ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ପୁଣି ଜଣେଇବୁ ଏକ ଦୁଖଃ ଖବର ଆଜି ପୁଣି ଥରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଚ୍ରୀ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବିଜୟ ଚିତ୍ରା ଙ୍କର ଙ୍କର ମୃତ୍ୟୁ ହୋଇ ଜାଇଛି ଜାହା ସୂଚନା ରହିଛି ଆଜି ସକାଳେ ବିଜୟ ଚିତ୍ରା ଫାସୀ ଲଗେଇ ଆତ୍ମହତ୍ୟା କରିଛନ୍ତି , ବିଗତ ଦିନ ମାନଙ୍କ ରେ ବିଜୟ ଚିତ୍ରା ନିଜର ଭାବି ସ୍ୱାମୀ ଙ୍କ ସହିତ ଚେନ୍ନାଇ ରେ ରହୁ ଥିଲେ ଗତ କାଲି ଯେତେ ବେଳେ ସୁଟିଂ ସାରି ଘର କୁ ଫରି ଥିଲେ ତେବେ ସେହି ସମୟ ରେ ସେ ବହୁତ ଡିଫରେସନ ରେ ରହି ଥିବାର ଦେଖିବା ପାଇଁ ମିଳି ଥିଲେ ଏବଂ ଏହି କଥା ନିଜେ ତାଙ୍କର ଭାବି ସ୍ୱାମୀ କଗିଛନ୍ତି ।
ଘରକୁ ଆସିବା ପରେ ସେ ବାଥରୁମ୍ କୁ ଜାଇ ଥିଲେ ଏମିତି ବହୁତ ସମୟ ବିତି ଗଲା ପରେ ତାଙ୍କର ଭାବି ସ୍ୱାମୀ ଚିନ୍ତା ରେ ପଡି ଜାଇ ତିଲେ ଏବଂ ହୋଟେଲ୍ କର୍ମଚାରୀ ମାନଙ୍କୁ ଡକେଇ କରି ବାଥରୁମ୍ ର ଡୋର ଖୋଲିଲେ ସେହି ସମୟ ରେ ବିଜୟ ଚିତ୍ରା ଙ୍କର ଝୁଲନ୍ତା ଭାବେ ମୃତ ଦେହ ଦେଖିବା ପାଇଁ ପାଇ ଥିଲେ , ସେମିତି ରେ ବିଜୟ ଚିତ୍ରା ଆସନ୍ତା ବର୍ଷ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥାନ୍ତେ ।
ଏହି ନିକଟ ରେ ତାଙ୍କର ନିର୍ବନ୍ଧ ସରି ଜାଇ ଥିଲା ବିଜୟ ଚିତ୍ରା କାହିଁକି ଆତ୍ମହତ୍ୟା କରିଲେ ଚେନ୍ନାଇ ପୋଲିସ୍ ଏହାର ବର୍ତମାନ ସମୟ ରେ ତଦନ୍ତ କରୁଛି ଏବଂ ବର୍ତମାନ ସମୟ ରେ ବନ୍ଧୁଗଣ ଲୋକ ପ୍ରିୟ ଅଭିନେତ୍ରୀ ବିଜୟ ଚିତ୍ରା ଙ୍କ ମୃତ୍ୟୁ ରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ସୋକ ରେ ଛାୟା ଖେଳି ଜାଇଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।