ଭଲ ପାଉଥିବା ଝିଅ ବା ପୁଅ ସହ ନିଜ ସ୍ମପର୍କକୁ କିପରି ମଜବୁତ କରିବେ ।

loves

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଆପଣ ମାନେ କେମିତି ନିଜର ଲଭ୍ ରିଲେସନ କୁ ଷ୍ଟଙ୍ଗ୍ କରିବେ ବା ମଜବୁତ କରିବେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ବିଷୟ ରେ ବସ୍ତୁ ଉପରେ କଥା ହେବୁ ବନ୍ଧୁଗଣ ଯେକୈଣସି କାମ ହେଉ ସମସ୍ତେ ଆରମ୍ଭ କରିବା ଜାଣନ୍ତି କାରଣ ଏହାର ଆରମ୍ଭ କରିବା ସହଜ ଅଟେ କିନ୍ତୁ ତାହାକୁ କଣ୍ଟିନ୍ୟୁ କରିବା କଷ୍ଟକର ହୋଇ ଥାଏ ଠିକ୍ ସେମିତି ଲଭ୍ ରେ ବି ହୋଇ ଥାଏ , ଭଲ ଲାଗିଲା ପ୍ରୋପଜ୍ କରି ଦେଲ ପ୍ରେମ ହେଲା ହେଲେ କିଛି ଦିନ ପରେ ଆପଣ ମାନଙ୍କ ଇଣ୍ଟରେଷ୍ଟ କମି ଯାଏ ।love

ଏବଂ ସେଠାରେ ଜଣେ କଷ୍ଟ ପାରିବ ଏବଂ ଜଣେ ରିଲେସନ ସିପ୍ ଭଲ ଲାଗୁନ ଥିବ ତେବେ ଆଜି ଆପଣ ମାନଙ୍କ ପାଇଁ ସେହିଥି ପାଇଁ କିଛି ଟିପ୍ସ ଦେବୁ ଯଦି ରିଲେସନ ଆଗ ପରି ଲାଗୁ ନାହିଁ କେମିତି ତୁମେ ଷ୍ଟଙ୍ଗ୍ କରିବ , ଯଦି ଆପଣ ମାନଙ୍କୁ ଏମିତି ଲାଗୁ ଥାଏ ତେବେ ଆପଣ ମାନେ ଏହି ସବୁ ପ୍ରଶ୍ନ ର ବ୍ୟବହାର କରନ୍ତୁ ପ୍ରଥମ ପ୍ରଶ୍ନ ଟି ହେଲା ମୁଁ ତୁମକୁ ଅଧିକ ଭଲ ପାଉଛି ନା ତୁମେ ମତେ ? ତେବେ ଯଦି ସେ ଆପଣ ଙ୍କୁ ଅଧିକ ଭଲ ପାଉଛନ୍ତି ବୋଲି କହନ୍ତି ତେବେ ତୁମେ କୁହ କି ନା ଆମେ ଭଲ ପାଉଛୁ । ଜାହା ଦ୍ୱାରା ଆମ ସଂମ୍ପର୍କ ସୁଦୃଢ ହୋଇ ପାରିଛି ଏବଂ ଯଦି ସେ ତୁମେ ଅଧିକ ଭଲ ପାଅ ବୋଲି କହନ୍ତୁ ତେବେ ତୁମେ କୁହ କି ନା ଭଲ ତୁମେ ଅଧିକ ପାଅ ଜାହା ଦ୍ୱାରା ମୁଁ ତୁମକୁ ପାଇଛି ।loves

ଏବଂ ଏଠାରେ ଯଦି କୈଣସି ଝିଅ ବା ପୁଅ ଆପଣ ମାନଙ୍କୁ ଠକୁ ଥିବେ ତେବେ ସେ ଆପଣ ମାନଙ୍କ କଥା ରେ ଇନସ୍ପାୟର ହେବେ ଏବଂ ସେ ନିଶ୍ଚିତ ଭାବେ ଅନୁଭବ କରିବେ କି ସେ ବର୍ତମାନ ସମୟ ଯେଉଁ ପରି ଭାବେ ଆପଣ ମାନଙ୍କୁ ଠକୁ ଛନ୍ତି । ଏବଂ ତାଙ୍କ ହୃଦୟ କୁ ସେହି ସମୟ ରେ ବହୁତ ବାଧିବ ଏବଂ ପରେ ସେ ଆପଣ ମାନଙ୍କ ଭଲ ପାଇବା ପ୍ରତି ବହୁତ ଆକର୍ଶିତ ହେବେ ,ଏବଂ ପରେ ସେ ଯଦି ଆପଣ ମାନଙ୍କୁ ଭଲ ପାଉ ନ ଥିବେ ତେବେ ସେ ଦେଖିବେ ନିଶ୍ଚିତ ଭାବେ ଭଲ ପାଇବା ପାଇଁ ଲାଗିବେ ଏବଂ ଆପଣ ମାନଙ୍କ ସଂମ୍ପର୍କ ଏଠାରେ ବହୁତ ମଜବୁତ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *