ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହଳ କରୁ କରୁ ମିଳିଲା ହଜାରେ ବର୍ଷ ର ପୁରୁଣା ଶିବ ଲିଙ୍ଗ ଆଗରୁ ଏଠାରେ ଥିଲା ମନ୍ଦିର ଘଟୁଛି ଚମତ୍କାର ଘଟଣା ଏହି ବିଷୟ ରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ବନ୍ଧୁଗଣ ଏଠାରେ ଦେଖା ଜାଇ ଥିବା ଘଟଣା ଅନୁସାରେ ଜମି ରେ ହଳ କରୁ କରୁ ମିଳିଲା ଶିବ ଲିଙ୍ଗ ଏବଂ ଜାହାକୁ ଦେଖି ସମଗ୍ର ଗ୍ରାମ ବାସୀ ମାନେ ଆଶ୍ଚର୍ଯ୍ୟ ହୋଇ ଜାଇ ଥିଲେ ସେମିତି ରେ ବନ୍ଧୁଗଣ ଏବେ ଏହି ଶିବ ଲିଙ୍ଗ କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭୀଡ ଲାଗି ଥିବା ବେଳେ ଏହା ବାଲେଶ୍ୱର ରୁ ଆସିଛି ବୋଲି ଜଣା ପଡିଛି । ତେବେ ସୂଚନା ଯୈଗ୍ୟ ଏଠାକାର ଜଣେ କୃଷକ ରମାକାନ୍ତ ରାଉତ୍ ସକାଳୁ ସକାଳୁ ବିଲ କୁ ହଳ କରିବା ପାଇଁ ଜାଇ ଥିଲେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ହଳ କରୁ ଥିଲେ ହେଲେ ହଠାତ୍ ଲଙ୍ଗଳ ବାଜିଲା ଏକ ପଥର ରେ ଏବଂ ସେହି ଥିରେ ସେ ଭାବିଲେ କି କୈଣସି ବଡ ପଥର ଟିଏ ବିଲ ମଝିରେ ରହିଛି ବୋଲି
ଏହାକୁ ଦେଖିବା ପାଇଁ ଜାଇ ନିଜ ସହିତ ନେଇ ଥିବା କୁଦାଳ ରେ ମାଟି ହଟେଇବା ପାଇଁ ଚେଷ୍ଟା କରି ଥିଲେ ଏବଂ ଧିରେ ଧିରେ ଖୋଳିବା ପରେ ଜଣା ପଡିଲା କି ଏହା କୈଣସି ପଥର ନୁହେଁ ବରଂ ଗୋଟିଏ ଶିବ ଲିଙ୍ଗ ଅଟେ ଏବଂ ଏମିତି ବେଳେ ସେ ସଂଙ୍ଗେ ସଂଙ୍ଗେ ଘର କୁ ଫୋନ୍ କରିବା ସହିତ ଲୋକ ମାନଙ୍କୁ ଡାକି ଦେଖେଇବା ପରେ ବର୍ତମାନ ସମୟ ରେ ଶିବ ଲିଙ୍ଗ କୁ ଦେଖିବା ପାଇଁ ଲୋକ ମାନଙ୍କ ଭୀଡ ଲାଗିଛି କିଛି ଲୋକ ମାନଙ୍କ କହିବା କଥା କି 1982 ମସିହା ବଡ ବନ୍ୟା ସମୟ ରେ କୈଣସି ସ୍ଥାନ ରୁ ଏହି ଶିବ ଳିଙ୍ଗ ଆସି ଲାଗି ଥାଇ ପାରେ ବା ଏଠାରେ ଆଗରୁ କୈଣସି ମନ୍ଦିର ଥିଲା
ଏହି ଶିବ ଲିଙ୍ଗ କୁ ଦେଖିବା ପାଇଁ ମାତ୍ରେ ଜଣା ପଡୁଛୁ ଏହାକୁ ନଷ୍ଟ କରା ଜାଇ ଫିଙ୍ଗି ଦିଆ ଜାଇ ଥିବାର ତେବେ ଏହା ବହୁତ ପୁରୁଣା ହୋଇ ଥିବାରୁ କିଛି ଏହା ଉପରେ କହି ହେଉ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।