ମାଡି ଆସୁଛି ଭୟଙ୍କର ବାତ୍ୟା ପ୍ରବଳ ବର୍ଷା ହେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣି ପାଗ ବିଭାଗ ପକ୍ଷ ରୁ ଆଉ କିଛି ନୂଆ ରିପୋର୍ଟ ଜାରି ହୋଇଛି ବାତ୍ୟା ବୁରେଭୀ କୁ ନେଇ ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ପୁଣି ଗୋଟିଏ ବାତ୍ୟା ର ଆଗମନ ହେଉଛି ଜାହାର ନାମ ବୁରେଭୀ ରହିଛି ତେବେ ସଂମ୍ପର୍ଣ୍ଣ ଆପଡେଟ୍ ଜାଣିବା କେଉଁ ଜିଲ୍ଲା ମାନଙ୍କୁ ରହିବ ପ୍ରବଳ ରୁ ପ୍ରବଳ ମାତ୍ରା ରେ ବର୍ଷା ଆଶଂକା ରହିଛି , ବୋଙ୍ଗପ ସାଗର ରେ ସୃଷ୍ଟି ଏହି ସାମୁଦ୍ରିକ ଝଡ ବାତ୍ୟା ବୁରେଭୀ ଆଜି ମାନେ ଡିସେମ୍ବର 4 ତାରିଖ ରେ ତାମିଲ୍ ନାଡୁ ଉପକୂଳ ରେ ପ୍ରେବଶ କରିବ ବୋଲି ସୂଚନା ରହିଛି ,ଏହାର ପ୍ରଭାବ ରେ ଲଘୁଚାପ ର ରୂପ ନେଇ ପାରେ ଶ୍ରଲଙ୍କା ଏବଂ ଦକ୍ଷିଣ ଭାରତ ଛୁଇଁବା ପୂର୍ବ ରୁ ସାଇକ୍ଲୋନିକ୍ ଷ୍ଟ୍ରମ୍ ହୋଇ ପାରେ ତେବେ ବନ୍ଧୁଗଣ ଏହି ବିଷୟ ରେ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଅପଡେଟ୍ କଣ ରହିଛି ।batya

ତେବେ ବନ୍ଧୁଗଣ ଆସୁ ଥିବା ଲଘୁଚାପ କ୍ରମଶଃ ପଶ୍ଚିମ ଦିଗ ରେ ଗତି କରି ଅଧିକ ଘନି ଭୂତ ହୋଇ ପାରେ ଡିସେମ୍ବର 4 ତାରିଖ ଦିନ ପଢୁଚେରୀ ଉପକୂଳ ଦେଇ ଅବପାତ ରୂପେ ରେ ଅତିକ୍ରମ କରିବାର ଥିଲା ଏହା ର ଅତିକ୍ରମ ଧିର ହୋଇ ଜାଇ ଥିବାରୁ ଏହା ଗଭୀର ଅବପାତ ର ରୂପ ନେଇଛି ବୋଲି ପାଣି ପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ରହିଛି । ସେମିତି ରେ ଏହା ଡିସେମ୍ବର 3 ତାରିଖ ରେ ଶ୍ରୀ ଲଙ୍କା ଉପକୂଳ ଅତି କ୍ରମ କରି ଏହା ପଶ୍ଚିମ ଦିଗ ରେ ଗଚି କରିବ ଗଲ୍ଫ ଅଫ୍ ମାନାର୍ ଏବଂ ଏହା ନିକଟ ବର୍ତି କୋମରିନ୍ ଅଞ୍ଚଳ ରେ କେନ୍ଦ୍ରୀଭୂତ ହୋଇ ସାରିଛିrain

ଭାରତ ମହାସାଗର ର ଉତ୍ତର ରେ ଚଳିତ ବର୍ଷ ସୃଷ୍ଟି ହୋଇ ଥିବା ଘୂର୍ଣ୍ଣିଂ ବାତ୍ୟା ମଧ୍ୟରୁ ନିଭାର ଥିଲା ଚତୁର୍ଥ ହେଲେ ଏହା ପୂର୍ବ ରୁ ଯେଉଁ ସବୁ ବାତ୍ୟା ସୃଷ୍ଟି ହୋଇ ଥିଲା ତାହା ମହାରାଷ୍ଟ୍ର ଆଡକୁ ଗତି କରି ଥିବା ବେଳେ ଏଠାରେ ସୃଷ୍ଟି ହୋଇ ଥିବା ଆମ୍ଫାନ୍ ଭୂ ଭାଗ କୁ ପ୍ରବେଶ କରି ବ୍ୟାପକ କ୍ଷେୟ କ୍ଷେତି ବି କରି ଥିଲା ଏବଂ ଏବେ ବୁରେଭୀ ବି କେମିତି ଭାବେ କ୍ଷେତି କରିବ ସେହି ବିଷୟ ରେ ଜଣା ପଡି ନାହିଁ ତଥାପି ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆ ସରିଛି କି ଏହି ପରିସ୍ଥିତି କୋଣ୍ଟ୍ରଲ କୁ ଆସିବା ଯାଏ କେହି ସମୁଦ୍ର କୁ ଜାଇ ପାରିବେ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *