ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ରହ ଏବଂ ଚଳନୀ ହିସାବ ରେ ବ୍ୟକ୍ତି ର ରାଶି ଏବଂ ନାମର ପ୍ରଥମ ଅକ୍ଷର ଜଣା ପଡେ ସେହି ପରି ନାମ ର ପ୍ରଥମ ଅକ୍ଷରୁ ହିଁ ଜଣା ପଡେ ବ୍ୟକ୍ତି ର ବ୍ୟକ୍ତିତ୍ୱ ଏବଂ ସେମାନଙ୍କ ବିଷୟରେ ସବୁ କିଛି ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ଚାରୋଟି ଅକ୍ଷର ରହି ଥିବା ମହିଳା ମାନଙ୍କ ସ୍ୱଭାବ ଏବଂ ଚରିତ୍ର କେମିତି ହୋଇ ଥାଏ , ତେବେ ପ୍ରଥମେ ରହିଛନ୍ତି ନାମର ପ୍ରଥମ ଅକ୍ଷର M ଲେଟର ରହି ଥିବା ମହିଳା ମାନେ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି, ଏମାନେ ସବୁ ବେଳେ ପରିବାର ଏବଂ ପ୍ରେମ ଉପରେ ଗୁରୁତ୍ୱ ଦେଇ ଥାନ୍ତି, ଏମାନେ ଜାହା ଘର କୁ ବୋହୁ ହୋଇ ଜାଆନ୍ତି ସେମାନଙ୍କୁ ସବୁ ବେଳେ ସୁଖ ରେ ରଖିବା ପାଇଁ ଚେଷ୍ଟା କରି ଥାନ୍ତି ,
ଏମାନେ ଅଧିକ ଦାୟୁତ୍ୱ ବାନ୍ ହୋଇ ଥାନ୍ତି , ଏମାନେ ସବୁ ବେଳେ ନିଜ କାମ କୁ ନିଜେ ପରିଚାଳାନା କରନ୍ତି , ସେହି ପରି ଦୁଇ ନମ୍ବର ରେ ରହିଛନ୍ତି N ଲେଟର ଏହି ନାମର ମହିଳା ମାନେ କିଛି କଥା ନ ବୁଝି ରାଗି ଜାଇ ଥାନ୍ତି , ହେଲେ ଏମାନେ ହୃଦୟ ରୁ ବହୁତ କୋମଳ ହୋଇ ଥାନ୍ତି । ଏବଂ ମାନେ ପ୍ରେମ ଅପେକ୍ଷା ସାଙ୍ଗ ମାନଙ୍କୁ ଅଧିକ ପ୍ରାୟରିଟି ଦେଇ ଥାନ୍ତି , ଏହି ମହିଳା ମାନେ ନିଜେ ଖୁସୀୂ ରେ ରହିବା ସହିତ ଅନ୍ୟ ମାନଙ୍କୁ ଖୁସୀ ପେ ରଖିବା ପାଇଁ ଚେଷ୍ଟା କରନ୍ତି , ସେହି ପରି ବେଳେ ନାମର ପ୍ରଥମ ଅକ୍ଷର R ରହି ଥିବା ମହିଳା ମାନେ ଅଧିକ ପରିଶ୍ରମି ହୋଇ ଥାନ୍ତି ,
ୟେଉଁ କାମ ରେ ହାତ ଦିଅନ୍ତୁ ସେମାନେ ସେହି କାମ କୁ ପୂରଣ କରିବା ପାଇଁ ଚେଷ୍ଟା କରନ୍ତି , ଏମାନେ ଉତ୍ତମ ଏବଂ ସରଳ କଥା କହି ଅନ୍ୟ ମାନଙ୍କ ମନ କୁ ଜିତି ନେଇ ଥାନ୍ତି, ସେହି ପରି ନାମ ର ପ୍ରଥମ ଅକ୍ଷର S ରହି ଥିବା ମହିଳା ମାନେ ଅଧିକ ବୁଦ୍ଧି ମତି ସ୍ୱଭାବ ର ହୋଇ ଥାନ୍ତି , ବହୁତ ଶୀଘ୍ର ଏମାନେ ନିଜର ସରଳତା କୁ ଦେଖେଇ ଅନ୍ୟ କୁ କାବୁ କରି ନେଇ ଥାନ୍ତି, ଏମାନେ ସାଙ୍ଗ ଏବଂ ପ୍ରେମ କୁ ସବୁ ବେଳେ ସମାନ ଦୃଷ୍ଟି ଦେଖନ୍ତି, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।