ଏହି ୮ଟି ଜାଗାରେ (ସମ୍ଭୋଗ) କରିଲେ ହୋଇଥାଏ (ସର୍ବନାଶ)

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଧର୍ମ ଗ୍ରନ୍ଥ ରେ ସମସ୍ତ ସମସ୍ୟା ର ସମାଧାନ ଲୁଚି କରି ରହି ଥାଏ ପରିବାର ରେ ରୋଗ ରେ ପୀଡିତା , ଧନ ର କମି , ଏହଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡା କୁ ଶାସ୍ତ୍ର ଅନୁସାରେ ଦୂର କରା ଜାଇ ପାରିବ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି କଥା ବିଷୟ ରେ କହିବୁ ଜାହା ଶାରୀରିକ ସଂମ୍ପର୍କ କୁ ନେଇ ୟୋଡିତ ସେମିତି ରେ ବନ୍ଧୁଗଣ ଗ୍ରନ୍ଥ ରେ ଏମିତି କିଛି ସ୍ଥାନ ବିଷୟରେ କୁହା ଜାଇଛି ଯେଉଁ ଠାରେ ଶାରୀରିକ ସଂମ୍ପର୍କ ରଖିବା ମୋଟେ ବି ଉଚିତ୍ ନୁହେଁ । ଏବଂ ଏମିତି କରିବା ଦ୍ୱାରା ମନୁଶ୍ୟ ପାପ ର ଭାଗୀ ଦାରୀ ହୋଇ ଥାଏ ,ଆପଣ ମାନଙ୍କ ପରିବାର କୁ ଧ୍ୱସଂ କରି ଦେଇ ଥାଏ ତେବେ ଆସନ୍ତୁ ଜାଣିବା । ପବିତ୍ର ନଦୀ ପାଖରେ କେବେ ବି ପବିତ୍ର ନଦୀ ପାଖରେ ଶାରୀରିକ ସଂମ୍ପର୍କ ବନେଇବା ଭଲ ହୋଇ ନ ଥାଏ । କେତେ ଲୋକ ମାନେ ଏମିତି ରହି ଥାନ୍ତି ଯେଉଁ ମାନେ ପାଣି ମଧ୍ୟ ରେ ହିଁ କାମ କ୍ରିୟା କରନ୍ତି ।loves

ଜାହା ବହୁତ ଖରାପ୍ ହୋଇ ଥାଏ । ନଦୀ ପାଖରେ ରୋମାନ୍ସ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଗଡା ହୋଇ ଥାଏ ।ଅଗ୍ନୀ ପାଖରେ ।ଅଗ୍ନୀ ପୁରୁଣ ରେ ଅଗ୍ନୀ କୁ ଦେବତା ସମାନ ମନା ଜାଇ ଥାଏ ସେହିଥି ପାଇଁ ଆପଣ ମାନଙ୍କୁ କେବେ ବି ଏମିତି ସ୍ଥାନ ରେ ସମନ୍ଧ ବନେଇବାର ନାହିଁ ଯେଉଁ ଠାରେ ଅଗ୍ନୀ ରହିଥିବ । ଏହା ଆପଣ ମାନଙ୍କ ପାଇଁ ବହୁତ ଅଶୁଭ ହୋଇ ଥାଏ ପରିବାର ଲୋକ ମାନଙ୍କ ପାଇଁ ବି ବହୁତ ପରିମାଣ ରେ ଖରାପ୍ ହୋଇ ଥାଏ ଅନ୍ୟ ବ୍ୟକ୍ତି ଙ୍କ ଘରେ ।ବହୁତ ସମୟ ରେ ଏମିତି ପତି ପତ୍ନୀ ମାନେ କରନ୍ତି କି ସେମାନେ ବନ୍ଧୁ ଘର କୁ ବା ଅନ୍ୟ ଲୋକ ମାନଙ୍କ ଘରେ ସମନ୍ଧ ସ୍ଥାପନ କରି ଥାନ୍ତି । ବଷ୍ଣ ପୁରାଣ ଅନୁସାରେ ଆପଣ ମାନଙ୍କୁ କୈଣସି ସାଙ୍ଗ ସାଥି ବା ଅନ୍ୟ କୈଣସି ବି ବ୍ୟକ୍ତି ଙ୍କ ଘରେ ଏମିତି ଭାବେ ଶାରୀରିକ ସଂମ୍ପର୍କ ସ୍ଥାପନ କରିବା କଥା ନୁହେଁ ଏହା ଆପଣ ମାନଙ୍କ ଶରୀର ପୀଡା ଜଗେଇ ଥାଏ । ବିମାର ବ୍ୟକ୍ତି ଙ୍କ ପାଖା ପାଖି ।love

ଆମ ମାନଙ୍କ ଘରେ କେବେ କେତେ ବେଳେ କୈଣସି ଲୋକଙ୍କର ଦେହ ଖରାର୍ ହୋଇ ଥାଏ ଏହା କମ୍ ସମୟ ରହିଲା ତ ବହୁତ ଭଲ ହେଲେ ଯଦି ଘର ଲୋକ ଙ୍କ ବହୁତ ଦିନ ରୁ ବେମାରୀ ଭଲ ହୋଇ ନାହିଁ ତେବେ ସେହି ଘରେ କେବେ ବି ଶାରୀରିକ ସଂମ୍ପର୍କ ସ୍ଥାପନା କରିବା କଥା ନୁହେଁ । ମନ୍ଦିର ପରିଶର ରେ ଆପଣ ମାନେ ଜାଣି ଥିବେ ମନ୍ଦିର ହେଉଛି ଭଗବାନ ଙ୍କ ସ୍ଥଳୀ ଏବଂ ସେଠାରେ ଭଗବାନ ବାସ କରି ଥାନ୍ତି । ତେବେ ଆପଣ ମାନେ ଏମିତି କେବେ ବି କରନ୍ତି ନାହିଁ ଯେମିତି ଭାବେ ମନ୍ଦିର ପରିଶର ରେ ଆପଣ ମାନଙ୍କୁ ସମ୍ମନ୍ଧ ସ୍ଥାପନା କରିବା ପାଇଁ ପଡି ଥାଏ । ଏହା ଆପଣ ମାନଙ୍କ ଘର କୁ ଦାରିଦ୍ରତା ଆଣି ଥାଏ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *