ଶୌଳେନ୍ଦ୍ର ଓ ଦିବ୍ୟା ନଜର ଆସିବେ ଏହି ନୁଆ ଓଡିଆ ଫିଲ୍ମରେ

sss

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଖୁବ୍ ଶୀଘ୍ର ସିଦ୍ଧାର୍ଥ ଚିଭି ନିର୍ମାଣ କରିବା ପାଇଁ ଯାଉଛି ଏକ ନୂଆ ଓଡ଼ିଆ ଫିଲ୍ମ ଯେଉଁ ଥିରେ ପ୍ରଥମ ଥର ଓଡ଼ିଆ ଆଲବମ୍ ଦୁନିଆଁ ର ଲୋକପ୍ରିୟ ଅଭିନେତା ଶୈଳେନ୍ଦ୍ର ଅଭିନୟ କରିବା ପାଇଁ ଯାଉଛନ୍ତି , ଏବଂ ବନ୍ଧୁଗଣ ଶୈଳେନ୍ଦ୍ର ଙ୍କ ବିପକ୍ଷ୍ୟ ରେ ନାୟୀକା ଭାବେ ଅଭିନୟ କରୁଛନ୍ତି ଓଲିଉଡ ର ଲୋକ ପ୍ରିୟ ଅଭିନେତ୍ରୀ ଦିବ୍ୟାଦିସା ନିକଟ ରେ ଏହି ଫିଲ୍ମ ର ଶୁଭ ମହରତ୍ୱ ସେଷ ହୋଇ ଜାଇଛି ,ଏବଂ ଏହି ଫିଲ୍ମ ର ସୁଟିଂ ବର୍ତମାନ ସମୟ ରେ ବହୁତ ଜୋର ସୋର ରେ ଚାଲିଛି ,sss

ଏହି ଫିଲ୍ମ ରେ ମିହୀର ଦାସ୍ ପୁସ୍ପା ପଣ୍ଡା ଅପରାଜିତା ମହାନ୍ତି ପୁପୁ ପମ୍ ଏବଂ ଗୁଡୁ ଙ୍କ ପରି ବଡ ବଡ କଳାକାର ମାନେ ଦେଖିବା ପାଇଁ ମିଳିବେ ଶୈଳେନ୍ଦ୍ର ଏବଂ ଦିବ୍ୟାଦିସା ଙ୍କ ଅଭିନିତ ଏହି ଓଡିଆ ଫିଲ୍ମ ର ସଂଙ୍ଗୀତ ନିର୍ଦେଶନା ଆସାଦ୍ ସିଜୀଜ୍ ଦେଇ ଥିବା ବେଳେ ଏହାକୁ ନିର୍ଦ୍ଧେଶନା ରାଜା ଡି ଦେଉଛନ୍ତି । ଏହି ଫିଲ୍ମ ରେ ଆପଣ ମାନେ ଶୈଳେନ୍ଦ୍ର ଏବଂ ଦିବ୍ୟାଦିସା ଲଭ୍ ରୋମାନ୍ସ ଦେଖିବା ସହିତ ଶୈଳେନ୍ଦ୍ର ଏବଂ ଦିବ୍ୟାଦିସା ଙ୍କ ଜବର୍ଦୋସ୍ତ ଡେନ୍ସ ଦେଖିବା ପାଇଁ ପାଇବେ ଏହି ଫିଲ୍ମ ର ଟାଇଟେଲ ଖୁବ ଶୀଘ୍ର ଘୋଷଣା ହେବ ବୋଲି ଏହି ଫିଲ୍ମ ର ପ୍ରୋଜଜକ ସିତାରାମ ଅଗ୍ରୱାଲ କହିଛନ୍ତି ,heroin

ଏବଂ ବନ୍ଧୁଗଣ ମିଳି ଥିବା ସୂଚନା ଅନୁସାରେ ଶୈଳେନ୍ଦ୍ର ଏବଂ ଦିବ୍ୟାଦିସା ଙ୍କ ଏହି ଫିଲ୍ମ ଆସନ୍ତା ବର୍ଷ ଭେଲେନଟାଇମ୍ସ ଡେ ପାଇଁ ପ୍ରସ୍ତୁତ ହେଉଛି ଏବଂ ଏହା ସେହି ସମୟରେ ସାରା ଓଡ଼ିଶା ର ସିନେମା ହଲ୍ ରେ ରିଲିଜା୍ କରା ଯିବ ଆପଣ ମାନେ ଶୈଳେନ୍ଦ୍ର ଏବଂ ଦିବ୍ୟାଦିସା ଙ୍କ ଡେନ୍ସ କୁ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *