ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆଜିର ଦିନରେ ଯୁବ ପିଢୀ ର ଗୋଟିଏ ହିଁ ଅଭ୍ୟାସ ରେ ପଡିବାରେ ଲାଗିଛନ୍ତି ଜାହାକୁ ଆପଣ ମାନେ ଗୋଟିଏ ରୋଗ ବି କହି ପାରିବେ । ତେବେ ଆପଣ ମାନେ ଏହି ଠାରୁ କେମିତି ଭାବେ ନିବୃତ ହୋଇ ପାରିବେ ମାନେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଆପଣ ମାନେ କେମିତି ଭାବେ ମୁଠି ମାରିବା ଛାଡିବେ । ସେହି ବିଷୟ ରେ ଆପଣ ମାନଙ୍କତୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି । ପ୍ରଥମେ ଆପଣ ମାନଙ୍କୁ କହିବୁ କି ଏହା କାହିଁକି ହୁଏ ଏବଂ କଣ ପାଇଁ ହୁଏ ।
ଶରୀର ରେ ଯେତେ ବେଳେ ଆପଣ ମାନଙ୍କ ତେଜ ବା ବିର୍ଜ୍ୟର ବୃଦ୍ଧି ହୋଇ ଥାଏ । ତେବେ ଆପଣ ମାନଙ୍କୁ ବହୁତ ସମୟ ରେ କୈଣସି ବି ଝିଅ ଦେଖିଲେ ବା କୈଣସି ଭିଡ଼ିଓ ରେ ଝିଅ ମାନଙ୍କୁ ଦେଖିଲେ ଆପଣ ମାନଙ୍କ ପାର୍ଟନର ଭଲି ଫିଲ ହୋଇ ଥାଏ ଏବଂ ସେମିତି ରେ ଆପଣ ମାନଙ୍କ ମଧ୍ୟ ରେ ସଂମ୍ଭୋଗ ର କ୍ରିୟା ଆରମ୍ଭ ହୋଇ ଥାଏ । ଏବଂ ପରେ ଆପଣ ମାନଙ୍କୁ ଏହି ହସ୍ତମେଥୁନ କରିବା ପାଇଁ ଇଚ୍ଛା ହୋଇ ଥାଏ । ଏମିତିରେ ଆପଣ ମାନେ ଏହାକୁ ଥରେ କରିବା ପରେ ପରେ ଏହାକୁ ବାରମ୍ବାର କରିବା ପାଇଁ ମନ ହୋଇ ଥାଏ । ପରେ ଏହା ଆପଣ ମାନଙ୍କ ଆଦତ୍ ରେ ପରିଣତ ହୋଇ ଥାଏ ।
ସେହି ପରି କ୍ଷେତ୍ରରେ ଆପଣ ମାନଙ୍କୁ କହିବୁ କି ଏହା କରିବାର କ୍ଷେତି କଣ ଅଟେ । ସାଧାରଣ ଭାବେ ବିଜ୍ଞାନ ହିସାବରେ କହିବା ତେବେ ଆପଣ ମାନଙ୍କର ଏହି ବିର୍ଜ୍ୟ ଜାହାକୁ ଆପଣ ମାନେ ନଷ୍ଟ କରନ୍ତି ତାହା ଗୋଟିଏ ବୁନ୍ଦା ଆପଣ ମାନଙ୍କ ରକ୍ତ କଣିକା ର 80 ରୁ 100 ବୁନ୍ଦାରେ ହୋଇ ଥାଏ । ତେବେ ଏହି ଠାରୁ ଆପଣ ମାନେ ଭାବନ୍ତୁ ଆପଣ ମାନେ ଆଜି ପର୍ଯ୍ୟନ୍ତ କେତେ ବୁନ୍ଦା ରକ୍ତ ନଷ୍ଟ କରିଛନ୍ତି । ଏମିତି ରେ ପରେ ଆପଣ ମାନଙ୍କୁ ଏହାର ବହୁତ ପରିଣାମ ଆପଣ ମାନଙ୍କୁ ଭୋଗ କରିବା ପାଇଁ ପଡିବ । ଏହା ଦ୍ୱାରା ଆପଣ ମାନଙ୍କ ଶରୀର ର ଗଠନ ସଠିଖ୍ ହୋଇ ନ ଥାଏ । ଏବଂ ଆପଣ ମାନଙ୍କୁ ଦୂର୍ବଳ ଲାଗେ ତଥା ବହୁତ ସମୟ ରେ ଆପଣ ମାନଙ୍କୁ ଡିଫରେସନ୍ ବି ଫିଲ୍ ହୋଇ ଥାଏ ।
ଏହି ଅଲ୍ପ ଖୁସି ଆପଣ ମାନେ ନିଜ ଖୁସି ଜିବନ କୁ ନଷ୍ଟ କରନ୍ତି । ତେବେ ଆପଣ ମାନଙ୍କୁ ଏହା ଦ୍ୱାରା କିଛି ବି ମିଳେ ନାହିଁ କେବଳ ବାସ୍ କିଛି ସମୟ ର ଖୁସି ହେଲେ ପରେ ଏହା ଆପଣ ମାନଙ୍କୁ ପଶ୍ଚ୍ୟାତାପ କରାଏ । କି ଏହା ଆପଣ ବହୁତ ଭୁଲ କରୁଛନ୍ତି । ଏମିତି ରେ ଯଦି ଆପଣ ମାନେ ଏହାକୁ ଛାଡିବା ପାଇଁ ଚାହାଁନ୍ତି । ଏବେଠୁ ହିଁ ନିିଜ ମନ କୁ ସ୍ଥିର କରନ୍ତୁ । ଏବଂ ଯେତେ ବେଳେ ବି ଆପଣ ମାନଙ୍କୁ ଏମିତି ଭାବନା ଆସୁଛି ତେବେ ଅନ୍ୟ ଆଡକୁ ମନ ଡାଇଭେଟ୍ କରନ୍ତୁ । ଏବଂ ଆପଣ ମାନେ ସେହି ସମୟ ରେ ନିଜ ସାଙ୍ଗ ସାଥି ଙ୍କ ସହିତ ଅନ୍ୟ କାମ କରନ୍ତୁ । ମୋବାଇଲ ଠାରୁ ଦୂର ରେ ରୁହନ୍ତୁ । ପରିଶ୍ରମ କାମ ତଥା ଯୋଗ ଆଦି ର ସହଯୋଗ ନିଅନ୍ତୁ ଆପଣ ମାନଙ୍କୁ ବହୁତ ସୁବିଧା ହେବ । ଯଦି କଥା ଠିକ ଲାଗିଥାଏ , ତେବେ ତଳେ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ । ଏହାକୁ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ ।