ବଡ଼ ଖବର – ଭାଇରାଲ ହେଲା ଆଦିତ୍ୟ ଦାସଙ୍କ ଚକୁଳି ପିଠା ଭିଡ଼ିଓ , ଦେଖିଲେ ଆପଣଙ୍କ ହୋସ ଉଡିଯିବ !

aditya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ଆଜି 3 ମାସ ପୂରଣ ହେବାକୁ ଜାଉଛି, ହେଲେ ତାଙ୍କର ଫେନ୍ସ ମାନେ ଏବେ ବି ତାଙ୍କୁ ଏବଂ ତାଙ୍କର ମୋଟିବେସନ କୁ ବହୁତ ପରିମାଣ ରେ ପସନ୍ଦ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ସାରା ଓଡ଼ିଶା ଜାଣି ଥିବା ବେଳେ ତାଙ୍କର ମୃତ୍ୟୁ ରେ ଲୋକ ମାନେ ଅତିଷ୍ଟ ହୋଇ ଥିଲେ । ସେମିତି ରେ ତାଙ୍କର ସଂମ୍ପର୍ଣ୍ଣ କାହାଣୀ ବିଷୟ ରେ କହିବା ପାଇଁ ଗଲେ ସେ ଟ୍ରେନ୍ ଲାଇନ୍ ରେ ମୃତ୍ୟୁ ବରଣ କରି ନ ଥିଲେ ସେ କୁଆଡେ ପଳେଇ ଜାଇ ଥିଲେ ଏବଂ ତାଙ୍କର ଫେରିବାର ଫୋଟ ଏବେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।aditya

ହେଲେ ଏହା କେତେ ଦୂର ସତ ଏବଂ କେତେ ଦୂର ମିଛ ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ , ଏବଂ ଆପଣ ମାନେ ଆଦିତ୍ୟ ଦାସ୍ ଙ୍କୁ ଭଲ ପାଉ ଥିଲେ ଏବଂ ଆପଣ ମାନଙ୍କ ହୃଦୟ ରେ ବି ବର୍ତମାନ ସମୟ ରେ ଆଦିତ୍ୟ ଦାସ୍ ରହିଛନ୍ତି ତେବେ ନିହାତି ଭାବେ ଆପଣ ମାନେ ପୋଷ୍ଟ କୁ ସେୟାର କରିବେ । ଦେଖିବା ପାଇଁ ଗଲେ ଦୁଇ ମାସ ହେଲା ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହୋଇଛି । ହେଲେ କିଛି ଫୋଟ ଗୁଡି୍କ ସୋସିଆଲ ମିଡ଼ିଆ ରେ ତାଙ୍କର ଭାଇରଲ ହେଉ ଥିବା ବେଳେ ତାଙ୍କର କିଛି ଟିକ୍ ଟକ୍ ଭିଡ଼ିଓ ବି ଏବେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଯେଉଁ ଗୁଡିକ ରେ ସେ ଲୋକ ମାନଙ୍କୁ ଜିବନ କୁ ନେଇ ମୋଟିଭେଟ୍ କରୁ ଥିବା ବେଳେ ସଂସାର ରେ ପ୍ରେମ ଏବଂ ଜିବନ ମୃତ୍ୟୁ ର ରହସ୍ୟ ବିଷୟ ରେ ବୁଝାଉଛନ୍ତି ।aditya das

ସେମିତି ବେଳେ ବେଳେ ଏହି ଦିନ ରେ ଆଉ ଗୋଟିଏ ବି ଭିଡ଼ିଓ ବନ୍ଧୁଗଣ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ଆଦିତ୍ୟ ଦାସ୍ ଏବଂ ତାଙ୍କର ପତ୍ନୀ ବିଦ୍ୟାଶ୍ରୀ ଦେଖା ଜାଉ ଥିବା ବେଳେ ଆଦିତ୍ୟ ଦାସ୍ ନିଜେ ନିଜ ହାତରେ ଚକୁଳି ପିଠା କରୁ ଥିବାର ଦୃଶ୍ୟ ମାନ ହେଉଛନ୍ତି ଏବଂ ସେ ବିଦ୍ୟାଶ୍ରୀ କୁ ନିଜ ହାତରେ ଖୁଆଇ ଦେଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ତେବେ ଏମିତି କ୍ଷେତ୍ର ରେ ଏହି ଭିଡ଼ିଓ କୁ ଲୋକ ମାନଙ୍କ ବହୁତ ଲାଇକ୍ ମିଳୁ ଥିବା ବେଳେ ସେମାନେ ସେହି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ପୁଣି ଥରେ ଖୋଜୁଛନ୍ତି ବୋଲି କହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *