ଗୋଟିଏ ଇଣ୍ଟରଭିୟୁରେ ପଚରାଗଲା – ଏମିତି କଣ ଅଛି ଜାହା ପୁଅଙ୍କର ଲମ୍ୱା ଓ ଝିଅଙ୍କର ଗୋଲ – ଉତ୍ତର ହେଉଛି..

a-qus

ଆଜି ଆମେ ଜାଣିବା କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର।ସାଧାରଣ ଜ୍ଞାନ ର ଏହି ଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ଏହା ଆପଣଙ୍କୁ ଜ୍ଞାନ ବଢେଇବାର ସହାୟକ ହେବ।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି। ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।

qustiiom

ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧି ର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ଆଲୋଚନା କରିବା ।

Qustion-mark
(୧) ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କେବେ ପାଳନ କରାଯାଏ ?  ଉତ୍ତର: ୨୧ ଜୁନ୍  (୨) ପ୍ରଥମ ପାନିପଥ ଯୁଦ୍ଧ ରେ ବାବର କାହାକୁ ପରାସ୍ତ କରିଥିଲେ ? ଉତ୍ତର: ଇବ୍ରାହିମ୍ ଲୋଦି ଙ୍କୁ

(୩) ନିକଟରେ କେଉଁ ଦେଶ ମହାତ୍ମା ଗାନ୍ଧୀଙ୍କ ଛବି କୁ ତାଙ୍କ ଦେଶ ର ମୁଦ୍ରା ରେ ଛବିବାକୁ ଘୋଷଣା କରିଛନ୍ତି ? ଉତ୍ତର: ବ୍ରିଟେନ  (୪) ପ୍ରଥମ ପାନିପଥ ଯୁଦ୍ଧ କେବେ ହୋଇଥିଲା ? ଉତ୍ତର: ୧୫୨୬ ମସିହା

(୫) କେଉଁ ରାଜ୍ୟ ମହିଳା ମାନଙ୍କ ସୁରକ୍ଷା ପାଇଁ E- Rakhyasha bandhan କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ? ଉତ୍ତର: ଆନ୍ଧ୍ରପ୍ରଦେଶ(୬) ମୋଗଲ ଚିତ୍ରକଳା କାହାର ଶାସନ କାଳ ସମୟରେ ବିକଶିତ ହୋଇଥିଲା ? ଉତ୍ତର: ଜାହାଙ୍ଗୀର

(୭) ମନୁଷ୍ୟ ରକ୍ତରେ କେତେ ପ୍ରକାର Enzyme ରହିଛି ? ଉତ୍ତର: ୨ ପ୍ରକାରର  (୮) ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ଦରବାରରେ ନବରତ୍ନ ଙ୍କ ମଧ୍ୟରେ ଅଧିକ ପ୍ରସିଦ୍ଧ କିଏ ଥିଲେ ? ଉତ୍ତର: କାଳିଦାସ

qustt

(୯) ବିଶ୍ଵ ସଂସ୍କୃତ ଦିବସ 2020 କେଉଁ ତାରିଖରେ ପାଳନ କରାଯାଇଥିଲା ?  ଉତ୍ତର: August 3

(୧୦) ପୁଅ ମାନଙ୍କର ଲମ୍ବା ଝିଅ ମାନଙ୍କର ଗୋଲ୍ ଗୋଲ୍ ସେଇଟା କଣ? ଉତ୍ତର: ମଥା ସିନ୍ଦୂର

ଆଶାକରୁଛି ଉପୋରୋକ୍ତ ପ୍ରଶ୍ନ ଆଉ ଉତ୍ତର ଆପଣ ଙ୍କ ଆଗାମୀ ଭବିଷ୍ୟତରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଲାଭଦାୟକ ହେବା

Leave a Reply

Your email address will not be published. Required fields are marked *