ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଲୌକିକ ଭାବେ ମାଡି ଆସୁଛି ଏକ ବଡ ବିପଦ 465 ବର୍ଷ ପୂର୍ବ ହୋଇ ଥିଲା ଭବିଷ୍ୟ ବାଣୀ ତେବେ ଆସନ୍ତୁ ଜାଣି ନେବା କେଉଁ ବିପଦ ମାଡି ଆସୁଛି ଏହି ଦିନ ରେ ପୃଥିବୀ କୁ ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ପୁଣି ଥରେ କହି ଦେବାକୁ ଚାହିଁବୁ କି 465 ବର୍ଷ ପୂର୍ବେ ମାଇକେଲ ମଷ୍ଟେଡେମସ୍ ଙ୍କ ଦ୍ୱାରା କୁହା ଜାଇ ଥିବା କିଛି ଭବିଷ୍ୟବାଣୀ ଆଜି ବି ବିଷ୍ମିତ କରି ଥାଏ ତାଙ୍କ ଦ୍ୱାରା ରଚିତ ଲେଜ୍ ପ୍ରପଟିଜ୍ ନାମକ ଏକ ପ୍ରସ୍ତକ ରେ ପାଖା ପାଖି ସେ 6338 ଚି ଭବିଷ୍ୟବାଣୀ ଲେଖିଛନ୍ତି ଯେଉଁ ଥିରେ ବର୍ତମାନ ସମୟ ରେ 70 ପ୍ରତିଶତ ସତ ପ୍ରମାଣିତ ହୋଇଛି ଏବଂ ସେ ଆଗାମୀ ଭଭିଷ୍ୟବାଣୀ ଉପରେ ବାଖ୍ୟା କରିଛନ୍ତି ,
ତେବେ ବନ୍ଧୁଗଣ 2020 ରେ କାୟା ବିସ୍ତାର କରି ଥିବା ମହାମାରୀ କୋରନା ବିଷୟ ରେ ବି ସେ ଏହି ପୁସ୍ତକ ରେ ଉଲ୍ଳେକ କରି ଥିବା ବେଳେ ଏହା ବର୍ତମାନ ସମୟ ରେ ସତ୍ୟ ହୋଇଛି , ଏହା ସହିତ ସେ ଅନେକ ଅୈତିହାସିକ କଥା କୁ ନେଇ ବି ଏମିତି ଭାବେ ଭବିଷ୍ୟବାଣୀ କରିଛନ୍ତି , ସେମିତି ରେ ସେ 2021 କୁ ନେଇ କହିଛନ୍ତି କି ଋଷିଆ ର ଏକ ବୈଜ୍ଞ୍ୟାନିକ ଏମିତି ଗୋଟିଏ ଭାଇରସ ର ପ୍ରସ୍ତୁତ କରିବେ ଜାହା ମଣିଷ ଶରୀର କୁ ଭୟାନକ କରି ଦେବ ଏବଂ ଏହା ଧିରେ ଧିରେ ମଣିଷ ଜାତୀ ପାଇଁ ସର୍ବନାଶ ହେବ ଦୁନିଆଁ ର ଅନ୍ୟ ଘଟିବା ପୂର୍ବ ରୁ ଅକାଳ ,
ଭୂମିକମ୍ପ ଏବଂ ଅନେକ ପ୍ରକାରର ଅଜାଣା ରୋଗ ଏବଂ ମହାମାରୀ ର ଶୀକାର ହେବେ ଲୋକ ମାନେ ବୋଲି ସେ କହିଛନ୍ତି , ଏବଂ 2020 ରେ କାୟା ବିସ୍ତାର କରି ଥିବା କୋରନା ଏହାର ଆରମ୍ଭ ବୋଲି କୁହା ଜାଉଛି ତେବେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି ଏହାକୁ ନେଇ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।