ବଡ ଖବର – ଆଜିଠୁ ସାରା ଦେଶରେ 10ଟି ଭୟଙ୍କର ନୂଆ ନିୟମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ପ୍ରଥମ ବଡ ଖବର ଟି ହେଲା 4 ତାରିଖ ରେ ଲ୍ୟଣ୍ଡଫଳ କରି ପାରେ ଆଉ ଏକ ବାତ୍ୟା ବୁରେଭୀ ପ୍ରବଳ ବର୍ଷା ସମ୍ଭାବନା ବୋଙ୍ଗପସାଗର ରେ ସୃଷ୍ଟି ହୋଇ ଥିବା ବାତ୍ୟା ଏବେ ବିରେଭୀ ର ରୂପ ନେଇଛି ଆଜି ସଂନ୍ଧ୍ୟା କିମ୍ଭା ରାତି ରେ ବୁରେଭୀ ଶ୍ରୀ ଲଙ୍କା ଉପକୂଳ ଦେଇ ଗତି କରିବ ଏହି ସମୟ ରେ ଘଣ୍ଟା ପ୍ରତି 75 ରୁ 85 କିଲୋମିଟର ପବନ ର ବେଗ ରହିବ । ଏହାର ପ୍ରଭାବ ରେ ଲଘୁଚାପ ର ରୂପ ନେଇ ପାରେ ଶ୍ରଲଙ୍କା ଏବଂ ଦକ୍ଷିଣ ଭାରତ ଛୁଇଁବା ପୂର୍ବ ରୁ ସାଇକ୍ଲୋନିକ୍ ଷ୍ଟ୍ରମ୍ ହୋଇ ପାରେ ତେବେ ବନ୍ଧୁଗଣ ଏହି ବିଷୟ ରେ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଅପଡେଟ୍ କଣ ରହିଛି ।rain

ତେବେ ବନ୍ଧୁଗଣ ଆସୁ ଥିବା ଲଘୁଚାପ କ୍ରମଶଃ ପଶ୍ଚିମ ଦିଗ ରେ ଗତି କରି ଅଧିକ ଘନି ଭୂତ ହୋଇ ପାରେ ଡିସେମ୍ବର 2 ତାରିଖ ଦିନ ପଢୁଚେରୀ ଉପକୂଳ ଦେଇ ଅବପାତ ରୂପେ ରେ ଅତିକ୍ରମ କରିବାର ଥିଲା ହେଲେ ଏହାର ଲୋକେସନ ପରିବର୍ତନ ହୋଇଛି । ସେହବି ପରି ପରବର୍ତି ଖବର ଟି ହେଲା ଭାରତ ଅଶ୍ଚେଲିଆ ତୃତୀୟ ଦିନିକିଆ ଆଜି ଉଭୟ ଟିମ୍ ରେ ହେବ ପରିବର୍ତନ ଏବଂ ସମ୍ମାନ ବଚେଇଁବାକୁ ଟିମ୍ ଇଣ୍ଡିଆ ର ସେଷ ସୁଯୋଗ ଭାରତ ଏବଂ ଅଶ୍ଚେଲିଆ ମଧ୍ୟ ଆଜି ତୃତୀୟ ସିରିଜ୍ ହେବାକୁ ଜାଉ ଥିବା ବେଳେ ଏହି ମ୍ୟଚ୍ ଟି ଅଶ୍ଟେଲିଆ ର କାନବୋରା ରେ ଖେଳା ଯିବ ,tim

ସେମିତି ରେ ପୂବ ଦୁଇଟି ମ୍ୟଚ୍ ରୁ ପରାସ୍ତ ହୋଇ ଟିମ୍ ଇଣ୍ଡିଆ ନିଜର ସିରିଜ୍ ରୁ ବାହାରି ଜାି ଥିବା ବଳେ ଏହା ଜିତିବା ବହୁତ ଗୁରୁତ୍ୱ କାରଣ ନିଜର ସମ୍ମାନ ବଚେଇବା ପାଇଁ , ସେହି ପରି ପରବର୍ତି ଖବର ଟି ହେଲା କୋରନା ରେ ଆକ୍ରାନ୍ତ ହେଲେ ବଲିଉଡ ର ଅଭିନେତା ସନ୍ନି ଦେଓଲ୍ଲ ଏହି ନେଇ ହିମାଞ୍ଚଳ ପ୍ରଦେଶ ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି , ସନ୍ନି ଦେଓଲ୍ଲ କିଛି ଦିନ ହେଲା କୁଲ୍ଲୁର ରେ ରହି ଥିଲେ ଏବଂ ସେହି ଠାରେ ତାଙ୍କୁ ଆକ୍ରାନ୍ତ କରି ଥିବାର ଦେଖିବା ପାଇଁ ମିଳିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *