ବିବାହ ବନ୍ଧନରେ ବାନ୍ଧି ହେଲେ କୁଆଁରୀ ବୋହୂ ସିରିଏଲ କବିତା ଅପା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ମାନଙ୍କ ରେ ବହୁତ ଏମିତି ଅଭିନେତ୍ରୀ ମାନଙ୍କ ବିବାହ ହୋଇ ଥିବାର ଆପଣ ମାନେ ଦେଖିବା ପାଇଁ ପାଉ ଥିବେ ତେବେ ଏହି ଦିନ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ କୁଆଁରୀ ବୋହୁ ରେ କବିତା ଅପା ଚରିତ୍ର ରେ ଅଭିନୟ କରୁ ଥିବା ଲୋକ ପ୍ରିୟ ଅଭିନେତ୍ରୀ ସୋନାଲୀ ଓଝା ଗତ କାଲି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ସେ ନିଜର ବାସ୍ୟ ବନ୍ଧୁ ରାଶେସ୍ ଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବ ରେ ଓଲିଉଡ ଜଗତ ଏବଂ ଓଡିଆ ସିରିଏଲ ଜଗତ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେଇ ଥିଲେ ଦିର୍ଘ ଦିନ ଯାଏ ସୋନାଲୀ ଓଝା ଏବଂ ରାଜେଶ୍ ଙ୍କ ମଧ୍ୟ ରେ ପ୍ରେମ ସଂମ୍ପର୍କ ରହି ଥିଲା ,bahu

ସେମିତି ରେ ଏହି ଦୁଇ ଯୋଡି ଙ୍କର କିଛି ମାସ ପୂର୍ବ ରୁ ଘୋରଇ ମତ ରେ ନିର୍ବନ୍ଧ ଦେଶ ହୋଇ ଥିବା ବେଳେ ସେମାନଙ୍କ ବିବାହ କୋରନା ଜନିତ ଅସୁବିଧା ପାଇଁ ହୋଇ ପାରୁ ନ ଥିବା ବେଳେ , ଏବେ ଗାଇଡ୍ ଲାଇନ୍ ଖୋଲିବା ପରେ ପରେ ରାଜେଶ୍ ଏବଂ ସୋନାଲୀ ଓଝା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ସେମିତି ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ କୁଆଁରୀ ବୋହୁ ରେ କବିତା ଅପା ଚରିତ୍ର ରେ ଅଭିନୟ କରୁ ଥିବା ଲୋକ ପ୍ରିୟ ଅଭିନେତ୍ରୀ ସୋନାଲୀ ଓଝା ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି ।bahu

ଏହା ପୂର୍ବ ସୋନାଲୀ ଓଝା ଅନେକ ଗୁଡିଏ ଆଲବମ୍ ଏବଂ ଫିଲ୍ମ ରେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ଏବଂ ବିବାହ କରିବା ପରେ ବି ସେ କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରିବେ ବୋଲି କହିଛନ୍ତି , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ କୁଆଁରୀ ବୋହୁ ରେ କବିତା ଅପା ଚରିତ୍ର ରେ ଅଭିନୟ କରୁ ଥିବା ଲୋକ ପ୍ରିୟ ଅଭିନେତ୍ରୀ ସୋନାଲୀ ଓଝା ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *