ଆତ୍ମହତ୍ୟା କରିଦେଲେ ଏହି ଅଭିନେତ୍ରୀ – ଚାରିଆଡେ ଶୋକର ଛାୟା

actr

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ପ୍ରଥମ ବଡ ଖବର ଟି ହେଲା ଏଣିକି ରାତି 8 ଟା ଯାଏ ଖୋଲିବ ବ୍ୟଙ୍କ୍ ଗ୍ରାହକ ଙ୍କୁ ମିଳିବ ଅନେକ ସୁବିଧା ଜନ ଧନ ଯୋଜନା ସହିତ ବହୁତ ସରକାରୀ ଯୋଜନା ରେ ଲାଭ ଉଠେଇ ପାରିବେ ଗ୍ରାହକ ଭୁବନେଶ୍ୱର ବ୍ୟଙ୍କ୍ ଅଫ୍ ଇଣ୍ଡିଆ ଗ୍ରାହକ ସେବା କେନ୍ଦ୍ର ଏହି ସୁବିଧା ଯୋଗେଇ ଦେବ ଆଜି ଭୁବନେଶ୍ୱର ରେ ଏହି ସେବା କେନ୍ଦ୍ର ଉଦ୍ଧଘାଟିତ ହୋଇଛି , ସେମିତି ରେ ବର୍ତମାନ ସମୟ ରେ ଗ୍ରାହକ ସେବା ଦିନ 4 ଟା ଯାଏ ଖୋଲା ରହୁ ଥିବା ବେଳେ ଏହାକୁ ଆଗାମୀ ସମୟ ରେ ରାତି 8 ଚା ଯାଏ ଖୋଲା ଯିବ ,bank

ସେହି ପରି ପରବର୍ତି ଖବର ଟି ହେଲା ଏଣିକି ସବୁ ଗ୍ରାମ ରେ ଉପଲ୍ବଧ ହେବ ୱାଇ ଫାଇ କେନ୍ଦ୍ର ଏବଂ ମାଗଣା ରେ ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା , ଏହି ନେଇ ଆଜି କେନ୍ଦ୍ର ସରକାର PM ବାଣି ନାମରେ ଏକ ଯୋଜନା ଆଣିବା ପାଇଁ ଯାଉଛନ୍ତି । ଏହି ଯୋଜନା ଅନୁସାରେ ସମସ୍ତ ଗ୍ରାମାଞ୍ଚଳ କୁ ମାଗଣା ରେ ଏହି ୱାଇ ଫାଇ କେନ୍ଦ୍ର ଯୋଗେଇ ଦିଆ ଯିବ , ତେବେ ପରବର୍ତି ଖବର ଟି ହେଲା ଅନ୍ନ ଦାତା ଙ୍କ ପାଇଁ ଛୁଟୁଛି ସମର୍ଥନ ର ସୁଅ ପୁରସ୍କାର ଗ୍ରହଣ ନ କରିବା ପାଇଁ ହାତ ଯୋଡି ମନା କରିଲେ କୃଷି ବୈଜ୍ଞ୍ୟାନିକ , ତେବେ ବର୍ତମାନ ସମୟ ରେ ଦେଶ ରେ ଚାଲି ଥିବା କୃଷକ ମାନଙ୍କ ଆନ୍ଦୋଳନ କୁ ଏବେ ଦେଶ ବିଦେଶ ରୁ ସୁଅ ଛୁଟି ଥିବାର ଦେଖିବା ପାଇଁ ମିଳିଛି , ବ୍ରେଟେନ୍ , କାନାଡା , ଆମେରିକା ଭଳି ଦେଶ ରୁ ବହୁତ ଲୋକ ମାନେ ଏହାକୁ ସମର୍ଥନ ଦେଖେଇଛନ୍ତି ।wifi

ତେବେ ପରବର୍ତୀ ଖବର ଟି ହେଲା ଭାରତରେ କେମିତି ଚାଳିଛି କୋରନା ଟୀକା କ ପ୍ରସ୍ତୁତି କାମ ସ୍ଥିତି ଦେଖିବା ପାଇଁ ଭାରତ ରେ ବିଶ୍ୱ ର 64 ଦେଶରେ ରାଷ୍ଚ୍ର ଦୂତ ଆସି ପହଁଚିଛନ୍ତି । ଆଜି ହାଇଦ୍ରାବାଦ୍ ଠାରେ ଏହି ରାଷ୍ଟ୍ର ଦୂତ ମାନେ ଆସି ପହଁଚିବା ସହିତ ସେମାନେ ସ୍ଥିତି ର ସମିକ୍ଷ୍ୟା କରିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *