ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ସେଲିବ୍ରେଟି ମାନେ ଭଲ ପାଇବା ସ୍ୱତେ ବି ସେମାନେ କୈଣସି କାରଣ ପାଇଁ ଅଲଗା ହୋଇ ଜାଇ ଥାନ୍ତି , ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଆଜିର ଦିନ ରେ କେଉଁ କେଉଁ ସେଲିବ୍ରଟି ମାନେ ଭଲ ପାଇ ଅଲଗା ହୋଇ ଜାଇଛନ୍ତି , ତେବେ ବନ୍ଧୁଗଣ ଏହି ବିଷୟ ରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାଣି ପାରିବେ , ତେବେ 2015 ମସିହା ରୁ ଲିସା ଏବଂ ଚନ୍ଦନ ଙ୍କ ପ୍ରେମ ସଂମ୍ପର୍କ ବିଷୟ ରେ ସାରା ଓଡ଼ିଶା ଚର୍ଚ୍ଚା ରେ ରହି ଥିଲା । ସାରା ଓଡ଼ିଶା ବାସୀ ଏହି କଥା କୁ ଭାବୁ ଥିଲେ କି ଏହି ଦୁଇଜଣ ପରସ୍ପର କୁ ବହୁତ ଭଲ ପାଉ ଥିଲେ । ଏବଂ ବହୁତ ଶିଘ୍ର ବିବାହ ମଧ୍ୟ କରିବେ । ହେଲେ ଏହି ଖବର କୁ ସଂମ୍ପର୍ଣ୍ଣ ଭାବେ ଭୁଲ ପ୍ରମାଣିତ କରିଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଚନ୍ଦନ ଗତ କିଛି ଦିନ ତଳେ ଜି ସାର୍ଥକ ର ପ୍ରସାରିତ ହେଉଥିବା ମୁଁ ବି ଅର୍ଦ୍ଧାଙ୍ଗିନୀ ର ମୂଖ୍ୟ କିରଦାର୍ ବା ଅଭିନେତ୍ରୀ ମାହୀ ଙ୍କୁ ବିବାହ କରି ଥିବାର ଦେଖିବା ପାଇଁ ମିଳି ଥିଲେ ଏବଂ ଏମାନେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଜାଇଛନ୍ତି ,
ଏବଂ ଏହା ପରେ ରହିଛନ୍ତି ମହା ପ୍ରସାଦ ଏବଂ ମୋମାଲିନୀ ଏହି ଦୁଇ କଳାକର ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ ଥିବା ବେଳେ ଏମାନେ କୈଣସି କାରଣ ପାଇଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଜାଇ ଥିଲେ । ଏହା ପରେ ରହିଛନ୍ତି ସବ୍ୟସାଚୀ ଏବଂ ସୀମା ଆପଣ ମାନେ ଓଲିଉଡ ସୁପର ଷ୍ଟାର ସବ୍ୟସଚୀ ଏବଂ ତାଙ୍କ ଧର୍ମ ପତ୍ନୀ ଙ୍କ ବିଷୟରେ କହୁଛୁ ଯେକି କିଛି ଦିନ ତଳେ ଦୁହେଁ ପ୍ରେମ ବିବାହ କରି ବହୁତ ଚର୍ଚ୍ଚା କୁ ଆସି ଥିଲେ ହେଲେ ବିବାହ ର କିଛି ବର୍ଷ ପରେ ଏମାନେ ପରସ୍ପର ଠାରୁ ଅଲଗା ହୋଇ ଜାଇ ଥିଲେ ବର୍ତମାନ ସମୟରେ ଏମାନଙ୍କ ଡିଭର୍ସ ହୋଇ ଜାଇଛି ,
ଏହା ପରେ ରହିଛନ୍ତି ସିନ୍ଧାନ୍ତ ଏବଂ ରଚନା 2004 ମସିହା ଏମାନେ ଦୁହେଁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ହେଲେ ପରବର୍ତି ସମୟ ରେ ଏମାନେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଜାଇ ଥିଲେ ସେହି ପରି ଆଗାମୀ ସମୟ ରେ ଅନୁବଭ ଏବଂ ବର୍ଷା ଙ୍କର ପାଳୀ ରହିଛି ଯେମିତି କି ଆପଣ ମାନେ ଜାଣିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।