କରୋନା ଟୀକା ପାଇଁ ଏମିତି ରେଜିଷ୍ଟ୍ରେସନ କରିବାକୁ ପଡିବ |

tika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କି କେଉଁ ପରି ଭାବେ ଏବେ କୋରନା ମହାମାରୀ ଲାଗି ରହିଛି , ଏବଂ ଆପଣ ମାନେ ଏବଂ ଆମେ ମାନେ କେବଳ ଅପେକ୍ଷା କରିଛେ କି କେବେ ଭେକ୍ସିନ୍ ଆସିବ ବୋଲି ତେେ ଆପଣ ମାନଙ୍କ ପାଇଁ ବନ୍ଧୁଗଣ ବହୁତ ଖୁସୀ ର ଖବର ରହିଛି କି ବର୍ତମାନ ସମୟ ରେ ଭେକ୍ସିନ୍ ଆସି ସାରିଛି ଏବଂ ଏହା ଗୋଟିଏ ମାସ କି ଦୁଇ ମାସ ମଧ୍ୟରେ ଦେବା ଆରମ୍ଭ ହୋଇ ଯିବ ଏବଂ ସେହିଥି ପାଇଁ ଆପଣ ମାନଙ୍କୁ ରେଜିଷ୍ଟସନ କରିବା ପାଇଁ ପଡିବ ହଁ ବନ୍ଧୁଗଣ ଏହି କଥୈ ଆମେ କହୁନୁ ବରଂ ବଡ ବଡ ମିଡିଆ ରିପୋର୍ଟ କହୁଛି ଏବଂ ଏଠାରେ ଆପଣ ମାନେ ଏହିଥି ପାଇଁ ରେଜିଷ୍ଟେସନ କରିବା ପାଇଁ ପଡିବ ।co

ଏବଂ ସେହିଥି ପାଇଁ ଆପଣ ମାନଙ୍କର ଆଧାର କାର୍ଡ ନିହାତି ରହି ଥିବା ଆବଶ୍ୟକ ଅଟେ ଏବଂ ତାହା ସହିତ ରିପୋର୍ଟ ଜାହା ରହିଛି 17 ବର୍ଷ ରୁ କମ୍ ବୟସ ର ଲୋକ ମାନଙ୍କୁ ଦିଆ ଯିବ ନାହିଁ ଏବଂ ଏହିଥି ପାଇଁ ଆପଣ ମାନଙ୍କୁ ପଞ୍ଚିକରଣ ବି କରିବା ପାଇଁ ପଡିବ ଏବଂ ତାହା ପାଇଁ ଆପଣ ମାନଙ୍କୁ ଗୋଟିଏ ଆପ୍ଲିକେସନ ର ଜାଉନଲୋର୍ଡ କରିବା ପାଇଁ ପଡିବ ଜାହାର ନାମ Co WIN ଜାହା ବର୍ତମାନ ସମୟ ରେ ଅଫିସିଆଲ ଭାବେ ଲଞ୍ଚ ହୋଇ ନାହିଁ ହେଲେ ଆପଣ ମାନେ ସେହି ଥିରେ ଜାଇ ନିଶ୍ଚିତ ଭାବେ ରେଜିଷ୍ଟେସନ କରି ପାରିବେ ,tika

ତେବେ ଏଠାରେ ପୁଣି ଥରେ କହିବୁ କି ଆପଣ ମାନଙ୍କ ପାଇଁ ବଡ ଖବର କି ବର୍ତମାନ ସମୟ ରେ ଭେକ୍ସନ୍ ପ୍ରସ୍ତୁତ ହୋଇ ସାରିଛି ଏବଂ ଏହାକୁ ଦେବାର ପ୍ରସେସ୍ କେବଳ ରହିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *