ନୁଆ ଓଡିଆ ସିରିଏଲରେ ନଜର ଆସିବେ ସିଦ୍ଧାନ୍ତ । ଜାରି ହେଲା ଟ୍ରେଲର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଚଳଚିତ୍ର ଜଗତ ରେ ଅକ୍ଷୟ ପରିଜା ଏବଂ ଜି ସାର୍ଥକ୍ ର ପ୍ରୋଡକ୍ସନ ଉପଲକ୍ଷେ ଏକ ନୂଆ ଅଧ୍ୟୟ ସୃଷ୍ଟି କରିବା ପାଇଁ ଯାଉଛନ୍ତି ଏବଂ ପ୍ରଥଣ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିବିଶେଷ କୁ ନେଇ ଜି ସାର୍ଥକ ପ୍ରସାରିତକରିବା ପାଇଁ ଯାଉଛି ଏକ ନୂଆ ଓଡ଼ିଆ ଧାରବାହୀକ ଏହି ଧାରାବାହୀକ ର ନାମ ରହିଛି କେମିତି କହିବି କହ ଏହି ଥିରେ ପ୍ରମୁଖ ଭୂମିକା ରେ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଖିବା ପାଇଁ ପାଇବେ , ଏବଂ ତାଙ୍କ ବିପକ୍ଷ୍ୟ ରେ ନବାଗତ ନାୟିକା କହିଲେ ଚଳିବ ଜାହାଙ୍କ ନାମ ହେଲା ସୁପ୍ରିୟା ଏହା ସହିତ ଓଡ଼ିଆ ସିରିଏଲ ଜଗତ ର ଅନେକ କଳାକାର ମାନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ ଏଠାରେ ଦର୍ଶକ ମାନେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ଙ୍କୁ ଏକ ଧାରାବାହୀକ ରେ ଦେଖିବା ପାଇଁ ପାଇବେ ଓଡ଼ିଆ ସିନେମା ର ସୁପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣୀ ଏହି ମେଗାଧାରା ବାହୀକ କୁ ନିଦ୍ଧଶନା ଦେଉଛନ୍ତି ।shi

ଏହି ଥିରେ ସଂଙ୍ଗୀତ ଦେଇଛନ୍ତି ଲୋକ ପ୍ରିୟ ସଂଙ୍ଗୀତ ନିଦ୍ଧେଶକ ଗୁଡୁଲୀ ରଥ ଏବଂ କ୍ୟମେରା ପରିଚାଳନା ରେ ରହିଛନ୍ତି ସିତାଙ୍ଗସୁ ମହାପାତ୍ର ଏହା ଏକ ବ୍ୟୟ ବହୁଳ ମେଗା ଧାରାବାହୀକ ଏବଂ ପ୍ରଥମ ଥର ପାଇଁ ଏହାକୁ ହେଲିକୋପ୍ଚର ସାହାଯ୍ୟ ରେ ବ୍ୟବହାର କରା ଜାଇ ସୁଟିଂ କରା ଜାଇଛି କୋରନା ସଂଙ୍କ୍ରମଣ କାଳ ରେ ଯେତେ ବେଳେ ସମସ୍ତେ ଘରେ ରହିଛନ୍ତି ।rg

ସେହି ଘଡି ସନ୍ଧି ରେ ଏହି ପ୍ରକଳ୍ଲ ପ ପରିକଳ୍ପନା କରିଛନ୍ତି ଏବଂ ପ୍ରଥମ ଥର ପାଇଁ ସୁପ୍ରିୟା ଏହି ଥିରେ ରୋମାନ୍ସ କରିବା ପାଇଁ ଯାଉଛନ୍ତି ଓଲିଉଡ ସୁପର ଷ୍ଟାର ସିଦ୍ଧାନ୍ତ ଙ୍କ ସହିତ ସିଦ୍ଧାନ୍ତ ମାହାପାତ୍ର ଙ୍କ ଏହା ଦ୍ୱତୀୟ ଧାରାବାହୀକ ଅଟେ ଏବଂ ଏହି ଥିରେ ସେ ଗୋଟିଏ ରିଚ୍ ପରିବାର କୁ ବିଲଙ୍ଗ୍ କରୁଛନ୍ତି ସେହି ପରି ବେଳେ ସୁପ୍ରିୟା ଜଣେ ଗାଉଁଲୀ ଝିଅ ମାନେ ପରିଚିତ ରହିଛନ୍ତି , ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ଧାରାବାହୀକ କୁ ପସନ୍ଦ କରିବେ ବୋଲି ଜାହା ଆଶା ରହିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *