ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଚତୁର୍ଥି ପୂର୍ବ ରୁ ଫେରାର୍ ହୋଇ ଗଲା ନବ ବଧୁ ଏବଂ ନବ ବଧୁ ର ଫେରାର ପରେ ଯୁବକ କାହାକୁ ବିବାହ କରିଲେ ଜାଣିଲେ ଆଶ୍ଚର୍ଯ୍୍ୟ ହୋଇ ଯିବେ ବନ୍ଧୁଗଣ ଅନୁଗୁଳ ଜିଲ୍ଲା ଉପକଣ୍ଠ ରେ ଘଟି ଥିବା ଏମିତି ଗୋଟିଏ ଘଟଣା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ପାଲଟିଛି ଗତ 1 ତାରିଖ ଦିନ ଅନୂଗୁଳ ସହର ର ଉପକଣ୍ଠ ରେ ଜଣେ ଯୁବକ ଜାହାଙ୍କ ନାମ କାଙ୍ଗୁଲା ସେ ସେହି ଅଞ୍ଚଳ ରେ ବିବାହ କରି ଥିଲେ ଜଣେ ଯୁବତୀ ଙ୍କୁ ସାଥି ରେ ନବ ବଧୁ ଙ୍କ ସାନ ଭଉଣୀ ବି ଆସି ଥିଲେ ଚତୁର୍ଥି ଦିନ ରେ ରିସେସ୍ପନ ପାର୍ଟି ବି ରହି ଥିବା ବେଳେ ଏବଂ ଗୁରୁବାର ରାତି ରୁ ହିଁ ଭୋଜି ର ପ୍ରସ୍ତିତି ଆରମ୍ଭ ହୋଇ ଥିଲା ଏଠାରେ ସମସ୍ତେ ଭୋଜି ପାଇଁ ପ୍ରସ୍ତୁତ ହେଉ ଥିବା ବେଳେ ଭୋର ରୁ ନବବଧୁ ଫେରାର ହୋଇ ଜାଇଛି ,
ତେବେ ଏଠାରେ ନବବଧୁ ନିଜର ଫ୍ରେମିକ ସହିତକ ଫେରାର ହୋଇ ଥିବାର ଜଣା ପଡିଛି ଘର ଲୋକ ମାନେ ଏହା ଜାଣଇବା ପରେ ସେମାନେ ପିଛା କରି ଥିଲେ ହେଲେ ସେମାନଙ୍କ ପତ୍ତା ଏବେ ଯାେ ମିଳି ପାରି ନାହିଁ ଏବଂ ଏହି ଘଟଣା ର ସବୁଠୁ ଆଶ୍ଚର୍ଯ୍ୟ ଜନକ ଘଟଣା ହେଲା କି ବଡ ଭଉଣୀ ଏମିତି ଭାବେ ଫେରାର ହୋଇ ଯିବା ପରେ ପରେ ଶାନ ଭଉଣୀ କୁ ଭଣେଇ ବିାହ କରିଛନ୍ତି । ଝିଅ ପଳେଇ ଜାଇ ଥିବାର ଜାଣି ସକାଶୁ ସକାଳୁ ଘର ଲୋକ ମାନେ ଆସି ପହଁଚି ଥିଲେ ଉଭୟ ଙ୍କ ସହିତ କଥା ବାର୍ତା ପରେ ପରେ ସାଥି ରେ ଆସି ଥିବା ନାବାଳିକା ଶାଳୀ ଙ୍କ ସହିତ ବିବାହ କରି ନେଇ ଥିବାର ଦେଖିବା ପାଇଁ ମିଳିଛି ,
କନ୍ୟା ନାବାଳିକା ବୋଲି ଜଣା ପଡିବା ପରେ ଘଟଣା ସ୍ଥଳ ରେ ପ୍ରଶାସନ ପହଁଚି ଥିଲା 18 ବର୍ଷ ନ ହେବା ପର୍ଯ୍ୟନ୍ତ ଝିଅ କୁ ଶାଶୁ ଘର କୁ ନ ପଠେଇବା ପାଇଁ ଏଠାରେ ଚୁକ୍ତି କରା ଜାଇ ଥିବାର ଜଣା ପଡିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।