ମାଣବସା ଗୁରୁବାର – କରନ୍ତୁ ଏହି ( ୫ଟି କାମ ) ଧନର ଆଗମନ ହେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଗଶୀର ମାସ ର ଗୁରୁବାର ଦିନ କରନ୍ତୁ ଏହି ସବୁ କାମ ଦେଖିବେ ମାଆ ଲକ୍ଷ୍ମୀ ଆପଣ ମାନଙ୍କ ଘରକୁ ଆସିବେ ଖାସ୍ କରି ମାର୍ଗଶୀର ମାସ ର ଗୁରୁବାର ମାଆ ଙ୍କ ଅତି ପ୍ରିୟ ହୋଇ ଥାଏ ତେଣୁ ଏହି ମାସ ଗୁରୁବାର ଦିନ ଆପଣ ମାନେ ଏହି ସବୁ କାମ କରିଲେ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମି ଅତ୍ୟନ୍ତ ପ୍ରଶନ୍ନ ହୋଇଥାନ୍ତି , ସେମିତି ରେ ମାଆ ଲକ୍ଷ୍ମୀ ଙ୍କର କୃପା ଜାହା ଉପରେ ରହେ ସେହି ବ୍ୟକ୍ତି ର କେବେ ବି ଧନ ର ଅଭାବ ହୋଇ ନ ଥାଏ ତେବେ ବନ୍ଧୁଗଣ ପ୍ରଥମେ ଆପଣ ମାନେ ମାଆ ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ପ୍ରାପ୍ତି ପାଇଁ ଚାହୁଁଥାନ୍ତି ତେବେ ଆପଣ ମାନେ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କର ଆରଧନା କରନ୍ତୁ ତାଙ୍କର ପୂଜା କରିବା ସହିତ ଆପଣ ମାନେ ତାଙ୍କୁ ଭକ୍ତି ର ସହିତ ଆରଧନା କରନ୍ତୁ ଦେଖିବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ମାଆ ଲକ୍ଷ୍ମୀ ଙ୍କ ଅଶୀବାଦ ମିଳିବ ।lakshmi

ସେହି ପରି ବନ୍ଧୁଗଣ ଆପଣ ମାନେ ଏହି ଦିନ ରେ ମାଆ ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗ ର ଫୁଲ ଏବଂ ବସ୍ତ୍ର ଅର୍ପଣ କରନ୍ତୁ ଦେଖିବେ ସେ କେମିତି ଭାବେ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହେବେ ଏବଂ ଆପଣଙ୍କର କୈଣସି ବି ପ୍ରକାରର ସମସ୍ୟା ଦେଖା ଦେବ ନାହିଁଁ , ସେହି ପରି ବନ୍ଧୁଗଣ ତିନି ରେ ଆପଣ ମାନେ ଗୁରୁବାର ଦିନ ସ୍ନାନ କରିବା ସହିତ ହଳଦୀ ପାଣି ରେ ସ୍ନାନ କରନ୍ତୁ ଦେଖିବେ ଆପଣ ମାନଙ୍କ ଉପରେ ସନ୍ତୁଷ୍ଟ ହେବେ ମାଆ ଏବଂ ଏହା ସହିତ ଆପଣ ମାନେ ନିଶ୍ଚିତ ଭାବେ ଗୁରୁବାର ଦିନ ହଳଦୀ ପାଣି ନିଶ୍ଚିତ ଭାବେ ଅର୍ପଣ କରନ୍ତୁ ଏମିତି କରିଲେ ଆପଣ ମାନଙ୍କ ର ସବୁ ଅସୁବିଧା ଦୂର ହେବmata laxmi

ଏବଂ ଏହା ସହିତ ଆପଣ ମାନଙ୍କ ଘରେ ସବୁ ଅସୁବିଧା ମଧ୍ୟ ଦୂର ହେବ ସେହି ପରି ବନ୍ଧୁଗଣ ଆପଣ ମାନେ ମାଆ ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ପ୍ରାପ୍ତି ପାଇଁ ଉପବାସ ନିଶ୍ଚିତ ଭାବେ କରନ୍ତୁ ଦେଖିବେ ଆପଣ ମାନଙ୍କ ଉପରେ ସେ ନିଶ୍ଚିତ ଭାବେ ପ୍ରଶନ୍ନ ହେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *