ସ୍ୱରାଜ ବାରିକଙ୍କ ପରିବାର , ସମ୍ପତ୍ତି ଓ ପ୍ରିମାକା ବିଷୟରେ ସବୁକିଛି । ଏହି ହିରୋଇନ କୁ ଭଲ ପାଉଛନ୍ତି ସ୍ୱାରାଜ ।

suraja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ୟଙ୍ଗ୍ ଟେଲେଣ୍ଟ ସ୍ୱରାଜ ବାରିକ୍ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ହେଲେ କଣ ଆପଣ ମାନେ ଏହି କଥା କୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ତାଙ୍କର ବାପା କିଏ ତାଙ୍କର ମାଆ କିଏ ଏବଂ ସେ କେମିତି ଓଡିଆ ଚଳଚିତ୍ର ଜଗତ କୁ ଆସି ଥିଲେ ଏବଂ ଏହା ସହିତ ତାଙ୍କ ସଂମ୍ପତୀ କେତେ ବର୍ତମାନ ସମୟ ରେ ରହିଛି ଏହି ସବୁ ବିଷୟ ରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବାକୁ ଚାହିଁବୁ ତେବେ ଆପଣ ମାନେ ବାସ୍ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଜାଣି ପାରିବେ ,ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣଇ ଥିବେ ସ୍ୱରାଜ ବାରିକ୍ ଓଲିଉଡ ରେ ଏକ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ କରି ଥିଲେ ଏବଂ ପରେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରି ଥିଲେ । ଏବଂ ପରେ ପରେ ସେ ପାଖା ପାଖି 5 ବର୍ଷ ର ଗେଫ୍ ପରେ ପରେ ସେ ଓଲିଉଡ କୁ ଏଣ୍ଟ୍ରୀ କରି ଥିଲେ ସ୍ୱରାଜ ବାରିକ୍ ସେ ତରଙ୍ଗ ସିନେ ପ୍ରଡ୍କୋସନ ରେ ତୁ ମୋ ଲଭ୍ ଷ୍ଟୋରୀ ରେ ଲିଡ୍ ରୋଲ ଭାବେ କାମ କରି ଥିଲେ, ଏବଂ ସ୍ୱରାଜ ବାରିକ୍ ଙ୍କ ବିପକ୍ଷ ରେ ନାୟୀକା ଭାବେ ଭୂମିକା ଦାସ୍ କାମ କରି ଥିଲେ ।soraja

ଏହି ଫିଲ୍ମ ଟି ତାଙ୍କର ସୁପର ହିଟ୍ ହେବା ପରେ ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ତାଙ୍କୁ ଅନେକ ଗୁଜିଏ ଫିଲ୍ମ ମିଳି ଥିଲା କାମ କରିବା ପାଇଁ , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଆଗକୁ ସ୍ୱରାଜ ବାରିକ୍ ଙ୍କ ଆସିବା ପାଇଁ ଯାଉଛି ଆଉ ଏକ ନୂଆ ଓଡିଆ ଫିଲ୍ମ ଜାହାର ନାମ ରହିଛି ଦିଲ୍ଲୀ ମୋ ମାନେନା ଏହି ଫିଲ୍ମ ରେ ଶିବାନୀ ସ୍ୱରାଜ ବାରିକ୍ ଙ୍କ ବିପକ୍, ରେ କାମ କରି ଥିବାର ଦେଖିବା ପାଇଁ ମିଳିବେ । ଜାହାର ସୁଟିଂ ବର୍ତମାନ ସମୟ ରେ ସେଷ ହୋଇ ସାରି ଥିବା ବେଳେ ବର୍ତମାନ ସମୟ ରେ ଏହି ଫିଲ୍ମ ଟି କେବଳ ରିଲିଜ୍ ଅପେକ୍ଷା ରେ ରହିଅଛି ,suraja

ସେହି ପରି ବନ୍ଧୁଗଣ ତାଙ୍କର ପରିବାର ବିଷୟ ରେ କହିଲେ ତାଙ୍କର ପରିବାରେ ବାପା ମାଆ , ଜେଜେ ମାଆ , ଜେଜେ ବାପା, ଏବଂ ତାଙ୍କର ତିନୋଟି ଭଉଣୀ ସହିତ ବହୁତ ବଡ ପରିବାର ତାଙ୍କର ତେବେ ପରିବାର ରେ ସ୍ୱରାଜ ବାରିକ୍ ଙ୍କୁ ବହୁତ ପରିବାର ଭଲ ପାଉ ଥିବା ବେଳେ ତାଙ୍କର ସଂମ୍ପତୀ ବିଷୟ ରେ ଆପଣ ମାନଙ୍କୁ କହିବୁ ତେବେ ସେ ଗୋଟିଏ ଆଡ୍ କରିବା ପାଇଁ 30 ରୁ 40 ହଜାର ଟଙ୍କା ନେଇ ଥାନ୍ତି ତାଙ୍କର ବାରିପଦା ରେ ବହୁତ ସୁନ୍ଦର ଘର ରହିଛି ଏବଂ ଏହି ଦିନ ରେ ସେ ବହୁତ ସୁନ୍ଦର କାର କିଣି ଥିବା ବେଳେ ଏବେ ସେ ନିଜର ଗୋଟିଏ ପ୍ରୋଡକ୍ସନ ହାଉସ୍ କି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *