଦୁଇଟି ଆତ୍ମାର ମିଳନ ହୋଇ ଥାଏ ହେଲେ ଆଜିର ଯୁବ ପୀଢି ମାନେ ଏହି କଥା ର ମୂଲ୍ୟ ରଖୁ ନାହାଁନ୍ତି ସେମାନେ ବିବାହ ଆଗରୁ ଏମିତି କିଛି କାମ କରୁଛନ୍ତି ଜାହା ସମାଜ ପାଇଁ କଳଙ୍କ ସୃଷ୍ଟି କରୁଛି ଏବଂ କେତେକ କ୍ଷେତ୍ର ରେ ଏମାନେ ବିବାହ ପୂର୍ବ ରୁ ହିଁ ଶାରୀରିକ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରୁଛନ୍ତି ଜାହା ଏହି ସମାଜ ପାଇଁ ବହୁତ ବଡ ଖରାପ କାର୍ଯ୍ୟ ଅଟେ କାରଣ ଏହି ସଂମ୍ପର୍କ ବିବାହ ପରେ ହିଁ ରଖା ଯାଏ ଏମିତି କରିଲେ ଏହାକୁ ଶୁଭ ବୋଲି ମନା ଯାଏ । କାରଣ ସେମାନେ ସେହି ସମୟରେ ସୁଖ ରେ ସୁଖୀ ଏବଂ ଯିଏ ଜାହାର ଦୁଖଃ ରେ ଦୁଃଖୀ ହୋଇ ଥାନ୍ତି ।
ଏବଂ ବିବାହ ପରେ ଦମ୍ପତୀ ଙ୍କ ମନ ରେ ଏକ ପ୍ରକାରର ଉହ୍ଲାସ ସୃଷ୍ଟି କରି ଥାଏ ବିବାହ କୁ ନେଇ ସମସ୍ତ ପୁଅ ଏବଂ ଝିଅ ମାନେ ଅଲଗା ଅଲଗା ସ୍ୱପ୍ନ ଦେଖି ଥାନ୍ତି କୁହା ଯାଏ ବିବାହ ଜନ୍ମ ଜନ୍ମ ର ବନ୍ଧନ ଜାହା ସ୍ୱର୍ଗ ରେ ସ୍ଥିତ ହୋଇ ଥାଏ । ଏକ ଭଲ ସଂମ୍ପର୍କ ବଜେଇ ରଖିବା ପାଇଁ ହେଲେ ଦୁହିଁଙ୍କ ମଧ୍ୟ ରେ ନୈତିକାତା ବଜେଇ ରଖିବା ପାଇଁ ପଡେ ପ୍ରଥମେ ପରସ୍ପର ପ୍ରତି ବିଶ୍ୱାସ ହୋଇ ପାରିଲେ ଏହି ସଂମ୍ପର୍କ ମଜବୁତ୍ ହେବ ବିବାହ ପରେ ନାରୀ ମାନେ ଲାଜ କରନ୍ତି ଶାରିରୀକ ସଂମ୍ପର୍କ ରଖିବା ପାଇଁ ଏବଂ ସେହିଥି ପାଇଁ ସେମାନେ ଦାମ୍ପତ୍ୟ ସୁଖ ଭାଜନ କରିବାରେ ସନ୍ତୁଷ୍ଟ ହୋଇ ପାରି ନ ଥାନ୍ତି ,
ସେମିକି ରେ ଦେଖିବା ପାଇଁ ଗଲେ ବିବାହ 18 ବର୍ଷ ବୟସ ରେ ହିଁ ହୋଇ ଜାଇ ଥାଏ ଏବଂ ସେହି ସମୟରେ ମହିଳା ମାନେ ଶାରୀରିକ ସଂମ୍ପର୍କ ରଖିବା ପାଇଁ ଲାଜ କରନ୍ତି ହେଲେ ସେମାନେ ନିଜର ପିଲା ଜନ୍ମ ହେବା ପରେ ନିଜ ପିଲା ଅଧିକ ଯତ୍ନ ନିଅନ୍ତି , ଏବଂ ସେମାନେ ସେତେ ବେଳେ ଦାମ୍ପତ୍ୟ ଜିବନ କୁ ଅସଲ ରେ ଅନୁଭବ କରନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।