ମହିଳାମାନେ ନିଜ ଯୌନ ଜୀବନକୁ କେଉଁ ପୁଅଙ୍କ ସହିତ ଉପଭୋଗ କରିବାକୁ ଇଛା ପ୍ରକାଶ କରନ୍ତି।

a333

ଆପଣ ନିଜ ପାଇଁ ଗୋଟେ ଝିଅ ପଟେଇବାକୁ ଚାହାନ୍ତି କିମ୍ବା ଆଗରୁ ପଟାଇ ସାରିଛନ୍ତି।ଆପଣ ଜାଣିନାହାନ୍ତି ଯେ ଝିଅମାନେ କେଉଁ ପୁଅକୁ ବେସି ପସନ୍ଦ କରନ୍ତି।ଝିଅମାନଙ୍କ ହୃଦୟରେ ଯାଗା କିପରି ତିଆରି କରାଯାଏ।ଆଉ କେଉଁ ପୁଅ ମାନଙ୍କ ସହିତ ଝିଅ ମାନେ ନିଜ ଯୌନ ଜୀବନକୁ ବେସି ଅନୁଭବ କରନ୍ତି ?ଆଜି ଆମେ ଏଠାରେ ୫ ଟି ଝିଅ ବିଷୟରେ ଜଣେଇବୁ ଯାହା କୁ ଝିଅ ମାନେ ବେସି ପସନ୍ଦ କରନ୍ତି।

୧.ମହିଳାମାନେ ସର୍ବଦା ବୁଦ୍ଧିମାନ ପୁରୁଷଙ୍କ ସହିତ ରୋମାନ୍ସ କରିବାକୁ ପସନ୍ଦ କରନ୍ତି।କାହିଁକିନା ସେ ପୁରୁଷ ମାନେ ନିଜ କଥା ବଳରେ ଖୁବ ସହଜରେ ସେ ମହିଳାମାନଙ୍କୁ ବସ କରି ପାରନ୍ତି।ଯେଉଁ ପୁରୁଷ ଅନ୍ୟର ମନ କଥା ବୁଝିପାରେ ଅନ୍ୟ ମହିଳା ଭରସାକୁ ଜିତି ପାରେ ଓ ନିଜ କଥା ଚାତୁରୀରେ ମହିଳାମାନଙ୍କୁ ବସ କରିପାରେ ସେ ପୁରୁଷଙ୍କ ପ୍ରତି ମହିଳାମାନେ ଆକର୍ଷିତ ହୋଇଥାନ୍ତି।

love

୨.ଆତ୍ମବିଶ୍ୱାସି ଓ ମଜବୁତ ପୁରୁଷ,ପ୍ରଥମେତ ପୁରୁଷ ମାନେ ମଜବୁତ ଇରାଦାର ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି।ଏ ପୁରୁଷ ମାନଙ୍କ ର ଆବୁ କାମ କରି ପାରିବାର ଆତ୍ମ ବିଶ୍ୱାସ ଥାଏ।ଯେଉଁ ପୁଅର ଆତ୍ମବିଶ୍ୱାସ ଅଧିକ ଥାଏ ଓ ତାର ମନ ମଜବୁତ ଏ ପୁଅ ମାନେ ନିଜ ଆତ୍ମବିଶ୍ୱାସ ଦ୍ୱରା କିଛିବି କରି ପାରନ୍ତି ଓ ନିଜ ସାଥିକୁ ମଧ୍ୟ ଖୁସି କରି ପାରନ୍ତି।ଆଉ ଏମିତି ଲୋକ ନିଜ କଥା ବାର୍ତାରେ ନିଜ ସାଥିର ହୃଦୟକୁ ପରିବର୍ତ୍ତନ କରିଥାନ୍ତି।

shiba

୩.ମହିଳାମାନେ ସାଧାରଣତଃ ବିନ୍ଦାସ ପ୍ରକୃତିର ପୁଅଙ୍କ ଆଡ଼କୁ ଶିଘ୍ର ଆକର୍ଷିତ ହୋଇଥାନ୍ତି।ଏମାନଙ୍କ ମନରଞ୍ଜକ ଗୁଣ ଯେମିତି ଗାଡି ଚାଳନା,ବିପଦ ମୁଣ୍ଡେଇ ନିଜ ସାଥିକୁ ଦେଖା କରିବା ଗୁଣ।କିଛି ଦୁଃସାହାସିକ କାର୍ଯ୍ୟ କରିବାରେ ମାହୀର ହୋଇଥାନ୍ତି।ଏମାନେ ଖାଅସ୍କ୍ରି କିଛି ରୋମାଂଚ ପୁର୍ଣ୍ଣ କାର୍ଯ୍ୟ କରିବାକୁ ଅଧିଅ ଚେଷ୍ଟା କରନ୍ତି ଓ ସଫଳ ହୁଅନ୍ତି ନିଜ ମହିଳା ସାଥିକୁ ମଧ୍ୟ ଖୁସି କରାନ୍ତି।

love

୪.ସମ୍ବେଦନଶୀଳ ପୁରୁଷ,ଏହି ଭଳି ପୁରୁଷ ମହିଳା ମାନଙ୍କର ଭାଵନାକୁ ବୁଝି ପାରନ୍ତି।କେଉଁ ପରିସ୍ଥିତିରେ ତାଙ୍କ ସାଥି କଣ ପସନ୍ଦ କରୁଚି।ତାର କେତେବେଳେ ସାହାଯ୍ୟ ଦରକାର ଓ କେତେବେଳେ ମନରଞ୍ଜନ ଦରକାର ଏସବୁ ବୁଝିବାରେ ମାହୀର ହୋଇଥାନ୍ତି।ଆଉ ସେ ପୁଅ ତାଙ୍କ ସାଥିକୁ ଖୁସି ଦେବାକୁ ଚେଷ୍ଟା କରିଥାଏ।ଆଉ ଏମାନେ ତାଙ୍କ ସାଥୀର ଭାବନାର ଯତ୍ନ ନିଅନ୍ତି।

୫.ରୋମାଣ୍ଟିକ ପୁରୁଷ,ପୁରୁଷ ମାନେ ପ୍ରାୟ ସମୟରେ ରୋମାଣ୍ଟିକ ହୋଇଥାନ୍ତି।ଏମାନେ ନିଜକୁ ଷ୍ଟାଇଲିସ ରଖିଥାନ୍ତି,ନିଜ ସାଥିକୁ ଖୁସିରେ ରଖିବାର କଳା।ଝିଅର ମନ କଥା ବୁଝି ପାରି ତାର ତାରିଫ କରନ୍ତି,ଆଉ ତାଙ୍କୁ ଖୁସି ରଖିବାରେ ଚେଷ୍ଟା କରନ୍ତି।ଏମାନେ ନିଜ କଳା ଓ ଶୈଳୀ ମାଧ୍ୟମରେ ନିଜ ସାଥିକୁ ଯୌନ ତୃପ୍ତି ମଧ୍ୟ ଦେଇଥାନ୍ତି।

Leave a Reply

Your email address will not be published. Required fields are marked *