ଭାଇରାଲ ହେଉଛି ଅନୁଭବ ଓ ଜାଗୃତିଙ୍କ ଏହି ଭିଡିଓ । ନିଶ୍ଚୟ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କାଲି ଠାରୁ ଭାଇରଲ ହେବାରେ ଲାଗିଛି ଅନୁଭବ ଏବଂ ଜାଗ୍ରୁତି ଶୁକ୍ଳା ଙ୍କ ଫୋଟ ତେବେ ବନ୍ଧୁଗଣ ଆପଣ ମାନେ ଯଦି ଜାଣିବା ପାଇଁ ଚାହାଁନ୍ତି କି କଣ ପାଇଁ ଅନୁଭବ ଏବଂ ଜାଗ୍ରୁତି ଶୁକ୍ଳା ଙ୍କ ଫୋଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ତେବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାଣି ପାରିବେ , ଆପଣ ମାନେ ଜାଣି ଥିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ବିବାଦ ଲାଗି ରହିଛି ଏହି ଝଗଡା ଏତେ ମାତ୍ରା ରେ ବର୍ତମାନ ସମୟ ରେ ବଢି ଜାଇଛି ସେମାନେ ବର୍ତମାନ ସମୟ ରେ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି , ଏବଂ ଏମାନେ ଦୁହେଁ ବର୍ତମାନ ସମୟ ରେ ଚାଡ ପତ୍ର ନେବାକୁ ଚାହୁଁଛନ୍ତି ,jugrti

ଏବଂ ଏମାନଙ୍କ କେସ୍ ବର୍ତମାନ ସମୟ ରେ କୋର୍ଟ ରେ ବିଚାର ଧୀନ ରହିଛି ତେବେ ଏଠାରେ ବର୍ଷା ପ୍ରିୟଦର୍ଶନୀ କହିଛନ୍ତି କି ଅନୁଭବ ମହାନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ ବାହାରେ ବହୁତ ଝିଅ ମାନଙ୍କ ସହିତ ସଂମ୍ପର୍କ ରେ ରହିଛନ୍ତି, ହେଲେ ଏହି କଥା ର ସତ୍ୟତା କିଛି ବି ଜଣା ପଡି ନ ଥିବା ବେଳେ ଗତ କାଲି ଅନୁଭବ ମହାନ୍ତି କିଛି ଫୋଟ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଯେଉଁ ଥିରେ ଅନୁଭବ ଏବଂ ଜାଗ୍ରୁତି ଶୁକ୍ଳା ଏବଂ ଅନୁଭବ ଙ୍କ ଓକିଲ ଅଶ୍ୱନୀ ଦୁବେ ଙ୍କ ସହିତ ଜାଗ୍ରୁତି ଶୁକ୍ଳା ରହି ଥିବା ବେଳେ ସେ ଅଶ୍ୱନୀ ଦୁବେ ଙ୍କୁ ତାଙ୍କର ଜନ୍ମ ଦିନ ପାଇଁ ଶୁବେଚ୍ଚା ଜଣେଇଛନ୍ତି ,anubhavs

ଜାହା ପରେ ସେ ଚର୍ଚ୍ଚା ରେ ରହିଛନ୍ତି ଏବଂ ଏହି ସବୁ ର ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି , ଏଠାରେ ଅନୁଭବ ଏବଂ ଜାଗ୍ରୁତି ଶୁକ୍ଳା ଙ୍କ ମଧ୍ୟରେ ସଂମ୍ପର୍କ ରହି ଥିବାର ଫେନ୍ସ ମାନେ କହି ଥିବାର ଦେଖିବା ପାଇଁ ମିଶିଛନ୍ତି ତେବେ ଆପଣ ମାନଙ୍କୁ କଣ ଲାଗୁଛି ଏହି ଥିରେ କି ଏମାନଙ୍କ ମଧ୍ୟ ରେ କଣ ସତ ରେ ସଂମ୍ପକ୍କ ରହିଛି କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *