ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସଲମାନ ଖାନ୍ କୋରନା ଭାଇରସ ପାଇଁ ପୂର୍ବ କିଛି ମାସ କୁ ହିଁ ପାଲୱାନ ରେ ସ୍ଥିତ ଫାର୍ମ ହାଉସ୍ ରେ ରହୁ ଥିଲେ ସେହି ସମୟ ରେ ତାଙ୍କ ସହିତ ଜାକଲିନ୍ ଫର୍ନାଣ୍ଡିସ୍ ବି ରହି ଥିଲେ ଏବଂ ଏହି ଫାର୍ମହାଉସ୍ ରେ ସେମାନେ ତେରେ ବିନା ଗୀତ ର ସୁଟିଂ ବି କରି ଥିଲେ ଏବଂ କିଛି ଦିନ ପରେ ଜାକଲିନ୍ ଫର୍ନାଣ୍ଡିସ୍ ସଲମାନ ଖାନ୍ ଙ୍କ ଫାର୍ମ ହାଉସ୍ କୁ ଛାଡି ଦେଇ ଥିଲେ ସେ ପୁଣି ଫେରୁ ମୁମ୍ବାଇ ଆସି ଥିଲେ ଜାକଲିନ୍ ଫର୍ନାଣ୍ଡିସ୍ ମୁମ୍ବାଇ ରେ ରହୁ ଥିବା ଜଣେ ସାଙ୍ଗ ସହିତ କଥା ହେଲେ ଏବଂ ସେହି ସମୟ ରେ ତାଙ୍କୁ ଲାଗି ଥିଲା କି ତାଙ୍କର ସାଙ୍ଗ ଡିଫରେସନ ଦେଇ ଗତି କରୁଛି ।
ଏବଂ ଏମିତି ବେଳେ ଜାକଲିନ୍ ଫର୍ନାଣ୍ଡିସ୍ ସଲମାନ ଖାନ୍ ଙ୍କ ଫାର୍ମ ହାଉସ୍ କୁ ଛାଡି ସେହି ସାଙ୍ଗ ପାଖକୁ ଫେରି ଥିଲେ ଏବଂ ଜାକଲିନ୍ ଫର୍ନାଣ୍ଡିସ୍ ଲକଡାଉନ୍ ମଧ୍ୟ ରେ ହିଁ ହିଁ ସେହି ସାଙ୍ଗ କୁ ଜାଇ ଦେଖା କରି ଥିଲେ ଏବଂ ଏହି ଠାରୁ ଏହା ସାବ୍ୟସ୍ତ ହେଲା କି ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିସ୍ ନିଜର ସଚ୍ଚ୍ଚା ସାଙ୍ଗ ର କର୍ତ୍ତବ୍ୟ କୁ ବହୁତ ଭଲ ଭାବେ ପାଳନ କରିଛନ୍ତି । ମିସ୍ ଇୟୁନିଭର୍ସ ରହି ସାରି ଥିବା ଜାକଲିନ୍ ଫର୍ନାଣ୍ଡିସ୍ ପ୍ରଥମେ ଟିଭି ରିପୋର୍ଟର ଭାବେ କାମ କରୁ ଥିଲେ ଏବଂ ସେ ସିଡିନୀ ବିଶ୍ୱ ବିଦ୍ୟାଳୟ ଜାକଲିନ୍ ଫର୍ନାଣ୍ଡିସ୍ ଙ୍କ ବାପା ଶ୍ରୀ ଲଙ୍କା ରେ ଜଣେ ସଙ୍ଗୀତ କାର ଥିଲେ ଏବଂ ତାଙ୍କ ମାଆ ଜଣେ ଇୟର ହଷ୍ଟେସ୍ ଥିଲେ
ଏବଂ ଜାକଲିନ୍ ଫର୍ନାଣ୍ଡିସ୍ 14 ବର୍ଷ ବୟସ ରେ ହିଁ ଟିଭି ସୋ ହୋଷ୍ଟ କରିବା ଆପମ୍ଭ କରି ଦେଇ ଥିଲେ ଏବଂ ତାଙ୍କୁ ଟିଭି ରିପୋର୍ଟ ର କରିବା ସମୟ ରେ ମୋଡେଲିଂ ପାଇଁ ବହୁତ ପ୍ରସ୍ତାବ ଆସି ଥିଲା ତାଙ୍କର ଅଭିନୟ କଥା କହିବା ତେବେ ସେ କିଛି ଦିନ ତଳେ ମିଶ୍ଟର ସିରିଏଲ କିଲ୍ଲର ରେ ହିଁ ନଜର ଆସି ଥିଲେ ଏବଂ ଜାକଲିନ୍ ଫର୍ନାଣ୍ଡିସ୍ ଆଗାମୀ ସମୟ ରେ ହାଲ୍ଲା ରେ ବି ନଜର ଆସିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।