ଗୁରୁଚାପ ବଳୟ ପ୍ରଭାବ ଆଜି ୮ଟି ଜିଲ୍ଲାରେ ବର୍ଷା | ଆପଣଙ୍କ ଜିଲ୍ଲା ବି ଥାଇପାରେ

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହଜି ଜାଇ ଥିବା ଶୀତ ପୁଣି ଥରେ ଫେରିଛି ଆଜି ଠାରୁ ତିନି ଦିନ ଯାଏ ଭିଷଣ ଥଣ୍ଡା ଚାରି ରୁ ଛଅ ଡୀଗ୍ରୀ କମିବ ପାରଦ ଏହା ସହିତ ଅନ୍ୟ ପଟେ ଏକ ଗୁରୁଚାପ ବଳୟ ରହିଛି ଜାହା ଫଳ ରେ କିଛି ସ୍ଥାନ ମାନଙ୍କ ରେ ହ୍ଲକା ରୁ ମଧ୍ୟମ ଧରଣ ର ବର୍ଷା ହେବାର ରହିଛି , ଏହା ସହିତ ତାଜା ପୂର୍ବାନୁମାନ ଅନୁସାରେ ହଜିଲା ଶୀତ ଏବେ ଫେରିବା ପାଇଁ ଯାଉଛି , ଖସିବ ପାରଦ ଏବଂ ବଢିବ ଥଣ୍ଡା ଏବଂ ପ୍ରାୟ ତିନି ରୁ ଚାରି ଦିନ ଧରି ଥରାଇବ ସାରା ଓଡିଶା କୁ ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ୍ ଜାଣିବା ହେଲେ ତା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ,cold

ଉପକୂଳ ଠାରୁ ଆଭ୍ୟନ୍ତରଣୀ ଅଞ୍ଚଳ ରେ ଥଣ୍ଡା ର ପ୍ରୋକପ ଅଧିକ ପରିମାଣ ରେ ରହିବ ଭାରତୀୟ ପାଣି ପାଗ ମହା ନିର୍ଦେଶକ ମୁର୍ତ୍ୟଞୟ ମହାପାତ୍ର ଙ୍କ ଆକଳନ ହେଲା ଚଳିତ ବର୍ଷ ଉତ୍ତର ଭାରତ ରେ ଭିଷଣ ଥଣ୍ଡା ଜାରି ରହିଛି , ଦିନେ ଦୁଇ ଦିନ ମଧ୍ୟ ରେ ପ୍ରଭାବିତ ଥଣ୍ଡା ପବନ ଉତ୍ତର ଭାରତ ରୁ ବହିବ , ଆଜି ରାତି ରୁ ଥଣ୍ଡା ବଢୁ ଥିବାରୁ ଦାରିଙ୍ଗ୍ ବାଡି ରେ ଏବଂ କେତେକ ଅଞ୍ଚଳ ରେ 8 ରୁ 9 ଡୀଗ୍ରୀ ରହି ଥିବ ଏବଂ ଆଜି ଢେଙ୍କାନାଳ , ବୈଦ୍ଧ ଏବଂ କଟକ ଆଦି ଜିଲ୍ଲା ରେ କୁହୁଡୀ ର ପ୍ରଭାବ ଅଧିକ ବଢିବ ଏହା ସହିତ ଏହି ଜିଲ୍ଲା ମାନଙ୍କ ରେ ହ୍ଲକା ରୁ ମଧ୍ୟମ ଧରଣ ର ବର୍ଷା ରହିଛି ବୋଲି ସୂଚନା ରହିଛି ,rain

କୃଷି ପାଣିପାଗ ବିଶାରତ , ସୁରେନ୍ଦ୍ର ନାଥ୍ ପଶୁ ପାଳକ କହିଛନ୍ତି , ଲମ୍ବା ବ୍ୟବଧାନ ପରେ ଗୁରୁବାର ଦିନ ରାତି ରୁ ଓଡ଼ିଶା ରେ କ୍ରମଃଶ ଶୀତ ବଢିବ 18 ତାରିଖ ରୁ 20 ତାରିଖ ମଧ୍ୟ ରେ ଉପକୂଳ ଓଡ଼ିଶା ରେ ଶର୍ବ ନିମ୍ନ ତାପମାତ୍ରା ବର୍ତମାନ ତୁଳନା ରେ 4 ଡୀଗ୍ରୀ କମି ପାରେ ବୋଲି ସେ କହିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *