ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରନ୍ତୁ ଏହି ଜିନିଷ ନହେଲେ ଆପଣ ମାନଙ୍କ ଘରକୁ ଦୁଖଃ ଦୁର୍ଦଶା ମାଡି ଆସବ ସେମିତି ରେ ବନ୍ଧୁଗଣ ଘରେ କଣ ରଖିବା ଦରକାର ଏବଂ କଣ ରଖିବା ଦରକାର ନୁହେଁ ଏହା ନିଶ୍ଚିତ ଜାଣି ରଖିବା ଦରକାର ଅଟେ କେତେ ଥର ଗୋଟିଏ ଛୋଟ ଭୁଲ ଦ୍ୱାରା ବ୍ୟକ୍ତି ର ଭାଗ୍ୟ ଖରାପ ହୋଇ ଥାଏ , ଏବଂ ତାକୁ କେତେ ପ୍ରକାରର ସମସ୍ୟା ର ସାମ୍ନା କରିବା ପାଇଁ ପଡେ , ସେମିତି ରେ ଆପଣ ମାନେ ନୂଆ ବର୍ଷ ପୂର୍ବ ରୁ ଘରୁ ଯଦି କିଛି ଜିନିଷ ବାହାର କରି ଦେବେ ତେବେ ଆପଣ ମାନଙ୍କର ଦୁଖଃ ଦୂର୍ଦସା ଏବଂ ଦାରିଦ୍ରତା ନିଶ୍ଚିତ ଭାବେ କମି ଯିବ ତେବେ ଆସନ୍ତୁ ଜାଣି ନେବା । ପ୍ରଥମେ ରହିଛି ପୁରୁଣା କପଡା ର ସମୂହ ସେମତି ରେ ଆମେ ମାନେ ସାଧାରଣ ଭାବେ ଘରେ ଏହି ସବୁ କୁ ଏକତ୍ରିତ କରି ରଖି ଥାନ୍ତି ,
ହେଲେ ଏହି ସବୁ ଜିନିଷ ଘରକୁ ଅଶୁଭ ଶକ୍ତି ପ୍ରଭାବିତ କରେ ଏମିତି ଜିନିଷ ଘରୁ ବାହାର କରି ଦେବା ଉଚିତ୍ , ସେହି ପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ବେକାର ଏବଂ ଭଙ୍ଗାରୁଜା ଜିନିଷ ରଖିବା ଦ୍ୱାରା ଅର୍ଣ୍ଣ ଏବଂ ଧନ ସମନ୍ଧିୟ ସମସ୍ୟା ଦେଖିବା ପାଇଁ ମିଳେ , ଏମିତି କରି ନୂଆ ବର୍ଷ ପୂର୍ବରୁ ଏହି ସବୁ ଜିନିଷ କୁ ଘରୁ ବାହାର କରି ଦେବା ନିହାତି ଉଚିତ୍ , ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଆପଣ ମାନେ ଯେଉଁ ବାସନ ବ୍ୟବହାର କରୁ ନାହାଁନ୍ତି ବା ଆପଣ ମାନଙ୍କର ଯେଉଁ ବାସନ ଭାଙ୍ଗି ରୁଜି ଜାଇଛି ,
ସେହି ବାସନ କୁ ଆପଣ ମାନେ ଘରୁ ବାହାର କରି ଦିଅନ୍ତୁ ନହେଲେ ଘରେ ଝଗଡା ଲାଗେ , ରହିଛି ଦେବୀ ଦେବତା ଙ୍କ ଚିରା ଫଟା ଫୋଟ ସବୁ ଆପଣ ମାନେ ଘରେ ରଖିଛନ୍ତି ତେବେ ତୁରନ୍ତ ଏହାକୁ ଆପଣ ମାନେ ବାହାର କରି ଦିଅନ୍ତୁ ନଚେତ ଆପଣ ମାନଙ୍କ ଘରେ ଧନ ର ଅଭାବ ଏବଂ କ୍ଷେତି ଯୋଗ ସବୁ ସମୟ ରେ ଲାଗି ରହିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।