ଆସନ୍ତା କଲି ୫ଟି ଜିଲ୍ଲାରେ ବର୍ଷା ହେବ ଗୁରୁଚାପ ବଳୟ ପ୍ରଭାବ |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ ରୁ କିଛି ସୂଚନା ରହିଛି କି ପୁଣି 18 ତାରିଖ ରୁ ଶୀତ ବଢିବ ତା ସହିତ ତାହା ଛଡା ଆସନ୍ତା କାଲି ଠାରୁ ରାଜ୍ୟ ର କିଛି ସ୍ଥାନ ରେ ହ୍ଲାକା କୁ ମଧ୍ୟମ ଧରଣ ର ବର୍ଷା ରହିବ ,ତେବେ ସଂମ୍ପର୍ଣ୍ଣ ଅପଡେଟ୍ ଜାଣିବା କଣ ରହିଛି ନୂଆ ରିପୋର୍ଟ ଏହା ସହିତ ରାଜ୍ୟରେ ସର୍ବ ନିମ୍ନ ତାପମାତ୍ରା କମିବାରୁ ଏବେ ଶୀତ କମିଛି ଏବଂ ଅନ୍ୟ ପଟେ ରାଜ୍ୟର ବିଭିନ୍ନ ସ୍ଥାନ ରେ ହ୍ଲାକା ରୁ ମଧ୍ୟମ ଧରଣ ର କୁହୁଡୀ ବି ଦେଖିବା ପାଇଁ ମିଳୁଛି , ତେବେ ଆସନ୍ତା କାଲି ପାଇଁ କଣ ରହିଛି ନୂଆ ଆପଡେଟ୍ ସହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ଆସନ୍ତୁ ।rain

ତେବେ ମିଳି ଥିବା ସୂଚନା ଅନୁସାରେ ଆସନ୍ତା ଦୁଇ ରୁ ତିନି ଦିନ ପାଇଁ ରାଜ୍ୟ ରେ ସେମିତି କିଛି ପରିବର୍ତନ ହେବ ନାହିଁ ଏବଂ 16 ତାରିଖ ବେଳକୁ ଉପାନ୍ତର ରାଜ୍ୟ ର ଜିଲ୍ଲା ଗୁଡିକ ରେ ସ୍ୱଲ୍ପ ପରିମାଣ ରେ ବର୍ଷା ହୋଇ ପାରେ , ଏବଂ ଅବଶିଷ୍ଟ ଅଞ୍ଚଳ ରେ ପାଗ କୋହଲା ରହିବ ଏବଂ ରାଜ୍ୟରେ ସର୍ବ ନିମ୍ନ ତାପମାତ୍ରା ବୃଦ୍ଧି ହେବ ହେଲେ 18 ତାରିଖ ବେଳ କୁ ଏହା ପରିବର୍ତନ ହୋଇ ପୁଣି ଥରେ ଚାପମାତ୍ରା ଖସିବ ଏବଂ 19 ତାରିଖ ସୁଧା ରାତି ତାପମାତ୍ରା 4 ଡୀଗ୍ରୀ ଯାଏ ଖସିବ ବୋଲି ସୂଚନା ରହିଛି , ଏହାକୁ କେନ୍ଦ୍ର ମଧ୍ୟ ସ୍ୱକାର କରି ଥିବା ବେଳେ ଗତ 24 ଘଣ୍ଟା ମଧ୍ୟ ରେ ପାଗ ସଂମ୍ପର୍ଣ୍ଣ ଭାବେ ସଠିକ୍ ରହ ଥିବା ବେଳେ ଆଗାମୀ 24 ଘଣ୍ଟା ମଧ୍ୟରେ ଏମମିତି କିଛି ପରିବର୍ତନ ହେବାକୁ ଜାଉଛି ବୋଲି ଜଣା ପଡିଛି ,rains

ସେମିତି ରେ ବର୍ତମାନ ସମୟ ରେ ରାଜ୍ୟ ର ସର୍ବ ନିମ୍ନ ତାପମାତ୍ରା ଠାରୁ ବର୍ତମାନ ସମୟ ରେ 2 ରୁ 3 ଡୀଗ୍ରୀ ଅଧିକ ରହିଛି , ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ପାଗ ସୁଖିଲା ରହିବ ହେଲେ କେନ୍ଦୁଝର ଆଦି ଜିଲ୍ଲା ରେ ପାଗରେ ପରିବର୍ତନ ହୋଇ ସ୍ୱପ୍ୱ ବର୍ଷା ହୋଇ ପାରେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *