ଶୀତୁଆ ପାଗରେ ବର୍ଷା ଆଜି ୬ଜିଲ୍ଲାଙ୍କୁ ବର୍ଷା ଆଲର୍ଟ |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଘ ବିଭାଗ ପକ୍ଷ୍ୟ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି ଶୀତୁଆ ପାଗ କୁ ବର୍ଷା ରାଜ୍ୟ ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ରହିଛି , ଏବେ ଏବେ ରାଜ୍ୟରେ ଏବେ କମିଛି ଶୀତ ପ୍ରାୟ ସମସ୍ତ ଜିଲ୍ଲା ମାନଙ୍କ ରେ ତାପମାତ୍ରା ଦୁଇ ରୁ ତିନି ଡୀଗ୍ରୀ ବଢିଛି , ସୂଚନା ରହିଛି କି ପୁଣି 18 ତାରିଖ ରୁ ଶୀତ ବଢିବ ତା ସହିତ ତାହା ଛଡା ଆସନ୍ତା କାଲି ଠାରୁ ରାଜ୍ୟ ର କିଛି ସ୍ଥାନ ରେ ହ୍ଲାକା କୁ ମଧ୍ୟମ ଧରଣ ର ବର୍ଷା ରହିବ ,ତେବେ ସଂମ୍ପର୍ଣ୍ଣ ଅପଡେଟ୍ ଜାଣିବା କଣ ରହିଛି ନୂଆ ରିପୋର୍ଟ ଏହା ସହିତ ରାଜ୍ୟରେ ସର୍ବ ନିମ୍ନ ତାପମାତ୍ରା କମିବାରୁ ଏବେ ଶୀତ କମିଛି ଏବଂ ଅନ୍ୟ ପଟେ ରାଜ୍ୟର ବିଭିନ୍ନ ସ୍ଥାନ ରେ ହ୍ଲାକା ରୁ ମଧ୍ୟମ ଧରଣ ର କୁହୁଡୀ ବି ଦେଖିବା ପାଇଁ ମିଳୁଛି , ତେବେ ଆସନ୍ତା କାଲି ପାଇଁ କଣ ରହିଛି ନୂଆ ଆପଡେଟ୍ ସହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ଆସନ୍ତୁ ।batya

ତେବେ ମିଳି ଥିବା ସୂଚନା ଅନୁସାରେ ଆସନ୍ତା ଦୁଇ ରୁ ତିନି ଦିନ ପାଇଁ ରାଜ୍ୟ ରେ ସେମିତି କିଛି ପରିବର୍ତନ ହେବ ନାହିଁ ଏବଂ 18 ତାରିଖ ବେଳକୁ ଉପାନ୍ତର ରାଜ୍ୟ ର ଜିଲ୍ଲା ଗୁଡିକ ରେ ସ୍ୱଲ୍ପ ପରିମାଣ ରେ ବର୍ଷା ହୋଇ ପାରେ , ଏବଂ ଅବଶିଷ୍ଟ ଅଞ୍ଚଳ ରେ ପାଗ କୋହଲା ରହିବ ଏବଂ ରାଜ୍ୟରେ ସର୍ବ ନିମ୍ନ ତାପମାତ୍ରା ବୃଦ୍ଧି ହେବ ହେଲେ 18 ତାରିଖ ବେଳ କୁ ଏହା ପରିବର୍ତନ ହୋଇ ପୁଣି ଥରେ ଚାପମାତ୍ରା ଖସିବ ଏବଂ 19 ତାରିଖ ସୁଧା ରାତି ତାପମାତ୍ରା 4 ଡୀଗ୍ରୀ ଯାଏ ଖସିବ ବୋଲି ସୂଚନା ରହିଛି ,rain

ଏହାକୁ କେନ୍ଦ୍ର ମଧ୍ୟ ସ୍ୱକାର କରି ଥିବା ବେଳେ ଗତ 48 ଘଣ୍ଟା ମଧ୍ୟ ରେ ପାଗ ସଂମ୍ପର୍ଣ୍ଣ ଭାବେ ସଠିକ୍ ରହି ଥିବା ବେଳେ ଆଗାମୀ 24 ଘଣ୍ଟା ମଧ୍ୟରେ ଏମିତି କିଛି ପରିବର୍ତନ ହେବାକୁ ଜାଉଛି ବୋଲି ଆଞ୍ଚଳିକ ପାଣି ପାଗ କେନ୍ଦ୍ର ସୂଚନା ଦେଇ ଥିବାର ଜଣା ପଡିଛି , ତେବେ ଏହା ଥିଲା କିଛି ଆଜିର ନୂଆ ରିପୋର୍ଟ ଆପଣ ମାନଙ୍କର କେଉଁ ଜିଲ୍ଲା ନିଶ୍ଚିତ ଭାବେ ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *