ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କୁମ୍ଭ ରାଶି ଏବଂ ମିଥୁନ ରାଶି ର ବ୍ୟକ୍ତି ବିଷେଶ ବିଷୟ ରେ କହିବୁ କିଏ ଅଧିକ ଶକ୍ତି ଶାଳୀ ଜାଣି ରଖନ୍ତୁ ଏହି ପୋଷ୍ଟ ରେ ତେବେ ପ୍ରଥମେ ମିଥୁନ ରାଶି ଏହି ରାଶି ବହୁତ ଫୁର୍ତି ଅଟନ୍ତି ଏହି ରାଶି ର ସ୍ୱାମୀ ବୁଦ୍ଧ ଅଟନ୍ତି , ଏମାନଙ୍କ ବ୍ୟବହାର ବହୁତ ଦୋସ୍ତି ଭରା ହୋଇ ଥାଏ , ବିପରିତ ଲିଙ୍ଗ ପ୍ରତି ଆକର୍ଶିତ ହେବା ଏମାନଙ୍କର ଗୋଟିଏ ଖାସ୍ ଗୁଣ ଅଟେ ଏମାନେ ଗୋଟିଏ ସମୟ ରେ ବ୍ୟବହାରିକ ଏବଂ ରଖାମାତ୍ମକ ବି ହୋଇ ଥାନ୍ତି , ବୁଦ୍ଧି ଲାଗି କାମ ରେ ଏମାନେ ବିଷେଶ ରୋଚକ ନିଅନ୍ତି , ଏମାନେ ବହୁତ ଚତୁର ଅଟନ୍ତି ଏମାନଙ୍କ ପାଇଁ ବାସ୍ତୁ କେତେ ବେଳେ ସାକାରାତ୍ମକ ତ କେତେ ବେଳେ ନାକାରାତ୍ମକ ହୋଇ ଥାଏ ।
ଗୋଟିଏ ପଟେ ଏମାନେ ଶାନ୍ତ ଗମ୍ଭୀର ଅଟନ୍ତି ତ ଆଉ ଗୋଟିଏ ପଟେ ଏମାନ ମଜାକ୍ ଉଡେଇବା ପାଇଁ ପସନ୍ଧ କରନ୍ତି , ସେହି ପରି ବନ୍ଧୁଗଣ ସେହି ପରି କୁମ୍ଭ ରାଶି ର ଲୋକ ମାନଙ୍କ ବିଷୟ ରେ କହିବା ତେବେ ଏମାନେ ବହୁତ ପ୍ରଗତ ଶୀଳ ହୋଇ ଥାନ୍ତି ଏମାନଙ୍କ ଜିବନ ର ଏହା ଏକ ମୂଖ୍ୟ ଭୂମିକା ଅଟେ ଏମାନଙ୍କ ବିଚାର ରେ କେହି ବି ଦଖଲ ଦିଅନ୍ତି ନାହିଁ ଏମାନେ ସବୁ ସମୟରେ ଗୋଟିଏ ସ୍ୱତନ୍ତ୍ର ଜିବନ ଜାପନ କରିବା ପାଇଁ ପସନ୍ଦ କରନ୍ତି ।
ଏମାନଙ୍କର ଅନ୍ୟ ଲୋକ ମାନଙ୍କ ସହିତ ଜଲ୍ଦି ମିଶିବା ଗୁଣବହୁତ ଅଧିକ ରହି ଥାଏ । ଏମାନ ଙ୍କ ମୁଣ୍ଡ ରେ ସବୁ ବେଳେ ବିଚାର ଧାରା ଚାଲୁ ଥାଏ ଏମାନେ ନିସ୍କ୍ରିୟତା ହେବାକୁ ବହୁତ ସମୟ ସମୟ ନିଅନ୍ତି , ଯଦି ଆମେ ଏମାନଙ୍କ କାର୍ଯ୍ୟ ସ୍ଥଳି ବିଷୟ ରେ କହିବା ତେବେ ଏମାନଙ୍କୁ ଏଡ୍ଭେଞ୍ଚର ଜିବନ ବିଥେଇବା ବହୁତ ପସନ୍ଦ ଏମାନଙ୍କୁ ନୂଆ ଜିବନ ଖୋଜିବା ବହୁତ ପସନ୍ଦ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।