ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ର 24 ଘଣ୍ଟା ପରେ ନନିଜର ସ୍ୱାମୀ ଙ୍କୁ ଛାଡ ପତ୍ର ଦେଲେ ତେବେ ଏମିତି କିଛି ଘଟଣା ହୋଇଛି ଜାହା ବିଷୟ ରେ ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାେ ପଢନ୍ତୁ ନିଶ୍ଚିତ ଭାବେ ଆପଣ ମାନେ ଜାଣି ପାରିବେ ତେବେ ଘର ଲୋକ ମାନେ ଚତୁର୍ଥି କାମ ପାଇଁ ପ୍ରସ୍ତୁତ ହେଉ ଥିଲେ ଏବଂ ଏଠାରେ ଛାଡପତ୍ର କଥା ସୁଣିବା ପାଇଁ ପାଇଲେ କନ୍ୟା ଘର ଲୋକ ମାନେ ତେବେ ଏଠାରେ ଝିଅ ର ସଂସାର ଆରମ୍ଭ ହେବା ପୂର୍ବ ରୁ ଧ୍ୱସଂ ହୋଇଗଲା । ତେବେ ବନ୍ଧୁଗଣ ଏଠାରେ ପୋଲିସ୍ ସୂତ୍ର ରୁ ମିଳି ଥିବା ଘଟଣା ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ ତେବେ ସାହୀଦ୍ ପୁର ର ନୀବାସୀ ଜଣେ ଯୁବକ ଆଲମ୍ ଏହି ଦିନ ରେ ବିବାହ କରି ଥିଲେ ଏବଂ ଝିଅ ବିଦାୟ ସରିବା ପରେ ଝିଅ କ ଚତୁର୍ଥି ଭାର ପାଇଁ ପ୍ରସ୍ତୁତ ହେଉ ଥିଲା ଏବଂ ସେମିତି ବେଳେ ସସୁର ଘରୁ କଲ୍ ଆସି ଥିଲା ଏବଂ କୁହା ଜାଇ ଥିଲା କି ଝିଅ ର ଦେହ ଅସୁସ୍ଥ ରହିଛି ,
ଏମିତି ବେଳେ ଯେତେ ବେଳେ ଝିଅ ର ପରିବାର ଲୋକ ମାନେ ସେଠାରେ ଜାଇ ପହଁଚି ଥିଲେ ତେବେ ସେହି ସମୟ ରେ ଝିଅ କାନ୍ଧିବାରେ ଲାଗି ଥିଲା ଏବଂ ସେଠାରେ ଝିଅ କହିଥିଲା କି ପୁଅ ଘର ଲୋକ ମାନେ ଯୈତୁକ ର ମଟର ସାଇକେଲ୍ ନେବେ ବୋଲି ବର୍ତମାନ ସମୟ ରେ ରାଗି କରି ରହିଛନ୍ତି । ଏମିତି ପରିସ୍ଥିତି ରେ ଝିଅ ର ବାପା ଏବଂ ସଂମ୍ପର୍ଣ୍ଣ ଝିଅ ପରିବାର ଲୋକ ମାନେ ମିଶି ବୁଝେଇଲେ ହେଲେ ସେମାନେ ବୁଝିଲେ ନାହିଁ
ଏମିତି ବେଳେ ଏହି କଥା ରେ ପୁଅ ର ପରିବାର ଲୋକ ମାନେ ଝିଅ କୁ ଛାଡପତ୍ର ଦେବେ ବୋଲି କହି ଥିଲେ ଏବଂ 24 ଘଣ୍ଚା ମଧ୍ୟ ରେ ଝିଅ ଏବଂ ପୁଅ ଙ୍କର ଏଠାରେ ଛାଡପତ୍ର ହୋଇ ଜାଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲା । ଏବେ ଝିଅ ର ଜିବନ ନଷ୍ଟ ହୋଇ ଗଲା ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।