ସରକାର କଲେ ବଡ଼ ଘୋଷଣା, ଏହି ତାରିଖରୁ ଖୋଲିବ ସମସ୍ତ ସ୍କୁଲ !!

schoo

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । କେବେ ଠାରୁ ପ୍ରଥମ ରୁ ଅଷ୍ଟମ ପିଲା ମାନଙ୍କ ହେବ ପାଠ ପଢା ଏହି ଦିନ ଠାରୁ ଓଡ଼ିଶା ରେ ଖୋଲିବ ସ୍କୁଲ ,  ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ , ତେବେ ଆପଣ ମାନଙ୍କ ଘରେ ରହି ଥିବା ସବୁ ଛୋଟ ପିଲା ମାନେ କେବେ ସ୍କୁଲ ଯିବେ ସେହି ବିଷୟ ରେ ଜାଣି ପାରିବେ ।

school

ଆପଣ ମାନଙ୍କୁ ଜଣେଇ ଦେବୁ କି ଅକ୍ଟୋବର 1 ତାରିଖ ରୁ ଆନଲାଇନରେ ପାଠ ପଢା ହେଉଛି , ହେଲେ ସେମିତି ରେ ଆପଣ ମାନେ ଜାଣି ଥିବେ ମାର୍ଚ୍ଚ 17 ରୁ କୋଭିଡ୍ 19 ମାନେ କୋରନନା ଭାଇରସ ପାଇଁ ଦେଶ ର ସବୁ ସ୍କୁଲ କଲେଜ୍ ମାନଙ୍କ ରେ ଛୁଟି ରହି ଥିଲା ଏବଂ ପରେ ବର୍ତମାନ ସମୟ ରେ ପିଲା ମାନଙ୍କୁ ରେଡିଓ ପାନ୍ଥ ଶାଳା ମାଧ୍ୟମ ରେ ପାଠ ପଢିବା ପାଇଁ ଉଦ୍ୟମ ଚାଲୁଛି , ସେହିଥି ପାଇଁ ଅକ୍ଟୋବର 1 ତାରିଖ ଠାରୁ ଅନଲାଇନ ତଥା ଟେଲିଭିଜନ ମାଧ୍ୟମରେ ପାଠ ପଢା ଆକାଶ ବାଣୀ ଦ୍ୱାରା ହେଉ ଅଛି ।

ହେଲେ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ କେବେ ଖୋଲିବ ସ୍କୁଲ , କେବେ ପିଲାମାନେ ସ୍କୁଲ ଜାଇ ଅଧ୍ୟୟନ କରିବେ । ତେବେ ଏ ନେଇ ରାଜ୍ୟ ସରକାର ଏବେ ଯାଏ କୌଣସି ସଠିକ ସୁଚନା ନ ଦେଇଥିବା ବେଳେ , ହେଲେ ଅନେକ ଶିକ୍ଷା ବିତ ସ୍କୁଲ ଖୋଲିବା ପାଇଁ ଦାବି ବାଢିଛନ୍ତି । ହେଲେ କରୋନାର ପ୍ରଭାବକୁ ଦେଖି ଏବେ ସରକାର ସ୍କୁଲ ଖୋଲିବାର କୌଣସି ମୁଡରେ ନାହାଁନ୍ତି ।

school

ହେଲେ ଆମ ପ୍ରତିନିଧିଙ୍କ ଦ୍ୱାରା ମିଳିଥିବା ସୁଚନା ଅନୁସାରେ ଜାନୁଆରୀ ଶେଷ ସପ୍ତାହ କିମ୍ୱା ଫ୍ରେବୃଆରୀ ପ୍ରଥମ ସପ୍ତାହରେ ଓଡିଶାରେ ଖୋଲି ପାରେ ସ୍କୁଲ । ତେବେ ଯେବେବି ସରକାର ଏ ନେଇ କୌଣସି ନଷ୍ପତି ନେବେ ଆମେ ସର୍ବ ପ୍ରଥମେ ଆପମଙ୍କୁ ଏ ନେଇ ସୁଚନା ଦେବୁ । ଆର୍ଟିକିଲି ଟି ପସନ୍ଦ ଆସିଥିଲେ ଲାଇକ ଟିଏ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *