ଘରେ ରଖିଛନ୍ତି କି (ବେଲଣା କାଠି)- ଭୟଙ୍କର କଥା ଜାଣନ୍ତୁ |

balana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବେଲଣା ଏବଂ ତାର କାଠୀ ଏକ ମାତ୍ରକେ ଏହା ଗୋଟିେ ଯୋଡିଦାର ସାମଗ୍ରୀ ଅଟେ ଏହାର ସ୍ପର୍ଷ ଆପଣ ମାନଙ୍କ ଘର ର ସୁଖ ସମୃଦ୍ଧି ଉପରେ ପ୍ରଭାବ ପକେଇ ଥାଏ ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏହି ବେଲଣା ପେଡୀ ଏବଂ ଏହାର କାଠୀ ସହିତ ଯୋଡିତ ହୋଇ ରରହି ଥିବା କିଛି କୁ ପ୍ରଭାବ ବିଷୟ ରେ ଜାହା ଆମ ଜିବନ ଉପରେ ନାକାରାତ୍ମକ ଶକ୍ତି ପକାଇ ଥାଏ ଆସନ୍ତୁ ଜାଣି ନେବା ଏହି ବିଷୟରେ । ଆମେ ଆଜି ଆପଣ ମାନଙ୍କୁ ଏହି ବେଲଣା ଏବଂ ତାର କାଠି ର କିଛି କୁ ପ୍ରଭାବ ବିଷୟ ରେ କହିବୁ ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।balana

କେବେ କେବେ ରୋଟି ବେଲୁ ଥିବା ସମୟ ରେ ବେଲଣା ରୁ ଶବ୍ଦ ବାହାରି ଥାଏ ତେବେ ସେମିତି ବେଳେ ସେହି ବେଲଣା ର ଗୋଟିଏ ଗୋଡ ଭୂମି ରେ ଲାଗେ ନାହିଁ , ଏମିତି ହେବା ଦ୍ୱାରା ଆପଣ ମାନଙ୍କ ଘର ଲୋକ ମାନଙ୍କ ସ୍ୱାସ୍ଥ ଉପରେ ବହୁତ ପରିମାଣ ରେ ପ୍ରଭାବ ପକାଇ ଥାଏ । ସେହି ପରି ଭାବେ ବଜାରରେ ବହୁତ ରଙ୍ଗ ର ବେଲଣା ବିକ୍ରୀ ହୋଇ ଥାଏ, ତେବେ ସେମିତି ବେଳେ କହିବା ପାଇଁ ଚାହିଁବୁ କୁ ଘରକୁ କେବେ ବି କଳା ବା ନୀଳ ରଙ୍ଗ ର ବେଲଣା ଏବଂ ତାର କାଠି ଆଣିବା କଥା ନୁହେଁ , ଏହା ଘର ର ବାସ୍ତୁ ଉପରେ ପ୍ରଭାବ ପକାଇ ଥାଏ ।balan

କେବେ ଯଦି ଆପଣ ମାନେ ଅନ୍ୟ କାହାର ବେଲଣା ବ୍ୟବହାର କରୁଛନ୍ତି , ତେବେ ସେମିତି ବେଳେ ଆପଣ ମାନେ ସେହି ଥିରେ ଲୁଣ କୁ ଛିଞ୍ଚନ୍ତୁ ତେବେ ଜାଇ ବ୍ୟବହାର କରନ୍ତୁ ,ସେହି ପରି ବେଳେ ବେଲଣା ରେ ସିଧା ସଳଖ ଭାବେ ତେଲ ର ବ୍ୟବହାର କରିବା ଘରକୁ ବିଭିନ୍ନ ପ୍ରକାରର ଅଶାନ୍ତି ଆଣି ଥାଏ , ଷ୍ଟିଲ୍ ରେ ହୋଇ ଥିବା ବେଲଣା ର ବ୍ୟବହାର କରିବା ଦ୍ୱାରା ଘର ର ଦାରିଦ୍ରତା ବଢି ଥାଏ, ସେହି ପରି ବେଳେ କେବେ ବି ଆପଣ ମାନେ ବେଲଣା ଠାରୁ କାଠି ବା କାଠି ଠାରୁ ବେଲଣା ଆଣନ୍ତୁ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *