ବଡ଼ ଖବର-ଶ୍ରଦ୍ଧା କପୁରଙ୍କ ଏହି ୪ ଟି ଫିଲ୍ମ କୁ ଦେଖୁନାହାନ୍ତି ବାପା ଓ ମା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

sraddha kapoor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରଦ୍ଧା କୋପୁର ଙ୍କ ଏହି ଚୀରୋଟି ଫିଲ୍ମ କୁ କେବେ ବି ଦେଖିବା ପାଇଁ ଚାହାଁନ୍ତି ନାହିଁ ବାପା ଶକ୍ତି କୋପୁର ସେ ଏହାକୁ ଦେଖିବା ପାଇଁ ସବୁ ବେଳେ ଘୃଣା କରନ୍ତି ତେବେ ବନ୍ଧୁଗଣ ଏମିତି କଣ କରନ୍ତି ସେହି ବିଷୟରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ସେମିତି ରେ ଆପଣ ମାନେ ବଲିଉଡ ର ସବୁ କଳାକାର ମାନଙ୍କୁ ନିଶ୍ଟିତ ଭାବେ ଦେଖି ଥିବେ ବଲିଉଡ ରେ ଏହି କଳାକାର ମାନେ କୈଣସି ନା କୈଣସି କାରଣ ପାଇଁ ସେମାନେ ଚର୍ଚ୍ଚା ରେ ରହି ଥାନ୍ତି। ସେମିତି ରେ ଆଜି ଆପଣ ମାନଙ୍କ ସହିତ ଶ୍ରଦ୍ଧା କୋପୁର ଙ୍କ ବିଷୟ ରେ କଥା ହେବୁ କି ତାଙ୍କର କିଛି ଫିଲ୍ମ ଏମିତି ରହିଛି ଜାହା ପାଇଁ ତାଙ୍କୁ ବହୁତ ସମୟ ରେ ଲଜ୍ଜିତ ହେବାକୁ ପଡିଛି ,shraddha

ସେମିତି ରେ ଶକ୍ତି କୋପୁର ପୁନମ୍ ପାଣ୍ଡେ ଙ୍କ ସହିତ ବି ଗ୍ରେଡ୍ ଫିଲ୍ମ ରେ କାମ କରି ଥିଲେ , ଯେଉଁଥି ପାଇଁ ଶ୍ରଦ୍ଧା ଙ୍କୁ ଇଣ୍ଡଷ୍ଟ୍ରୀ ରେ ଲଜ୍ଜିତ ହେବାକୁ ପଡିଥିଲା । କେବଳ ଶ୍ରଦ୍ଧା ନୁହେଁ ବରଂ ଶକ୍ତି କୋପୁର ବି ଏମିତି କିଛି ଫିଲ୍ମ ଶ୍ରଦ୍ଧା ଙ୍କର ରହିଛି ଜାହାକୁ ଦେଖି ନାହାଁନ୍ତି , କାରଣ ସେହି ଫିଲ୍ମ ରେ ଶ୍ରଦ୍ଧା ଇଣ୍ଟିମେଣ୍ଟ ସିନ୍ ରଖିଛନ୍ତି , ଏବଂ ଜାହା ପାଇଁ ଶକ୍ତି କୁ ମଧ୍ୟ ଲଜ୍ଜିତ ହେବାକୁ ପଡିଛି , ତେବେ ଏହି ଲିଷ୍ଟ ରେ ପ୍ରଥମ ନମ୍ବର ରେ ରହିଛି ରକ୍ ଅନ୍ ଟୁ ଯେଉଁ ଥିରେ ଅଧିକ ପରିମାଣରେ ଇଣ୍ଟିମେଣ୍ଟ ସିନ୍ ଦେଇଛନ୍ତି , ସେହି ପରି ଦୁଇରେ ହାଫ୍ ଗାର୍ଲଫ୍ରେଣ୍ଡ ସେମିତି ରେ ଏହି ଥିରେ ଅର୍ଜୁନ କୋପୁର ଏବଂ ଶ୍ରଦ୍ଧା ଙ୍କ ପ୍ରେମ ସଂମ୍ପର୍କ କୁ ନେଇ ବହୁତ ଚର୍ଚ୍ଚା ରହି ଥିବା ବେଳେ ଏହି ଥିରେ ବହୁତ ଇଣ୍ଟିମେଣ୍ଟ ସିନ୍ ଦେଇଛନ୍ତି ,sraddha kapoor

ସେହି ପରି ଆମେ ଫିଲ୍ମ ଓକେ ଜାନୁ ବିଷୟ ରେ କହିବା ତେବେ ଏହି ଫିଲ୍ମ ରେ ବି ଶ୍ରଦ୍ଧା ଏବଂ ଆଦିତ୍ୟ ଙ୍କ ଲଭ୍ ଇଣ୍ଟିମେଣ୍ଟ ଅଧିକ ପରିମାଣ ରେ ରହି ଥିବା ହେତୁ ଏହାକୁ କେବେ ବି ଶକ୍ତି କୋପୁର ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *