ଏଠି ଜୀବନକୁ ପାଣି ଛଡାଇ ଗାଡି ଚଳାଇଥାନ୍ତି ଲୋକେ, ଥରେ ଗଲା ପରେ ଫେରିବାର କୌଣସି ନିଶ୍ଚିନ୍ତତା ନଥାଏ ।

dunia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହା କହିବା ମୁସ୍କିଲ କି ଦୁନିଆରେ ସବୁଠୁ ଲମ୍ବା ମରୁଭୂମି ରେ ରାସ୍ତା କୋଉଟା ,କାରଣ ସମୟ ସହିତ ଏହି ଟାଇ ଟେଲ ବଦଳି ଚାଲିଛି ହେଲେ ଆମେ ଏଠି ଦେଖୁଛେ 928 କିଲୋମଟର ଏକ ହାଇୱେ ଯାହା ଚାଇନର ରାଜଧାନୀକୁ ଚାଇନା ର ଉତ୍ତର ଦିଗରେ ଥିବା ଜିଂ ନ୍ୟାଗ ନିଉଗ ଓଟନୋମସ ରିଯୋଟକୁ ଯୋଡ଼ି ଥାଏ ଏହି ହାଇୱେ ର କାମ 2016 ମସିହା 25 September ରେ ସରିଥିଲା । ଏହି ହାଇୱେ ସେହି ସମୟ ପର୍ଯ୍ୟନ୍ତ ସବୁଠୁ ଲମ୍ବା ରାସ୍ତା ଥିଲା ହୁଏତ ଆପଣ ବିଶ୍ୱାସ କରିପାରିବେନି ଏହି ହାଇୱେ କୁ ନିର୍ମାଣ କରିବା ପାଇଁ 5.5 ମିଲିୟନ ଡଲାର ଖର୍ଚ୍ଚ ହୋଇଛି ଚାରି ଲାଇନ୍ ବିଶିଷ୍ଟ ଏହି ହାଇୱେ ଅଟେ । ଏହି ହାଇୱେ କୁ ନେଇ କୁହାଯାଏ ଯଦି କେହି ଏଠାରେ ରାତିରେ ରହି ଯାଆନ୍ତି ସକାଳୁ ସିଧା ତାଙ୍କ ମୃତୁ ଖବର ହିଁ ଆସେ ।

ଚାଇନା ର ସବୁଠୁ ବଡ଼ ସରକାରୀ ସଂସ୍ଥା କାମ କରିଛନ୍ତି ଯେଉଁଟି ହଜାର ହଜାର ଲୋକ କାମ କରୁଥିଲେ ଟିକେ ଚିନ୍ତା କରି ଦେଖନ୍ତୁ ତ ସେହି ହଜାର ହଜାର ଲୋକ ଏତେ ଟାଣ ଖରାରେ ଦିନ ରାତି କେମିତି କାମ କରୁଥିଲେ । ଶ୍ରମିକ ମାସ ମାସ ଧରି ଏହି ମରୁଭୂମିରେ କାମ କରି ଚଳିଲେ ତେବେ ଯାଇ ଆପଣ ଏହି ହାଇୱେ ଦେଖୁଛନ୍ତି ଏମିତିକି ଅନେକ ଶ୍ରମିକ ନିଜକୁ ବଞ୍ଚେଇବାରେ ଅସଫଳ ରହିଲେ କାରଣ ଏହି ହାଇୱେ ଠାରୁ ବଡ଼ ସହର ବହୁତ୍ ଦୂରରେ ଥିଲେ ।

ଚାଇନା ଜାଣିଥିଲା ଏହି ରୋଡ ସାହାଯ୍ୟରେ ବହୁତ୍ ବାଣିଜ୍ୟ କରିପାରିବ ଆଉ ଏହି ରୋଡ ପୁରା ନୂଆ ହେଲେ ଖୁବ୍ ସାଙ୍ଘାତିକ କାରଣ ଏହି ରୋଡ ର ଚାରିପଟେ ଥିବା ବାତାବରଣ ଅସହ୍ୟ ନୀୟ କାରଣ ଏହି ରାସ୍ତାରେ ଥରେ ଗାଡ଼ି ରହିଲେ ଆଉ start ହୁଏନି ଏହା ଆମେ କହୁନୁ ଏହି ରାସ୍ତା ରେ ଯାଇଥିବା ଯାତ୍ରୀ ମାନେ କୁହନ୍ତି ।

ଫ୍ରାନ୍ସ ସାଇବେରୀୟନ୍ ହାଇୱେ ରସୀୟାରେ ଏକ ରୋଡ ଅଛି ଯାହା ଦେଶରେ ସବୁଠୁ ଲମ୍ବା ସଡ଼କ ଅଟେ ଏହି ରୋଡ ର ନାମ ହେଉଛି ଟ୍ରଂସ୍ ସାଇବେରିଆନ ହାଇୱେ ଆପଣ ବିଶ୍ୱାସ ବି କରିପାରିବେନି ଏହି ହାଇୱେ 11265 କିଲୋମିଟର ରାସ୍ତା ଲମ୍ବା ଏହି ରୋଡ ଦେଶର ବାକି ସବୁ ଦେଶକୁ ଯୋଡ଼ି ଥାଏ । ଏହି ହାଇୱେ ର ସବୁଠୁ ମଜା କଥା ହେଲା ଏହି ରୋଡ ସବୁ କୋୟେଦି ମାନଙ୍କୁ ନେଇ ନିର୍ମିତ ହୋଇଛି କିଛି ବାଟ ପର୍ଯ୍ୟନ୍ତ ଏହି ରୋଡ ଠିକ୍ ଠାକ୍ ତ ଲାଇଗିବ ହେଲେ ଆଗକୁ ଏହି ରୋଡ ରେ ଯିବ ନର୍କ ସହିତ ସମ୍ମାନ ଅଟେ ଏମିତିକି ଏହି ସଡକ ର କିଛି ଅଂଶ ପାଣି ରେ ମିଶି ଗଲାଣି ଏହାକୁ ପକା ସଡକ କରିବାକୁ ପ୍ରତିଶ୍ରୁତି ମିଳୁଛି ହେଲେ ଆଗକୁ ବଢ଼ି ପାରୁନି କାମ ।

ଏହା ଛଡା ଏହି ରାସ୍ତା ରେ ଛୋଟ ଗାଡ଼ି ବ୍ୟାନ କରି ଦିଆଯାଇଛି କାରଣ ଛୋଟ ଗାଡ଼ି ଏଠାରେ ଫସି ଯାଇ ପାରେ ଆଜି ପର୍ଯ୍ୟନ୍ତ କେହି ହିସାବ ଦେଇ ପାରୁ ନାହାଁନ୍ତି କେତେ ଟଙ୍କା ଏଠାରେ ଖର୍ଚ୍ଚ ହେଲାଣି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *