ଶକ୍ତିଶାଳୀ ହେଉଛି ବାତ୍ୟା ବୁରେଭି ସ୍ଥଳଭାଗ କେବେ ଛୁଇଁବ ଦେଖନ୍ତୁ |

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣି ପାଗ ବିଭାଗ ପକ୍ଷ୍ୟ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି ଜାହାକୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ରଖିବା ଦରକାର ସେମିତି ରେ ଆପଣ ମାନେ ଜାଣିଛନ୍ତି ଗୋଟିଏ ପରେ ଗୋଟିଏ ବାତ୍ୟା ବର୍ତମାନ ସମୟରେ ଲାଗି ରହି ଥିବା ବେଳେ ଏହି ବାତ୍ୟା ଓଡିଶା ପ୍ରତି କଣ ରହିବ ତା ସହିତ ବିଶେସଜ୍ଞ୍ୟ ଙ୍କ ମତ ରେ ବାତ୍ୟା ନିଭାର୍ ଲୋକ ମାନଙ୍କ ମନ ରୁ ନିଭି ନ ଥିବା ବେଳେ ପୁଣି ଗୋଟିଏ ସାମୁଦ୍ରିକ ଝଡ ସ୍ଥଳ ଭାଗ କୁ ମାଜୁ ଆସୁଛି ,ବୋଙ୍ଗପସାଗର ରେ ସୃଷ୍ଟି ହୋଇ ଥିବା ବାତ୍ୟା ଏବେ ବିରେଭୀ ର ରୂପ ନେଇଛି ଆଜି ସଂନ୍ଧ୍ୟା କିମ୍ଭା ରାତି ରେ ବୁରେଭୀ ଶ୍ରୀ ଲଙ୍କା ଉପକୂଳ ଦେଇ ଗତି କରିବ ଏହି ସମୟ ରେ ଘଣ୍ଟା ପ୍ରତି 80 ରୁ 90 କିଲୋମିଟର ପବନ ର ବେଗ ରହିବ ।batya

ଏହାର ପ୍ରଭାବ ରେ ଲଘୁଚାପ ର ରୂପ ନେଇ ପାରେ ଶ୍ରଲଙ୍କା ଏବଂ ଦକ୍ଷିଣ ଭାରତ ଛୁଇଁବା ପୂର୍ବ ରୁ ସାଇକ୍ଲୋନିକ୍ ଷ୍ଟ୍ରମ୍ ହୋଇ ପାରେ ତେବେ ବନ୍ଧୁଗଣ ଏହି ବିଷୟ ରେ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଅପଡେଟ୍ କଣ ରହିଛି । ତେବେ ବନ୍ଧୁଗଣ ଆସୁ ଥିବା ଲଘୁଚାପ କ୍ରମଶଃ ପଶ୍ଚିମ ଦିଗ ରେ ଗତି କରି ଅଧିକ ଘନି ଭୂତ ହୋଇ ପାରେ ଡିସେମ୍ବର 2 ତାରିଖ ଦିନ ପଢୁଚେରୀ ଉପକୂଳ ଦେଇ ଅବପାତ ରୂପେ ରେ ଅତିକ୍ରମ କରିବାର ଥିଲା ଏହା ର ଅତିକ୍ରମ ଧିର ହୋଇ ଜାଇ ଥିବାରୁ ଏହା ଗଭୀର ଅବପାତ ର ରୂପ ନେଇଛି ବୋଲି ପାଣି ପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ରହିଛି ।burevi

ସେମିତି ରେ ଏହା ଡିସେମ୍ବର 3 ତାରିଖ ରେ ଶ୍ରୀ ଲଙ୍କା ଉପକୂଳ ଅତି କ୍ରମ କରି ଏହା ପଶ୍ଚିମ ଦିଗ ରେ ଗଚି କରିବ ଗଲ୍ଫ ଅଫ୍ ମାନାର୍ ଏବଂ ଏହା ନିକଟ ବର୍ତି କୋମରିନ୍ ଅଞ୍ଚଳ ରେ କେନ୍ଦ୍ରୀଭୂତ ହେବ ଏବଂ ଏହା ସହିତ ଡିସେମ୍ବର 4 ତାରିଖ ରେ ଏହା କନ୍ୟା କୁମାରୀ ଏବଂ ପମବାନ ଅଞ୍ଚଳ ରେ ଲେଣ୍ଟ ଫଲ କରିବ ବୋଲି ବିଶେଷଜ୍ଞ୍ୟ ମାନେ କହିଛନ୍ତି । କିଛି ଦିନ ପୂର୍ବ ରୁ ବାତ୍ୟା ନିଭାର ତାମିଲ ନାଡୁ ଏବଂ ପଢୁଚେରୀ ଅତି କ୍ରମ କରି ଥିବା ବେଳେ ଏହି ଦ୍ୱତୀୟ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *