ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବିବାହ ଋତୁ ହୋଇ ଥିବା ବେଳେ ଏହି ଦିନ ରେ କ୍ରମଶଃ ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି ସେମିତି ରେ ଏହି ଦିନ ରେ ସୁନା ଏବଂ ରୂପା ଦର ପୂର୍ବ ରୁ ଅଧିକ ରୁ ଯଥେଷ୍ଟ୍ର ହ୍ରାସ ପାଇଛି ତେବେ ଆଜିର ନୂଆ ରେଟ୍ କେତେ ରହିଛି ଜାହାକୁ ପ୍ରତି 10 ଗ୍ରାମ୍ ପିଛା 400 ଟଙ୍କା ସସ୍ତା ହୋଇଛି ବୋଲି ସୂଚନା ରହିଛି ତେବେ ଆସନ୍ତୁ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ଆପଡେଟ୍ ଜାଣି ନେବା । ବନ୍ଧୁଗଣ ଭାରତ ରେ ଗତ ପାଞ୍ଚ ଦିନ ହେବ ସୁନା ଦର କମି ଚାଲିଛି ଭାରତୀୟ ବୁଲିୟନ ଏବଂ ଜୁୟଲେରୀ ସଙ୍ଘ ପକ୍ଷ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜିର ସକାଳ ସୁଧା 24 କେରେଟ ସୁନା ର 10 ଗ୍ରାମ୍ ପିଛା 400 ଚଙ୍କା କମ୍ ହୋଇ ଜାଇଛି ଜାହା କି ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 48920 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ।
ସେହି ପରି 22 କରେଟ୍ ର ଦର ରେ 47460 ଟଙ୍କା ଦେଖିବା ପାଇଁ ମିଳିଛି ଏବଂ ଏହା ଗତ କାଲି ର ତୁଳନା ରେ 300 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 5903 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 180 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58020 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।
ସେହି ପରି ମୁମ୍ବାଇ 22 କେରେଟ୍ ସୁନା ର ଦାମ୍ 46484 ଟଙ୍କା ରହି ଥିବା ଜଣା ପଡିଛି ସେହି ପରି ଏହି ଦିନ ରେ ସୁନା ଦର ଆଉନ୍ସ ପିଛା 2000 ଡଲାର କମି ଜାଇ ଥିବା ବେଳେ ତେବେ ଏକ ଆଇନ୍ସ ମାନେ 18.40 ଗ୍ରାମ୍ ଅଟେ ଏହାର ପ୍ରଭାବ ପାଇଁ ଭାରତୀୟ ବଜାର ରେ ସୁନା ଦର ଖିସିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।