ସୁନା ହୋଇଗଲା ବହୁତ ଶସ୍ତା । ଏବେ ଦାମ ମାତ୍ର ଏତିକି

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ରେ ଗତ ପାଞ୍ଚ ଦିନ ହେବ ଲଗାତାର ଭାବେ ସୁନା ଦର କମି ଚାଲିଛି ଭାରତୀୟ ବୁଲିୟନ ଏବଂ ଜୁୟଲେରୀ ସଙ୍ଘ ପକ୍ଷ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜିର ସକାଳ ସୁଧା 24 କେରେଟ ସୁନା ର 10 ଗ୍ରାମ୍ ପିଛା 480 ଚଙ୍କା କମ୍ ହୋଇ ଜାଇଛି ଜାହା କି ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 48560 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 47420 ଟଙ୍କା ଦେଖିବା ପାଇଁ ମିଳିଛି ଏବଂ ଏହା ଗତ କାଲି ର ତୁଳନା ରେ 300 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 50 ହଜାର 900 ଶହ 3 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 180 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58 ହଜାର 99 ଟଙ୍କା ହ୍ରସ ପାଇଛି ।gold

ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ । ସେହି ପରି ମୁମ୍ବାଇ 22 କେରେଟ୍ ସୁନା ର ଦାମ୍ 46 ହଜାର 400 ଶହ 84 ଟଙ୍କା ରହି ଥିବା ଜଣା ପଡିଛି ,ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହାକୁ ନେଇ ଏକ୍ସପୋର୍ଟ ମାନଙ୍କ ମିଳି ଥିବା ନୂଆ ଗଣନା ଅନୁସାରେ ଏହି ଦର ଆଗାମୀ ସମୟ ରେ ଆହୁରୀ ବି ହ୍ରାସ ପାଇବ ,golds

ଆଜି ସକାଳେ MCX ରେ କାରବାର 0.72 ପ୍ରତିଶତ ହ୍ରାସ ପାଇ ଥିବା ବେଳେ ସୁନା ବର୍ତମାନ ସମୟ ରେ ପ୍ରତି 10 ଗ୍ରାମ୍ କୁ 51 ହଜାର 5 ଶହ 26 ଟଙ୍କା ରେ ପହଁଚିଛି ସେହି ପରି ବେଳେ ରୂପା ଦର ରେ 2.0 ପ୍ରତିଶତ ହ୍ରାସ ପାଇଁ ପ୍ରତି କିଲୋ ଗ୍ରାମ୍ କୁ 61 ହଜାର 3 ଶହ 68 ଟଙ୍କା ରହି ଥିବା ର ଜଣା ପଡିଛି ତେବେ ଆପଣ ମାନେ ବି କିଣିବା ପାଇଁ ଇଚ୍ଚା ରଖି ଥିଲେ ନିଶ୍ଚିତ ଭାବେ କିଣି ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *