ଆଜି ଏଠାରେ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଶାରିରୀକ ସମ୍ଵନ୍ଧ ରଖିବା ପୂର୍ବରୁ ଓ ପରେ କଣ ସବୁ ସାବଧାନତା ଅବଲମ୍ବନ କରିବା ଉଚିତ ନହେଲେ ଯୌନ ଶକ୍ତି ହ୍ରାସ ପାଇବ ସଙ୍ଗେ ସଙ୍ଗେ ଆମକୁ ଶାରୀରିକ ଦୁର୍ବଳତା ଦେଖାଯାଇଥାଏ।
୧.ପରିଶ୍ରା କରିବା:-ଶାରୀରିକ ସମ୍ପର୍କ ପରେ ପରିଶ୍ରା କରିବା ଉଚିତ ନୁହେଁ, ଉଭୟ ସ୍ତ୍ରୀ ଓ ପୁରୁଷ ପରିଶ୍ରା କରି ସାରିଶାରିରୀକ ସମ୍ପର୍କ ରଖିବା ଉଚିତ।ପେଟରେ ପରିଶ୍ରା ଥାଇ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା କିଡ୍ନୀ ଉପରେ ଅଧିକ ପ୍ରଭାବ ପଡିଥାଏ।ଜାହାଦ୍ୱାରା କିଡ୍ନୀ ଖରାଓ ହେବାର ସମ୍ବାବନା ଡେଖାଯାଏ।ପୁରୁଷମାନେ ବାର ବାର ଏପରି କରିବା ଦ୍ୱାରା ପୁରୁଷତ୍ୱ ହ୍ରାସ ଯୌନ ଶକ୍ତିରେ ଖୀଣତା ଭଳି ଅସୁବିଧା ଦେଖାଯାଇଥାଏ।
୨.ସଫା ଓ ସୁତରା:-ଶାରୀରିକ ସ-ମ୍ଵନ୍ଧ ରଖିବା ପୂର୍ବରୁ ଉଭୟ ପୁରୁଷ ଓ ମହିଳା ନିଜେ ନିଜର ଯୌନାଙ୍ଗ କୁ ଭଲ ଭାବରେ ପରିଷ୍କାର କରି ଧୋଇନେବା ସହିତ ଏହାକୁ ଭଲ ଭବାରେ ଦେଖି ନେବେ।ଯାହାଫଳରେ ସମ୍ବନ୍ଧ ରଖିବା କାରଣରୁ କୌଣସି ରୋଗ ହେବ ନାହିଁ।ଏହି ଅଙ୍ଗ ସବୁ ସଫା ନରହିଲେ ସେଠାରେ ସଂକ୍ରମଣ ଭଳି ସମସ୍ୟା ଦେଖାଯାଇଥାଏ।
୩.ଚୁମ୍ବନ:-ଆପଣ ଜାଣିଛନ୍ତିକ ଚୁମ୍ବନ କରିବା ଦ୍ୱରା ଆପଣଙ୍କ ମୁହଁରେ ଥିବା ବ୍ୟାକ୍ଟେରିଆ ଅନ୍ୟଜଣଙ୍କ ମୁହଁକୁ ସହଜରେ ପ୍ରବେଶ କରିଥାଏ।ଏହା ଦ୍ୱାରା ଚୁମ୍ବନ କରୁଥିବା ଲୋକ ପାଟିରେ ଥିବା କୋଟି କୋଟି ସଂଖ୍ୟାର ବ୍ୟାକ୍ଟେରିଆ ଆଉ ଜଣଙ୍କ ପେଟକୁ ଯାଇଥାଏ।ଉଭୟ ପୁରୁଷ ଓ ମହିଳା ଚୁମ୍ବନ କରିବା ପୂର୍ବରୁ ସେ ଦୁହେଁ ପରସ୍ପର ଭଲ ଭାବରେ ବ୍ରସ କରିବା ଉଚିତ।ଚୁମ୍ବନ କରୁଥିବା ପାଟି କିମ୍ବା ଓଠରେ ଯଦି କୌଣସି ପ୍ରକାରର ଘା ଆଦି ଅଛି ତାହେଲେ ଆପଣ ତାଙ୍କୁ ଚୁମ୍ବନ କରନ୍ତୁ ନାହିଁ।
୪.ଥଣ୍ଡା ପାନୀୟ:- ଉଭୟ ପୁରୁଷ ଓ ମହିଳା ଶାରୀରିକ ସ-ମ୍ଵନ୍ଧ ରଖିବାର ୨୦ ମିନିଟ ପର୍ୟ୍ଯନ୍ତ କୌଣସି ଥଣ୍ଡା ପାନୀୟର ବ୍ୟବହାର କରିବା ଉଚିତ ନୁହେଁ।ଶାରୀରିକ ସ-ମ୍ଵନ୍ଧ ରଖି ସାରିବା ପରେ ଶରୀରରେ ରକ୍ତ ପ୍ରବାହ ଦୃତ ଗତିରେ ଚାଲୁଥାଏ।ସେହି କାରଣରୁ କୌଣସି ବ୍ୟକ୍ତି ଥଣ୍ଡା ପାନୀୟ ପିବା କିମ୍ବା ଯୌ-ନାଙ୍ଗକୁ ଧୋଇବା ଉଚିତ ନୁହେଁ।ଯାହାଦ୍ୱାର ବ୍ୟକ୍ତିର ଯଉଁଶକ୍ତି ଲୋପ ପାଇ ଯାଏ।
ଏହା ଆପଣଙ୍କ ଶରିରରେ ଚାଲିଥିବା ରକ୍ତ ପର୍ବାହକୁ ଭଲ ଅଟକାଇ ଦେଇଥାଏ।ଯାହାଫଳରେ ଆମ ଶିରା ସଙ୍କୁଚିତ ହୋଇଯାଏ ଓ ହାମ ରକ୍ତ ପ୍ରବାହ ଭଲ ଭବାରେ ହୋଇପାରେ ନାହିଁ।ଯାହାଫଳରେ ଆମକୁ ପରିଶ୍ରା ପୋଡା ଭଳି ସମସ୍ୟା ଦେଖାଯାଏ ଓ ଆମକୁ ବାରମ୍ବାର ପରିଶ୍ରା ଲାଗିବ ଭଳି ସମସ୍ୟା ଦେଖାଯାଏ ଆଉ ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଖରେ ଦେଖାଯାଏ।ଧୀରେ ଧୀରେ ସମୟ ଅନୁସାରେ ଆମ ଶରୀରର ଶାରୀରିକ କ୍ଷମତା ହ୍ରାସ ପାଏ ଓ ଆମେ ଦୁର୍ବଳ ହେଇଯାଉ।