ଏହାକୁ ଥରେ ସ୍ପ୍ରେ କରନ୍ତୁ,ବୁଢିଆଣୀ ଆପଣଙ୍କ ଘରର ରାସ୍ତା ଭୁଲିଯିବେ |

budhine

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବୁଢିଆଣୀ ବସା ପାଇଁ ଆନେକ ଲୋକ ମାନେ ଚିନ୍ତିତ ଏବଂ ଏହା ପ୍ରତ୍ୟୋକ ଘର ମାନଙ୍କରେ ଦେଖିବା ପାଇଁ ମିଳେ ଏବଂ ଆମ ହିନ୍ଧୁ ଧର୍ମରେ ବୁଢିଆଣୀ ବସା ଘରେ ରହିବା ବହୁତ କ୍ଷେତି କାରକ ଅଟେ , ଏବଂ ଏହି ପ୍ରକାରର କଥା ପୁରୁଣା ଲୋକ ମାନଙ୍କ ଠାରୁ ସୁଣିବା ପାଇଁ ମିଳେ ଆପଣ ମାନେ ଘର କୁ ବହୁତ ଭଲ ଭାବେ ସଜେଇ ଥାନ୍ତି ହେଲେ ଆପଣଙ୍କ ଘର ର କେଉଁ ସ୍ଥାନ ରେ ବି ଏମିତି କିଛି ହୋଇ ଥାଏ ତେବେ ଆପଣ ମାନଙ୍କ ଘର ଟିଅସୁନ୍ଦର ଦେଖା ଯାଏ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ବୁଢିଆଣୀ କୁ ଘରୁ ଦୂର କରିବା ପାଇଁ କିଛି ଉପାୟ ମାନ କହିବୁ , ତେବେ ଏହା ପାଇଁ ପ୍ରଥମେ ଆପଣ ମାନଙ୍କୁ ଏକ ଚାମଚ ଜର୍ଦା ର ଆବଶ୍ୟକତା ପଡିବ ଏବଂ ପରେ ଆପଣ ମାନଙ୍କୁ ଏକ ତାଟିଆ ପାଣିରେ ଭେଦିବା ପାଇଁ ପଡିବ ।bu

ଏବଂ କିଛି ସମୟ ରେ ସେହି ପାଣି ର ରଙ୍ଗ ପରିବର୍ତନ ହେବ ଏବଂ ପରେ ସେହି ଥିରେ ଜର୍ଦା ଛାଇ ସେହି ଥିରେ ଆପଣ ମାନେ ଦୁଇଟି ଲେମ୍ବୁ ଚିପୁଡି ଦିଅନ୍ତୁ , ଏବଂ ପରେ ଆପଣ ମାନେ ବନ୍ଧୁଗଣ ସେହି ପାଣି କୁ କୈଣସି ବି ସ୍ପ୍ରେ ବୋତଲ ରେ ଭରି କରି ରଖି ଦିଅନ୍ତୁ ଏଂ ପରେ ଆପଣ ମାନଙ୍କ ଘରେ ଯେଉଁ ସ୍ଥାନ ମାନଙ୍କ ରେ ଏହି ବୁଢିଆଣୀ ବସା ବାନ୍ଧିଛି ତେବେ ଆପଣ ମାନେ ସେହି ସ୍ଥାନ ରେ ନିଶ୍ଚିତ ଭାବେ ଛିଞ୍ଚି ଦେଲେ ଆପଣ ମାନଙ୍କ ଘରୁ ବୁଢିଆଣୀ ଛାଡି ପଳେଇବେ ,spar

ଏବଂ ପରେ ଆପଣ ମାନଙ୍କ ଘରେ ବୁଢିଆଣୀ ବସା ଭାଙ୍ଗିବା ପରେ ସେହି ପରି ପାଣିୁ ନେଇ ଗୋଟିଏ ଲେମ୍ବୁ ଚିପୁଡି ଦିଅନ୍ତୁ , ଏବଂ ପରେ ସେହି ପାଣି କୁ ଆପଣ ମାନେ ନିଜର କାନ୍ଥ ବାଡ ରେ ମାରି ଦିଅନ୍ତୁ ସ୍ପ୍ରେସ୍ ମାଧ୍ୟମ ରେ ତେବେ ଦେଖିବେ ଏହା ନିଶ୍ଚିତ ଭାବେ ସବୁ ଦିନ ପାଇଁ ଭଲ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *